December 23, 2024

Odia Express

Leading Odia News Portal of Odisha

ଗରିବ ଡ୍ରାଇଭର୍ ଙ୍କ ପୁଅ ଅଟନ୍ତି ଏହି ଭରଟିଏ ଖେଳାଳି – ପିଲାଦିନେ ଖାଇବା ପାଇଁ ନଥିଲା କିନ୍ତୁ ଆଜି କୋଟିପତି – ଦେଖନ୍ତୁ କିଏ ସେ ଖେଳାଳି..

ଭାରତୀୟ ଟିମ୍ ର ୩ ଅଗଷ୍ଟକୁ ୱେଷ୍ଟଇଣ୍ତିଜ୍ ଗ୍ରସ୍ତ ପାଇଁ ବାହାରିସାରିଛି, ଯାହା ପାଇଁ ଟିମ୍ ଚୟନ ରବିବାରକୁ ହୋଇସାରିଛି, ସେମିତି ଟିମ୍ ଏହିଥର ଏପରି ଖେଳାଳୀଙ୍କୁ ମଉକା ଦେଇଛି, ଯାହାକି ବହୁତ ଅସୁବିଧାରେ ବାହାରିକରି ସଫଳତାର ସହ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ଖେଳିବାର ସୌଭାଗ୍ୟଅର୍ଜନ କରିଛନ୍ତି , ଏହି ଖେଳାଳୀର ନାଁ ନବଦୀପ ସୈନି ଅଟେ । କହିଦେବୁ କି ୨୬ ବର୍ଷୀୟ ସୈନୀ ଜଣେ ଦ୍ରୁତଗାମୀ ବୋଲର୍ ଅଟନ୍ତି , ଯିଏକି ୧୫୦ କିମି ପ୍ରତି ଘଣ୍ଟା ଅନୁସାରେ ବୋଲିଙ୍ଗ୍ କରନ୍ତି , ନବଦୀପ ସୈନୀ ଜଣେ ଏପରି ମଧ୍ୟମ ବର୍ଗୀୟ ପରିବାରରୁ ଆସିଛନ୍ତି , ଯିଏକି ଏପରି ସଫଳତା ହାସିଲ୍ କରିବା ସମ୍ଭବପର ନଥିଲା

ଏମିତି ସମୟ ଥିଲା ଯାହାକି ତାଙ୍କୁ ମ୍ୟାଚ୍ ଖେଳିବାପାଇଁ ୨୦୦ ଟଙ୍କା ମିଳୁଥିଲା , ନବଦୀପଙ୍କ ବାପା ଡ୍ରାଇଭର୍ ଥିଲେ , ସେ ସୈନୀଙ୍କ କ୍ରିକେଟ୍ ଖେଳିବାକୁ କେବେ ଅଟକାଇନଥିଲେ , ନବଦୀପ ସୈନୀ ଯାତ୍ରା ସଂଘର୍ଷମୟ ଥିଲା ୨୦୧୩ ରେ ସେ ଲେଦର ବୋଲ୍ ରେ କ୍ରିକେଟ୍ ଖେଳିନଥିଲେ, ସେ କରନାଲ୍ ଲୋକାଲ୍ ଟୁର୍ଣ୍ଣାମେଣ୍ଟରେ ଟେନିସ୍ ବୋଲ୍ ରେ ଖେଳିଥିଲେ , ଯେଉଁଠି ଗୋଟେ ମ୍ୟାଚ୍ ରେ ୨୦୦ ଟଙ୍କା ମିଳୁଥିଲା ।ଟାଇମ୍ସ ଅଫ୍ ଇଣ୍ତିଆ ଖବର ଅନୁସାରେ କରନାଲ୍ ପ୍ରୀମିୟର୍ ଲିଗ୍ ରେ ପୂର୍ବତନ ବୋଲର୍ ସୁମିତ୍ ନରବାଲ୍ ନବଦୀପ ସୈନୀଙ୍କ୍ ବୋଲିଙ୍ଗ୍ ରେ ବହୁତ ପ୍ରଭାବିତ ହୋଇଥିଲେ ,

ନବଦୀପଙ୍କୁ ଦିଲ୍ଲୀର ଗୌତମ ଗାମ୍ଭୀରଙ୍କ ସାମ୍ନାରେ ନେଟ୍ ପ୍ରାକ୍ଟିସ୍ କରାଯାଇଥିଲେ , ସେ ନିଜ ବୋଲିଙ୍ଗ୍ ରେ ଗୌତମ ଗାମ୍ଭୀରଙ୍କ ଆଇଡିଆଲ୍ ମାନିନେଲେ  ଯାହାପରେ ଗମ୍ଭୀର ତାଙ୍କୁ ସବୁଦିନ ପ୍ରାକ୍ଟିସ୍ ପାଇଁ ଆସିବାକୁ କହିଥିଲେ  ଯାହାପରେ ସେ ଗମ୍ଭୀର ତାଙ୍କୁ ସପୋର୍ଟ କରିଥିଲେ , ଦିଲ୍ଲୀର ରଣଜୀ ଟିମ୍ ରେ ସେ ସିଲେକ୍ଟ ହୋଇଥିଲେ,  ସେହି ସମୟରେ ଦିଲ୍ଲୀର ଗୌତମ ଗାମ୍ଭୀର ଅଧିନାୟକ ଥିଲେ , ଯାହାପରେ ସୈନୀ ବି ଆଇପିଏଲ୍ ରେ କୋହଲିଙ୍କ ଅଧିନାୟକତ୍ୱରେ ରୋୟାଲ୍ ଚ୍ୟାଲେଞ୍ଜର୍ ବାଙ୍ଗାଲୋର୍ ରେ ଖେଳିବାକୁ ସୂଯୋଗ ପାଇଥିଲେ , ଏଠାରେ ସେ ନିଜର ଧୁଆଁଦାର୍ ପାରିଖେଳିଥିଲେ , ଏବେ ସେ ୱେଷ୍ଟ ଇଣ୍ତିଜ୍ ବିପକ୍ଷରେ ଖେଳାଯାଉଥିବା ମୁକାବଲାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *