ବାପାଙ୍କୁ ନେଇ ପ୍ରେମିକର ବାହାଘର ରେ ପହଞ୍ଚିଲା ଝିଅ , କହିଲା “ପାପା ଚାଲ ଆପଣଙ୍କ ଜ୍ୱାଇଁଙ୍କୁ ଦେଖା କରେଇଦେବି”ତାପରେ ଯାହା ହେଲା ଆପଣ ବିଶ୍ୱାସ କରିପାରିବେନି
ଆଜି କାଲିର ସମୟରେ ପ୍ରେମ କାହାଣୀ ସବୁ ସାଧାରଣ କଥା ହୋଇଗଲାଣି । ଆଜିକାଲି ଯୁବ ସମାଜ ଏକ ଛୋଟ କଥାକୁ ନେଇ ଓ ଦେଖାଦେଖିରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସୁଛନ୍ତି । ଓ ଦୁହିଁଙ୍କ ମଧ୍ୟରେ ପ୍ରେମର କଥା ଆରମ୍ଭ ହେଇଯାଉଛି । ତାପରେ କିଛି ଦିନ ପରେ ସେ ଦୁହେଁ ଦୁହିଁଙ୍କୁ ଧୋକା ବା ପ୍ରତାରଣା କରୁଛନ୍ତି ଓ ଛାଡି ଦେଉଛନ୍ତି । ଏଥିପାଇଁ ଝିଅମାନେ ବହୁତ ଭାଙ୍ଗିପଡୁଛନ୍ତି । ଏମିତି କାହାଣୀ ଆସିବା ଦିନରୁ ଶୁଣିବାକୁ ମିଳୁଛି । ଆପଣଙ୍କ ନିକଟରେ ଏମିତି ଏକ ସତ ଘଟଣାକୁ ନେଇ ଆମେ ଆସିଛୁ ଯେଉଁଠାରେ ଏକ ୧୮ ବର୍ଷୀୟ ପୁଅ ଏକ ୧୬ ବର୍ଷୀୟ ଝିଅକୁ ନିଜ ପ୍ରେମରେ ଫସାଇ ଖରାପ କାମ କରିଥିଲା ଓ ପ୍ରାୟ ୧ ବର୍ଷ ତାର ଫାଇଦା ଉଠାଇଥିଲା । ଓ ଘରଲୋକଙ୍କ କହିବା ଅନୁଯାୟୀ ସେ ଅନ୍ୟ ଏକ ଜାଗାରେ ବାହାଘର ଠିକ୍ ହେଲାପରେ ବରଯାତ୍ରୀ ନେଇକି ପଳେଇଥିଲା । ତାପରେ ଯାହା ହେଲା ତାହା ଆମେ ଆପଣଙ୍କୁ କହିବୁ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ ।
ଏହି ଘଟଣା ଛତିଶଗଡ ଜିଲ୍ଲାର ଅଟେ । ଯେଉଁଠି ଏକ ୧୮ ବର୍ଷୀୟ ପୁଅ ଏକ ୧୬ ବର୍ଷର ଝିଅକୁ ନିଜ ପ୍ରେମଜାଲରେ ଫସାଇ ତାକୁ ବିଶ୍ୱାସ ଦେଲା ଯେ ସେ ତାକୁ ବାହାହେବ ବୋଲି । ତାପରେ ସେ ଝିଅ ସେ ପୁଅ କଥାରେ ଆସିଯାଇଥିଲା ଓ ତାକୁ ଭଲ ପାଇ ବସିଥିଲା । ଓ ତାହା କଥାକୁ ସତ ମାନି ବାହା ହେବାର ସ୍ୱପ୍ନରେ ସେ ତା ସହ ଅବୈଧ ସଂମ୍ପର୍କ ରଖିଥିଲା । ପ୍ରାୟ ୧ ବର୍ଷ ଯାଏଁ ସେ ପୁଅ ତା ସହ ଅବୈଧ ସଂମ୍ପର୍କ ରଖିଥିଲା ଓ ତାକୁ ବିଶ୍ୱାସ ଦେଉଥିଲା କି ସେ ତାକୁ ବାହା ହେବ ବୋଲି । ପୁଅର ଏହି ଝିଅ ସହ ସଂବନ୍ଧ କଥାକୁ ପୁଅର ମାତା ପିତା ଅଜଣା ଥିଲେ ସେ ପୁଅର ବାହାଘର ଆଉ ଏକ ଝିଅ ସହ କରାଇବା ପାଇଁ ନିର୍ଦ୍ଧାରିତ କରିଦେଲେ ଓ ୧୯ ଜୁନ୍ କୁ ସେ ପୁଅକୁ ସେ ଝିଅ ଘରକୁ ବରଯାତ୍ରୀ ନେଇକରି ପଠାଇ ଦେଲେ ।
ଯେତେବେଳେ ଏହି କଥା ସେ ଝିଅ କାନରେ ପଡିଲା ସେ ଏହି ସବୁ ସଂମ୍ପର୍କ ବିଷୟରେ ତା ମା ଓ ବାପାଙ୍କୁ ଜଣାଇଥିଲା ଓ ତା ବିପକ୍ଷରେ ଏକ ପୋଲିସ୍ କେସ କରି ଏଫଆଇଆର୍ ଦେଇଥିଲା । ଯେତେବେଳେ ତା ମନ ଏହି ଝିଅ ସହ ଭରି ଯାଇଥିଲା ତ ସେତେବେଳେ ସେ ମା ବାପାଙ୍କ ଠିକ୍ କରିଥିବା ବାହାଘର କରିବା ପାଇଁ ବାହାରି ଯାଇଥିଲା । ୧୭ ଜୁନ୍ କୁ ପୁଅଟି ନିଜ ଘର ଲୋକ ସହ ଝିଅ ଘରକୁ ବରଯାତ୍ରୀ ନେଇକରି ଖଡଗବାଂ ର ଠଗ୍ଗାବ ପହଞ୍ଚିଥିଲା । ଝିଅର ରିପୋର୍ଟ ଦର୍ଜ କରିବା ଅନୁଯାୟୀ ପୋଲିସ୍ ସେହି ସମୟରେ ପୁଅକୁ ଗିରଫ କରିବାପାଇଁ ସେହି ଜାଗାକୁ ପହଞ୍ଚିଯାଇଥିଲା ।
ମଙ୍ଗଳବାର ଦିନ ସେ ପୁଅ କୁ ଉଚ୍ଚ ନ୍ୟାୟାଳୟରେ ପେଶ୍ କରାଗଲା । ଓ ପୋଲିସ୍ ତାକୁ ନିଜ ହିରାସତ୍ ରେ ନେଲେ । ମାମଲାର ପୁରା ଘଟଣା ଜାଣିବା ପାରେ ପୋଲିସ୍ ସେହି ଯୁବକକୁ ଗିରଫ କଲା ଓ ପିଡିତାର ବାପା ଓ ମାଙ୍କୁ ଓ ପୋଲିସ୍ କୁ ଏହି ସବୁ କଥା କହିଲା କି ସେ ତାକୁ ୧ ବର୍ଷ ହେଲା ଯୌନ ଶୋଷଣ କରୁଅଛି ତାପରେ ତାକୁ ନ୍ୟାୟାଳୟରେ ପେଶି ପରେ ଧାରା ୩୭୬(୨) ଧ (୪) ରେ ଆନନ୍ଦ ସୋନି ନାମକ ଏହି ପୁଅକୁ ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ଥ କରାଗାଲା । ଓ ଏବେ ସେ ଯୁବକ ଜେଲ୍ ରେ ଅଛି । ଓ ସେହି ଝିଅ ଘର ସହ ସଂମ୍ପର୍କ ବି ଭାଙ୍ଗି ଗଲା ଯେଉଁଠାରେ ତା ବାପା ଓ ମା ବାହା ହେବାକୁ ଠିକ୍ କରିଥିଲେ ।
ଯେମିତି ପୋଲିସ୍ ଏହି ପୁଅ ବିଷୟରେ ଖବର ପାଇଲା ସେ ଠଗାବ ଗାଁର ସରପଞ୍ଚଙ୍କୁ ଫୋନ୍ ଲଗାଇ ଥିଲେ । ଓ ସବୁ କଥା ତାଙ୍କୁ ଜଣାଇଥିଲେ । ସରପଞ୍ଚ ଏହି କଥା ଯେମିତି ସରପଞ୍ଚକୁ ଜଣା ପଡିଲା ସେ ତୁରନ୍ତ ଝିଅର ବାପା ଓ ମାଙ୍କୁ ଏହି ବିଷୟରେ ଜଣାଇଥିଲା । ଏହା ଶୁଣିବାପରେ ବାହା ହେବାକୁ ଥିବା ଝିଅ ଘର ଲୋକେ ବାହାଘର ପାଇଁ ମନା କରିଦେଇଥିଲେ । ଓ ପୁଅ ଘର ଲୋକେ ଘରକୁ ଫେରିବାକୁ ପଡିଥିଲା