December 23, 2024

Odia Express

Leading Odia News Portal of Odisha

ସୁନାର ଗହଣା ତ ଆପଣ ବହୁତ ଦେଖିଥିବେ କିନ୍ତୁ ଶାଢୀ ଦେଖିନଥିବେ , ଆସନ୍ତୁ ଦେଖିବା ପ୍ରଥମ ଥର

ସମସ୍ତଙ୍କ ମାନିବା କଥା କି ମହିଳାମାନଙ୍କର ଗହଣା ବହୁତ ପସନ୍ଦ ହୋଇଥାଏ , ଖାସ୍ କରି ସେ ଗହଣା ଯଦି ସୁନାର ହୋଇଥାଏ ତେବେ ତାର ଖୁସିର ଠିକଣା ରୁହେ ନାହିଁ , ଏମିତିରେ ମହିଳାମାନେ ସୁନାର ଗହଣା ପିନ୍ଧିଥାନ୍ତି , ସୁନାର ଦୋକାନରେ ଗହଣା କିଣୁଥିବାର ନଜର ଆସିଥାନ୍ତି , ଏମିତି ସୁନାର ଗହଣା ଗରିବ ହେଉ କିମ୍ବା ଧନୀ ସମସ୍ତେ ପିନ୍ଧିବାର ଦେଖାଯାଏ ।କିନ୍ତୁ ଯଦି ଆମେ କେଉଁ ଝିଅକୁ କେବଳ ସୁନାର ଗହଣା ଥାଇ ମଧ୍ୟ ସୁନାର ଶାଢୀ ପିନ୍ଧିବାର କଥା କହିବା ତେବେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ , କାରଣ ଆପଣ କହିବେ କି ଏହା କିପରି ସମ୍ଭବ ହୋଇପାରେ | କାହା ପାଖରେ ଏତେ ପଇସା ଅଛି ଯେ ସେ ସୁନାର ଗହଣାକୁ ମିଶାଇ ସୁନାର ଶାଢୀ ପିନ୍ଧିବ , ହଁ ଆଜ୍ଞା ଏହି କଥା ସତ ଅଟେ , ଆଜି ଆମେ ଆପଣଙ୍କୁ ଏକ ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ସୁନାର ଶାଢୀ ପିନ୍ଧନ୍ତି ।ଯେମିତି ଆପଣ ସମସ୍ତେ ଜାଣିଥିବେ କି ସୁନାର ଦାମ୍ ଏବେ ଆକାଶ ଛୁଆଁ ହୋଇଛି , ଏମିତିରେ ସୁନାର ଶାଢି କିଏ ପିନ୍ଧିବା ଟିକେ ଶୁଣିବାକୁ ଅଜବ ଲାଗୁଛି , ଏହି କଥା ପୁରା ସତ ଅଟେ

 

ଆପଣଙ୍କ ସୁଚନା ପାଇଁ କହିଦେଉଛୁ କି ଏହି ଝିଅ ସୁନାର ଶାଢି ପିନ୍ଧନ୍ତି ଓ ସେହି ଶାଢୀରେ କେବଳ ସୁନା ହିଁ ଅଛି , ଏହି ଝିଅ ସୁନା ଛଡା ସେଇ ଶାଢୀରେ ଆଉ କିଛି ପିନ୍ଧିନାହାନ୍ତି , ସେମିତି ସୁନା ପିନ୍ଧିବା କେଉଁ ସାଧାରଣ ଲୋକର କ୍ଷମତା ବାହାରେ , ଏମିତି କେଉଁ ଝିଅ ଅଛି ଯିଏ କି ସୁନାର ଶାଢୀ ପିନ୍ଧନ୍ତି । ଆସନ୍ତୁ ଜାଣିବା ସେ ସେଇ ଝିଅ ବିଷୟରେ ଓ ତା ସୁନାର ଶାଢୀ ବିଷୟରେ ଜାଣିବା ।

ଏହି ଫଟୋ ରେ ଝିଅଟି ସୁନାର ଶାଢି ଓ ବ୍ଲାଉଜ୍ ପିନ୍ଧିଛନ୍ତି , କିନ୍ତୁ ଏହି ଝିଅଟି କିଏ । ଓ କେଉଁଠୁ ସିଏ , ଏହି ବିଷୟରେ କିଛି ଜଣା ନାହିଁ , ସେ ଦେଖିବାକୁ ସୁନ୍ଦର ଲାଗୁଛନ୍ତି , ଓ ଝିଅଟି ସ୍ମିତ ହାସ୍ୟ ଦେଇଛନ୍ତି , ଆଜିର ସମୟରେ ସୁନା ଦିନକୁ ଦିନ ମହଙ୍ଗା ହୋଇଯାଇଛି , ସେଥିପାଇଁ ଲୋକେ ସୁନାର ଗହଣା ବହୁତ କମ୍ ପିନ୍ଧୁଛନ୍ତି , ତା ଛଡା ଚୋରଙ୍କ ସଂଖ୍ୟା ବି ବଢିଯାଇଛି , ଆସିବା ଦିନରୁ କେଉଁ ମହିଳାଙ୍କ ସୁନାର ଗହଣା ଚୋରି ହେବାର ଖବର ମିଳୁଛି ,ଏମିତି ସୁନାର ଗହଣା ଚକ୍କରରେ ବହୁତ ମହିଳା ଜୀବନ ହରାଇଦେଉଛନ୍ତି , ଏମିତିରେ ଏହି ମହିଳା ସୁନାର ଶାଢୀ ପିନ୍ଧିବା ବହୁତ ହି ସାହାସ କଥା ଅଟେ , ତାଙ୍କ ଶାଢୀ ଉପରେ ଧ୍ୟାନ ଦେବା ଉଚିତ୍ କାରଣ ତାଙ୍କ ଶାଢି କୋଟିଏ ଉପରେ ଦାମ୍ ଅଟେ

Leave a Reply

Your email address will not be published. Required fields are marked *