October 18, 2024

Odia Express

Leading Odia News Portal of Odisha

ୱାର୍ଲଡ କପ୍ ଖେଳିବା ପାଇଁ IPL ରେ ଖେଳିଲା ନାହିଁ ଏହି ଖେଳାଳୀ , ତାପରେ ବି ଟିମ୍ ରେ ଜାଗା ହେଲା ନାହିଁ ପକ୍କା ଆଉ ତାପରେ…

ବିଶ୍ୱକପ୍ ୨୦୧୯ ପାଇଁ ଇଂଲଣ୍ତ ନିଜ ଟିମ୍ ଅଲରାଉଣ୍ତର ଖେଳାଳୀଙ୍କୁ ଟିମ୍ ରେ ସାମିଲ୍ କରିସାରିଲେଣି । ଏବେ ଏହି ଟିମ୍ ରେ କିଛି ପରିବର୍ତ୍ତନ ୨୩ ମେ ପର୍ଯ୍ୟନ୍ତ ହୋଇପାରେ , ଟମ୍ କରନ୍ ଙ୍କୁ ପାକିସ୍ଥାନର ବିରୁଦ୍ଧରେ ଖେଳାଯାଇଥିବା ୱାନ୍ ଡେ ସିରିଜ୍ ରେ ଜାଗା ମିଳିଲା , ଟମ୍ କରନ୍ ଆଇପିଏଲ୍ ୨୦୧୯ ରେ ଖେଳିବେ ନାହିଁ , କିନ୍ତୁ ଗତ ବର୍ଷ ଆଇପିଏଲ୍ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଖେଳିକରି ଶାନଦାର ପ୍ରଦର୍ଶନ କରିଥିଲେ । ଟମ୍ କରନ୍ ଏହି ଥର ଆଇପିଏଲ୍ ଜାଗାରେ ବିଗ୍ ବେଶ ଲିଗ୍ ଅଧିକା ପ୍ରାଧ୍ୟାନ୍ୟ ଦେଇଥିଲେ , ସେ କହିଲେ କି ମୋର ନିର୍ଣ୍ଣୟ ବିଶ୍ୱକପ୍ ଖେଳିବାକୁ ନେଇକରିଥିଲା ।

ଟମ୍ କରନ୍ ଦି ଟେଲିଗ୍ରାଫ୍ ନ୍ୟୁଜ୍ ପେପରକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ କି ୱାଲର୍ଡକପ୍ କୁ ଦେଖିକରି ମୁଁ ଆଇପିଏଲ୍ ଜାଗାରେ ବିବିଏଲ୍ ବାଛିଲି , ମୋତେ ଆଇପିଏଲ୍ ରେ ଭଲ ଅନୁଭୁତି ଲାଗୁନଥିଲା ଯେମିତି ମୋତେ ଦରକାର , ମୁଁ ଅଧିକା ଭଲ ଭାବୁନଥିଲି , ଏବେ ଆରାମ କରିବାର ଦରକାର ଅଛି , ମୁଁ ନିର୍ଣ୍ଣୟ ନେଲି କି ଓ ତାପରେ ଭାବିଲି କି ବିଶ୍ୱକପ୍ ଖେଳିବାର ମୋର ପାଇଁ କେତେ ଦରକାର ପଡିବ ।

 

ଇଂଲଣ୍ତର ଟିମ୍ ରେ ପ୍ରଦର୍ଶନ ଦେଖିକରି ଲାଗୁଛି କି ଟମ୍ କରନ୍ ଙ୍କୁ ଅସୁବିଧାରେ ଟିମ୍ ରେ ଜାଗା ମିଳିଲା , ଟିମ୍ ରେ ଜୋଫ୍ରା ଆର୍ଚର ଆସିବାରୁ ଭଲ ବୋଲିଙ୍ଗ୍ ଆସିଥିଲା ଫ୍ୟାନ୍ସଙ୍କ ଇଚ୍ଛା ଥିଲା କି ସେ ଟିମ୍ ଜାଗାରେ ମିଲିବା ଦରକାର , ପାକିସ୍ଥାନ ବିରୁଦ୍ଧରେ ଖେଳାଯାଇଥିବା ୱାନ୍ ଡେ ସିରିଜ୍ ରେ ସେ ଭଲ ପ୍ରଦର୍ଶନ କରିଥିଲେ । ଏମିତି ହୋଇପାରେ କି ଇଂଲଣ୍ତ ଟିମ୍ ଟମ୍ କରନଙ୍କୁ ବାହାର କରି ଜୋଫ୍ରା ଆର୍ଚର ଙ୍କୁ ସାମିଲ୍ କରିପାରେ ।

 

କହିଦେବୁ କି ଟମ୍ କରନ୍ ବଶ ଲିଗ୍ ରେ ସିଡନୀ ସିକ୍ସର୍ସ ଟିମ୍ ରେ ଭାଗ ନେଇଛନ୍ତି , ତାଙ୍କର ପ୍ରଦର୍ଶନ ଭଲ ଥିଲା , ଟମ୍ କରନ୍ କହିଲେ କି ସେଠାରେ ପହଞ୍ଚିଲି , ଓ ଲଗାତାର କ୍ରିକେଟ୍ ଖେଳିଲି , ସେଠାରେ ଏକ ଟିମ୍ ରେ ମାତ୍ର ଦୁଇଟି ବିଦେଶୀ ଖେଳାଳୀ ହୋଇଥାନ୍ତି , ଏହି କାରଣରୁ ବହୁତ ସାରା ମ୍ୟାଚ୍ ଖେଳିବାର ଗ୍ୟାରେଣ୍ଟି ହୋଇଥାଏ , କହିଦେବୁ କି ଆଇପିଏଲ୍ ୨୦୧୯ ରେ ଟମ୍ କରନ୍ ଭାଇ ସ୍ୟାମ୍ କରନ୍ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ତରଫରୁ ଭଲ ଖେଳୁଥିବାର ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *