ଏହି ଲୋକ କେବଳ ପଞ୍ଚମ ପାଶ୍ କରିଛନ୍ତି, କିନ୍ତୁ ଦରମା ପାଉଛନ୍ତି ୨୦ କୋଟି – ଜାଣନ୍ତୁ କଣ କରୁଛନ୍ତି ସେ
ବଡ ଓ ଧନୀ ହେବାକୁ ଇଚ୍ଛା ସମସ୍ତଙ୍କୁ ଥାଏ । ସମସ୍ତେ ପଇସା କମେଇବା ଓ ଆରାମରେ ରହିବାର ଇଚ୍ଛା ରଖନ୍ତି । କିନ୍ତୁ କିଛି କେବଳ ଭାବିବାରେ ହୋଇନଥାଏ । ବହୁ ପରିଶ୍ରମ ଓ ମନବଳ ହେଲେ ଯାଇ ଏହି କାର୍ଯ୍ୟ ସମ୍ପାଦନ୍ ହୋଇଥାଏ । କିଛି ଲୋକ ଏହି ସ୍ୱପ୍ନକୁ ସାକାର କରିପାରିବାର ହିମ୍ମତ ରଖିଥାନ୍ତି ।ସେମିତି କୁହାଯାଏ କି ଭଲ ପାଠ ପଢିଥିଲେ ଭଲ ମଣିଷ ହୋଇପାରିବ । କିନ୍ତୁ ଲୋକଙ୍କ ମାନିବା କଥା କି ଭଲ ଶିକ୍ଷା କଲେ ହିଁ ଭଲ ଚାକିରି ମିଳିଥାଏ । କିନ୍ତୁ ଏହି କଥା ସତ ନୁହେଁ କିଛି ଲୋକ ଏପରି ଜନ୍ମ ନେଇଛନ୍ତି କି ଏହି କଥାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି । ଭାରତ ଓ ବିଦେଶରେ ଏମିତି ବହୁତ ଲୋକ ଅଛନ୍ତି ଯିଏକି କମ୍ ପାଠପଢା କରି ମଧ୍ୟ ଦୁନିଆଁରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କଥା ହେବାକୁ ଯାଉଛେ ସେ ଏହିମାନଙ୍କର ମଧ୍ୟରୁ ଜଣେ ଅଟନ୍ତି । ଯିଏକି କମ୍ ପାଠପଢାରେ ବି ସେ ଏକ ବଡ ଉଦ୍ୟୋଗପତି ହୋଇପାରିଛନ୍ତି ।
ଧର୍ମପାଲ ଗୁଲାଟି ଙ୍କ ସାଲେରୀ ୨୦ କୋଟି ଅଟେ । – ଏମ୍ ଡି ଏଚ୍ ମସଲାର ନା ତ ଆପଣ ଶୁଣିଥିବେ । ଏହି ବ୍ରାଣ୍ତ ଦୁନିଆଁର ସବୁଠାରୁ ଟପ୍ ମସଲା ଭିତରୁ ଗୋଟେ ଅଟେ । ଏହି ମସଲା ଦୁନିଆଁରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ବ୍ରାଣ୍ତ ଟପ୍ ରେ ପହଞ୍ଚିବାପାଇଁ ଯେଉଁ ବ୍ୟକ୍ତିଙ୍କ ହାତଅଛି ତାଙ୍କ ନାଁ ଧର୍ମପାଲ ଗୁଲାଟି ଅଟେ । ଧର୍ମପାଲଙ୍କ ବୟସ ଏବେ ୯୫ ବର୍ଷ ଅଟେ । ଓ ତାଙ୍କର ପାଠପଢା କେବଳ ପଞ୍ଚମ କ୍ଲାସ୍ ର ଅଟେ । ସେ ଏତେ କମ୍ ଶିକ୍ଷା ପାଇ ମଧ୍ୟ ସେ କୋଟିଏ ଉପରେ କମେଇ ପାରୁଛନ୍ତି । ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ଧର୍ମ ପାଲ ଗୁଲାଟିଙ୍କ ସ୍ୟାଲେରୀ ଏବେ ୨୦ କୋଟି ଅଟେ ।
ଧର୍ମପାଲ୍ ଗୁଲାଟି ଏମିତି ଜଣେ କମ୍ପାନୀର ସିଇଓ ଅଟନ୍ତି ଯିଏକି ଭାରତୀୟ ବଜାରରେ ସବୁଠାରୁ ଅଧିକ ସ୍ୟାଲେରୀ ପାଉଛନ୍ତି । ତାଙ୍କର ପରିଚୟ ଓ ମନୋବଳ ଦ୍ୱାରା ସେ ଆଜି ଏହି ଜାଗାରେ ଅଛନ୍ତି । ଆମେ ବହୁ ବର୍ଷ ହେଲା ଏମ୍ ଡି ଏଚ୍ ମସଲାର ବିଜ୍ଞାପନ ଦେଖିକରି ଆସୁଛେ । ଆପଣଙ୍କୁ କହି ରଖୁଛୁ କି ଗତବର୍ଷ ତାଙ୍କୁ କୋଡିଏ କୋଟିର ସ୍ୟାଲେରୀ ମିଳିଛି । ଏହି ବ୍ରାଣ୍ତ ନିଜ ମସଲା ଗୁଡିକର ମୂଲ୍ୟ କମ୍ ରଖିକରି ବାକି କମ୍ପାନୀମାନଙ୍କୁ ମାତ୍ ଦେଇଛନ୍ତି । ଗୁଲାଟି କେବଳ ମସଲାରେ ନୁହେଁ ବରଂ ହୃଦୟର ରାଜା ଅଟନ୍ତି । ସେ ନିଜର କମେଇଥିବା ପଇସାର ୯୦ ପ୍ରତିଶତ ଚ୍ୟାରେଟି କୁ ଦେଇଥାନ୍ତି ।
ଧର୍ମପାଲ ଗୁଲାଟିଙ୍କ ମସଲାର ସ୍ୱାଦ ପୁରା ଦୁନିଆଁ ଚାଖି ଥାଏ । ଭଲ ଶିକ୍ଷା ନ ମିଳିବାର କାରଣରୁ ତାଙ୍କୁ ଏକ ଅଲଗା ସ୍ଥାନ ମିଳିପାରିଛି , ଓ ସେ ପୁରା ଦୁନିଆଁରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥିପାଇଁ ଏହା କହିବା ଭୁଲ୍ ନୁହେଁ କି ଭଲ ଶିକ୍ଷା ମିଳିପାରିଲେ ହିଁ ଭଲ ମଣିଷ ହୋଇପାରିବ