December 22, 2024

Odia Express

Leading Odia News Portal of Odisha

ଭାରତ ପାକିସ୍ଥାନରେ ଏମିତି ୫ ଟି ବର୍ଡର ଅଛି ଯେଉଁଠି ନା ସେନା ଅଛନ୍ତି ନା ଶତ୍ରୁ ଅଛନ୍ତି – ସେଠି ଅଛି ତ କେବଳ ଶାନ୍ତି , ଓ ସୁନ୍ଦରତା…ଦେଖିନିୟନ୍ତୁ ସେହି ଜାଗା ଗୁଡିକ..

ଭାରତ ପାକିସ୍ଥାନ ବର୍ଡର ସମସ୍ୟାକୁ ନେଇ ବହୁତଥର ଆମନା ସାମନା ହୋଇସାରିଛନ୍ତି , ଏବେ ଜାମ୍ମୁ କାଶ୍ମୀରର ପୁଲବାମାର ହୋଇଥିବା ଆକ୍ରମଣ ପରେ ଭାରତ ପାକିସ୍ଥାନ ମଧ୍ୟରେ ଏବେ ବହୁତ ସଂଘର୍ଷ ବଢିଯାଇଛି , ଦୁହେଁ ଦେଶର ମଧ୍ୟରେ ବହୁତ ସୀମା ଏମିତି ଅଛି ଯାହା କହେ କି ଭାରତ ଓ ପାକିସ୍ଥାନ ଆଜି ବି ଗୋଟେ ପରି ଅଛି , ଏମିତି ଏକ ବର୍ଡର ଅଛି ଯେଉଁଠି ନଦୀ ଓ ଓ ପୋଲ ଦୁହେଁ ଅଲଗ କରିଦେଇଥାଏ ।

ଏହି ଫଟୋ ନିଲମ୍ ନଦୀର ଅଟେ ,ଏହି ଫଟୋରେ ନିଲମ ନଦୀର ଗୋଟେ ପଟେ ପାକିସ୍ଥାନ ଓ ଆଉ ଗୋଟେ ପଟେ ପାକିସ୍ଥାନର ଗାଁ ଦେଖାଯାଏ , ଖାଲି ଏହି ନଦୀ ଯାହାକି ଦୁଇ ଦେଶ ମଧ୍ୟରେ ଥିବା ଅନ୍ତରକୁ ଦେଖାଇଥାଏ ।

 

ଏହି ଫଟୋରେ ପିଓକେ ର ହଟିୟନ୍ ବାଲା ଜିଲ୍ଲାର ଚକୋଥି ଗାଁରେ ଏହି ନଦୀ ଦୁଇ ଦେଶକୁ ଅଲଗା କରିଥାଏ , ଏହାର ଆଖପାଖରେ କିଛି ବି ନାହିଁ , ଏହି ନଦୀ ଘନ ଜଙ୍ଗଲ ହୋଇ ଯାଇଥାଏ

 

ପିଓକେ ର ନିଲମ୍ ବେଲି ରେ ଚଲ୍ଲିୟାନା ଗାଁ ଏଲ୍ ଓ ସି ତଟରେ ବ୍ୟାପିଛି , ଏଠାରେ ଯାଉଥିବା ନଦୀ ଦୁହେଁ ଦେଶକୁ ଅଲଗା କରିଥାଏ , ଖାସ୍ କଥା ଏହି କି ଯେ , ଏହି ନଦୀ ଦେଖିବାକୁ ବହୁତ ବଢିଆ ଦେଖାଯାଏ ।

ଏହି ଫଟୋରେ ଲଲହୋନ୍ ଓ ଗୋବିଣ୍ତି ବର୍ଡରର ଅଟେ , ଏଠାରେ ଦୁଇ ଦେଶ ମଧ୍ୟରେ ଗୋଟେ ରୋଡ୍ ଓ ସୀମା ଅଟେ , ଏହା ଦୁଇ ଦେଶର ମଧ୍ୟରେ ଅଛି ଯାହା ଗୋଟେ ପଟେ ଭାରତ ଓ ଆରପାଖରେ ପାକିସ୍ଥାନ ଅଛି

Leave a Reply

Your email address will not be published. Required fields are marked *