December 23, 2024

Odia Express

Leading Odia News Portal of Odisha

ଜୀବନରେ ପଇସାର ଅସୁବିଧା ହେଲେ ଜପନ୍ତୁ ହନୁମାନଙ୍କ ଏହି ମନ୍ତ୍ର, ସଂଗେ ସଂଗେ ହେବ ସବୁ ସମସ୍ୟା ଦୂର

ଆଜିର ସମୟରେ ପଇସା ବହୁତ ମହତ୍ତ୍ୱପୂର୍ଣ୍ଣ ଜିନିଷ ଅଟେ , ଏହାର ଅଭାବ ହେଲେ ବ୍ୟକ୍ତିକୁ ନାନା ଦି ଅସୁବିଧାର ସାମନା କରିବାକୁ ପଡିଥାଏ , ଯେଉଁ ଲୋକଙ୍କ ପାଖରେ ବହୁତ ସାରା ପଇସା ଥାଏ , ସେମାନେ ଖୁସିରେ ଜୀବନ ବିତାଇଥାନ୍ତି , ତାହା ଜାଣିବା ଦରକାର କି କିପରି ଭାବେ ସେହି ପଇସା ଅର୍ଜନ କରାଯାଇଛି , ଯଦି ବ୍ୟକ୍ତି ଇମାନଦାରୀରେ ପଇସା କମେଇଛି ତେବେ ତାକୁ ପଇସାରୁ ସବୁ ସୁଖ ମିଳିଥାଏ , ଯେବେ କି ଧୋକା କିମ୍ବା ବେଇମାନ ଦ୍ୱାରା କମେଇଥିବା ଧନ ଦୁଃଖ ମିଳିଥାଏ । ଏହି କାରଣରୁ ସେ ବହୁତ ଚିନ୍ତିତ ରହିଥାଏ , ସେ ସବୁବେଳେ ଚାହେଁ କି ତାପାଖରେ ଢେର ସାରା ପଇସା ରହୁ , ଓ ସେଥିପାଇଁ ସେ ପରିଶ୍ରମ ବି କରେ , କିନ୍ତୁ ତା ଦ୍ୱାରା କରାଯାଇଥିବା ପରିଶ୍ରମର ଫଳ ଠିକ୍ ଭାବେ ମିଳିପାରିନଥାଏ ।

ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତୁଳସୀ ଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ଏହି ଚୌପାଇ “ ଅଷ୍ଟସିଦ୍ଧି ନବନିଧି କେ ଦାତା ଅସବର ଦିନ୍ ଜାନକୀ ମାତା” ଏଥିରେ ହନୁମାନଜୀ ବଳଶାଳୀ ହେବା ସହ ତାଙ୍କୁ ବୈଭବ ଓ ସ୍ୱାମୀ ଓ ଦାତା ବି କୁହାଯାଇଛି , ଏହି କାରଣରୁ ହନୁମାନଜୀଙ୍କ ଉପାସନା କରିବାପରେ ଭକ୍ତଙ୍କୁ କେବଲ ତନମନରୁ ଶକ୍ତି ମିଳିଥାଏ , ଓ ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧାରୁ ଲାଘବ ମିଳିଥାଏ ।

ମଙ୍ଗଳବାର ଓ ଶନିବାର ଦିନ କରନ୍ତୁ ଏହି ମନ୍ତ୍ରର ଉଚ୍ଚାରଣ : ଯଦି ଆପଣଙ୍କ ଜୀବନରେ ପଇସାକୁ ନେଇ କିଛି ଅସୁବିଧା ଥାଏ , ତେବେ ତଳେ ଦିଆଯାଇଥିବା ମନ୍ତ୍ରର ଉଚ୍ଚାରଣ ମଙ୍ଗଳବାର ଓ ଶନିବାର ଓ ଶନିଶ୍ଚରୀ ଅମାବାସ୍ୟାର ଦିନରେ କରନ୍ତୁ , ମଙ୍ଗଳବାର କିମ୍ବା ଶନିବାର ଦିନ ସକାଳୁ ସ୍ନାଅ ଆଦି କରି ହନୁମାନ ମନ୍ଦିର କିମ୍ବା ଶନି ମନ୍ଦିର ଯାଇକରି ସିନ୍ଦୁର ଚଢାନ୍ତୁ , ତାପରେ ରାଶି ତେଲ, ଫୁଲ, ଅକ୍ଷତ, ଜନେଉ, ନୈବଦ୍ୟ, ଚଢାଇକରି ଏହି ମନ୍ତ୍ରକୁ ଜାପ କରନ୍ତୁ ।

ମନ୍ତ୍ର : “ ଓଁ ନମୋଃ ହନୁମତେ ରୁଦ୍ରାବତାରାୟ ଭକ୍ତଜନମନଃ କଳ୍ପନା କଳ୍ପଦୁମାୟ ଦୁଷ୍ଟମନୋସ୍ତଭନାୟ ପ୍ରଭଜଂନ ପ୍ରପ୍ରିୟାୟ ମହାବଳପରାକ୍ରମାୟ ମହାବିପତ୍ତିନିବାରଣାୟ ପୁତ୍ରପୋଧନ-ଧାନ୍ୟାଦି ବିବିଧସମ୍ପତପ୍ରଦାୟ ରାମଦୁତାୟ ସ୍ୱାହା

ବିଷୟ ସୂଚୀ : ୧) ତନ ମନ ଶକ୍ତିର ସହ ହୋଇଥାଏ ଧନର ପ୍ରାପ୍ତି ।

୨) ମଙ୍ଗଳବାର କିମ୍ବା ଶନିବାର କରନ୍ତୁ ମନ୍ତ୍ରର ଉଚ୍ଚାରଣ

୩) ମନ୍ତ୍ର :  ଓଁ ନମୋଃ ହନୁମତେ ରୁଦ୍ରାବତାରାୟ ଭକ୍ତଜନମନଃ କଳ୍ପନା କଳ୍ପଦୁମାୟ ଦୁଷ୍ଟମନୋସ୍ତଭନାୟ ପ୍ରଭଜଂନ ପ୍ରପ୍ରିୟାୟ ମହାବଳପରାକ୍ରମାୟ ମହାବିପତ୍ତିନିବାରଣାୟ ପୁତ୍ରପୋଧନ-ଧାନ୍ୟାଦି ବିବିଧସମ୍ପତପ୍ରଦାୟ ରାମଦୁତାୟ ସ୍ୱାହା

୪) ସିନ୍ଦୁର ଦ୍ୱାରା ଘରର ମନ୍ଦିରରେ କରନ୍ତୁ ସ୍ୱତିକ ଚିହ୍ନ

Leave a Reply

Your email address will not be published. Required fields are marked *