୧୦ ବର୍ଷରୁ କଷ୍ଟରେ ବଞ୍ଚୁଥିଲେ ଝିଅ, ଜାଣନ୍ତୁ ଅଜବଧରଣର ରୋଗ ବିଷୟରେ ..
ବୋଧେ ଏହି କଥା ଉପରେ କେବେ ଧ୍ୟାନ ଦେଇନଥିବେ କି ଆମେ ଯେତେ ବି ଉନ୍ନତି କରିଥାଉ ସେତେ ନୁଆ ନୁଆ ସମସ୍ୟା ମାନ ଦେଖାଯାଇଥାଏ , ଆସିବା ଦିନରୁ ବୈଜ୍ଞାନିକମାନେ ନୁଆ ନୁଆ ରୋଗର ନିରାକରଣ କରୁଛନ୍ତି ବୋଲି କହିଥାନ୍ତି କିନ୍ତୁ ନୁଆ ନୁଆ ରୋଗମାନେ ଆସିଯାଆନ୍ତି ଯାହାର ବିଷୟରେ ଆପଣ କେବେ ଶୁଣିନଥିବେ , କିଛି ଏପରି ବହୁତ ଅଜବ ଧରଣର ରୋଗ ୧୦ ବର୍ଷରୁ ଏକ ଛୁଆର ଛୋଟବେଳରୁ ଦେଖାଦେଇଥିଲା , ଓ ଲଗାତାର ସେ କଷ୍ଟରେ ଜୀବନ କାଳତିପାତ କରୁଛି ।ପାକିସ୍ଥାନରେ ରହୁଥିବା ଏହି ଝିଅଟି ଖାଇବା ପିଇବା ଓ ଟୟଲେଟ୍ ଯିବାରେ ବି ଅସମର୍ଥ ଅଟେ , ଏହି ସବୁ ପାଇଁ ସେ ସାହାଯ୍ୟ ନେବାକୁ ପଡିଥାଏ , ଆପଣଙ୍କୁ କହିଦେବୁ କି ଏହି ରୋଗର କାରଣରୁ ଏହି ଝିଅର ମୁଣ୍ତ ୯୦ ଡିଗ୍ରୀ ଆଙ୍ଗେଲ୍ ପର୍ଯ୍ୟନ୍ତ ବୁଲିଯାଉଛି , ଯାହାର କାରଣରୁ ସେ ଠିକ୍ ରେ ବସିପାରେ ନା ଚାଲିପାରେ , କୁହାଯାଉଛି କି ନିଜ ଛୁଆର ଚିକିତ୍ସା ପାଇଁ ମା ବାପା ଦୁହେଁ ବହୁତ ଡାକ୍ତରଙ୍କୁ ଦେଖାକରିଥିଲେ ଯେଉଁଥିରେ ସେ କହିଥିଲେ କି ତାଙ୍କ ଛୁଆ ମିଠିର ଚିକିତ୍ସା ହୋଇପାରିବ ନାହିଁ ।
ବାପାଙ୍କ ପାଇଁ ନିଜ ଛୁଆର ଏପରି ଅବସ୍ଥା ଦେଖି ସେ ବହୁତ ଦୁଃଖିତ ହୋଇଛନ୍ତି , ଅନ୍ୟ ଡାକ୍ତରମାନେ ତାଙ୍କୁ ଉପଦେଶ ଦେଇଛନ୍ତି କି କରାଚୀରେ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟରରେ ଯାଆନ୍ତୁ ଓ ସେଠାରେ ଚିକିତ୍ସା କାଳେ ସମ୍ଭବପର ହୋଇପାରିବ , କିନ୍ତୁ ଏତେ ପଇସା ତାଙ୍କ ପାଖରେ ନାହିଁ ଯେଉଁଠି ସେ ଝିଅଟି ଚିକିତ୍ସା କରାଯାଇପାରିବ , ଯେବେ ଅଫସିନ୍ ଙ୍କ ଜନ୍ମ୍ ହୋଇଥିଲା ତେବେ ସେହି ସମୟରେ ନିଜ ବାକି ୬ ଟି ଭାଇ ଭଉଣୀଙ୍କ ପରି ସାମାନ୍ୟ ଥିଲେ କିନ୍ତୁ ଆଠ ମାସ ପରେ ସେ ତଳେ ପଡିଯାଇଥିଲେ , ଓ ତାଙ୍କର ବେକରେ ଆଘାତ ଲାଗିଲା , ତେବେ ପଇସାର ଅସୁବିଧା କାରଣରୁ ସେ ମେଡିକାଲ୍ ରେ ଦେଖାଇବା ପରିବର୍ତ୍ତେ ଆଖପାଖରେ ବୈଦଙ୍କ ପାଖରେ ଚିକିତ୍ସା କରାଇଥିଲେ ।
କହିଦେବୁ କି ଅଫସିନ୍ ଆଗ ଅପେକ୍ଷା ବଡ ହୋଇସାରିଛି, ତାର ରୋଗ ଆହୁରି ବଢିବାରେ ଲାଗିଛି, ଓ ଏବେ ତାର ହାଲତ ଏପରି ହୋଇଯାଇଛି କି ଏବେ ଛୁଆଙ୍କ ଭଳି ଆଉ ଖେଳକୁଦ କରିପାରିବ ନାହିଁ , ସେ ଏବେ ଘରେ ଗୋଟେ କୋଣରେ ବସି ରହିବା ପରିସ୍ଥିତିରେ ଆସି ପହଞ୍ଚିଛି, ତାର ରୋଗର କାରଣରୁ ଆଖପାଖର ଲୋକ ଅଜବ ନଜରରେ ଦେଖୁଛନ୍ତି , ଓ ବାକି ଛୁଆ ତାକୁ ଦେଖିଲେ ଡରୁଛନ୍ତି ।