December 23, 2024

Odia Express

Leading Odia News Portal of Odisha

ଏହି ସମୟରେ ନିଜ ମୁଖରେ ବାସ କରନ୍ତି ସ୍ୱରସତୀ , ଯାହା କିଛି ବି ମାଗିଲେ ମନୋକାମନା ପୁରା ହୋଇଯିବ..

ଏହି ଜଗତରେ ସବୁ ମଣିଷ କ୍ଷଣକ ମଧ୍ୟରେ କିଛି ତ କିଛି ଭାବିଥାଏ , ଏପରି ଭାବନା ବିଚାର କରିବାପରେ ତାର ଜୀବନରେ କିଛି ଇଚ୍ଛା ଥାଏ । ଯାହାକୁ ପୁରା କରିବାପାଇଁ ସେ ଦିନ ରାତି ପରିଶ୍ରମ କରିଥାଏ , ଯେ ସେ କାର୍ଯ୍ୟ ପୁରା ହୋଇଯାଏ , ତେବେ ସେ ଭଗବାନଙ୍କୁ ପ୍ରାର୍ଥନା କରେ , ଏହି ଜଗତରେ ସବୁ ବ୍ୟକ୍ତି କିଛି ଶୁଭ ଅଶୁଭ କାର୍ଯ୍ୟ କରିବାକୁ ହେଲେ ନିଜ ନିଜ ଦେବୀ ଦେବତାଙ୍କ ସ୍ମରଣ କରେ । ଏହି କାରଣରୁ ଭାରତ ପରି ଦେଶକୁ ଧାର୍ମିକ ଦେଶ ବୋଲି କୁହାଯାଏ । ଯେବେ ବ୍ୟକ୍ତିର ମଧ୍ୟରେ ଲୋଭର ବଶବର୍ତ୍ତି ହୋଇଯାଏ ତେବେ ସେ ଇଶ୍ୱରଙ୍କୁ ପ୍ରସନ୍ନ କରିବାକୁ ଯାଇ ନାନାଦି ଉପାୟ କରିଥାଏ ,

ଆଜି ଆମେ ଏପରି ଏକ ଉପାୟ କହିବାକୁ ଯାଉଛୁ , ଯାହାକୁ କରିଲେ ଆପଣଙ୍କ ସବୁ ମନୋକାମନା ପୁରା ହୋଇଯିବ । କହିଦେବୁ କି ୨୪ ଘଣ୍ଟାରେ ଏପରି ଏକ ସମୟ ଆସିଥାଏ ଯେଊଁ ସମୟରେ ସରସ୍ୱତୀ ଜିଭରେ ବାସ କରନ୍ତି , ତେବେ ସେହି ସମୟରେ ନିଜ ମୁଖରୁ ବାହାରିଥିବା ସବୁ କଥା ପୁରା ହୋଇଯାଏ , ସେ ଅଶୁଭ ହେଉ କିମ୍ବା ଶୁଭ ହେଉ ତାହା ପୁରା ହୋଇଯାଏ ।

କହିଦେବୁ କି ସମୟ ରାତି ୩ ଟା ବାଜିକରି ୧୫ ମିନିଟ୍ ସମୟରେ ଆପଣଙ୍କୁ ସିଧା ଭାବେ ବସି ମାଗିପାରିବେ , ଓ ସବୁଦିନ ୩୦ ଦିନ ମଧ୍ୟରେ ପୁରା ହେବ , ଏହାକୁ ଧ୍ୟାନ ଦେବା ସମୟରେ କେହି ବି ଦଖଲ ନ କରନ୍ତି ।

Leave a Reply

Your email address will not be published. Required fields are marked *