March 12, 2025

Odia Express

Leading Odia News Portal of Odisha

ଇଣ୍ଟରଭ୍ୟୁରେ ଝିଅକୁ ପଚାରାଗଲା ଏମିତି ପ୍ରଶ୍ନ – ୧୦ ଟଙ୍କାରେ ଏମିତି କେଉଁ ଜିନିଷ କିଣିବେ ଯାହା ଦ୍ୱାରା ପୁରା ରୁମ୍ ପୂର୍ଣ୍ଣ ହୋଇଯିବ – ଜବାବ ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତଦେବେ..

ବହୁତଥର ଲୋକଙ୍କ ସହ ଏପରି ହୋଇଥାଏ କି ଲୋକେ ଇଣ୍ଟରଭ୍ୟୁ ନାଁରେ ଡରିଯାଆନ୍ତି , କାରଣ ଇଣ୍ଟରଭ୍ୟୁରେ ଏକ ଏମିତି ପ୍ରତିକ୍ରିୟା ହୋଇଥାଏ , ଯାହା ଦ୍ୱାରା ବ୍ୟକ୍ତି ମାନସିକ ସ୍ଥିତି କିମ୍ବା କହିଲେ ଆଇ କ୍ୟୁ ଲେବୁଲ୍ ପତ୍ତା ଲାଗିପାରେ , ଏହି ପ୍ରଶ୍ନ ଗୁଡିକ ଏତେ କଠିନ ହୋଇଥାଏ କି ତାହା ସେ ଶୁଣିବା ମାତ୍ରେ ହିଁ ଡରିଯାଇଥାଏ । ଆପଣଙ୍କୁ ପରୀକ୍ଷା ପାସ୍ କରିବାକୁ ସମସ୍ୟା ଆସେ ନାହିଁ କିନ୍ତୁ ଇଣ୍ଟରଭ୍ୟୁରେ ବହୁତ କିଛି ସହିବାକୁ ପଡିଥାଏ , କାରଣ ଲେଖିକରି ଜବାବ ଦେବା ଓ ଫେସ୍ ଟୁ ଫେସ୍ ଇଣ୍ଟରଭ୍ୟୁ ଦେବା ବହୁତ କଠିନତର ହୋଇଥାଏ ,ଏହି ପ୍ରଶ୍ନ କେବଳ ସେହି ଲୋକଙ୍କର ପାଇଁ ହୋଇଥାଏ ଯାହାଙ୍କ ମସ୍ତିଷ୍କ ଅଧିକା କ୍ଷିପ୍ର ହୋଇଥାଏ , ଆଜି ଆମେ ଆପଣଙ୍କୁ କିଛି ପ୍ରଶ୍ନ ଗୁଡିକ ବିଷୟରେ କହିବୁ , ଯାହା ଏକ ଆଇଇଏସ୍ ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥିଲା , କହିଦେବୁ କି ଏହି ଇଣ୍ଟରଭ୍ୟୁରେ ପ୍ରଶ୍ନଗୁଡିକ ବହୁତ ସିଧା ଓ ସରଳ ହୋଇଥାଏ , ଯାହାର ଜବାବ ବହୁତ ସହଜ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ ବିଷୟରେ , ଯାହା ଦ୍ୱାରା ଆପଣଙ୍କୁ କିଛି ଟା ଜ୍ଞାନ ମିଳିପାରିବ ।

 

ପ୍ରଥମ ପ୍ରଶ୍ନ : ଗୋଟିଏ ପକ୍ଷୀ ସାମ୍ନାରେ ମିଠା ରଖାଯାଇଛି, ଓ ଗୋଟିଏ ଲେମ୍ବୁ ବି ଅଛି, ଓ ଗୋଟିଏ ଲଙ୍କା ବି ଅଛି ,ଆପଣଙ୍କୁ କହିବାର ଅଛି କି ପକ୍ଷୀ କାହାକୁ ପ୍ରଥମେ ଖାଇବାକୁ ଚେଷ୍ଟା କରିବ ,

ଉତ୍ତର : ଗୋଟିଏ ପକ୍ଷୀପାଇଁ ନା ସ୍ୱାଦ ପାଇଁ ପାଟିଥାଏ ନାଁ ହିଁ ସ୍ୱାଦ ଗ୍ରନ୍ଥି ବି ଥାଏ । ଏମିତିରେ ସବୁ ଜିନିଷର ସ୍ୱାଦ ଏକା ସମାନ ହିଁ ରହିବ ।

ଦ୍ୱିତିୟ ପ୍ରଶ୍ନ : ଯଦି ଆପଣଙ୍କ ପାଖରେ ଦଶଟି ଟଙ୍କା ଅଛି, ଓ କିଛି କିଣିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ପୁରା ରୁମ୍ ଫୁଲ୍ ହୋଇପାରିବ , କିପରି ଏହା ସମ୍ଭବ ?

 

ଉତ୍ତର : ମାଚିସ୍ ଓ ମହମବତୀ ଏଥିରୁ ମିଳୁଥିବା ଆଲୋକରୁ ପୁରା ରୁମ୍ ଆଲୋକରେ ଭରିଯିବ ,

ତୃତୀୟ ପ୍ରଶ୍ନ : ଗୋଟିଏ କଇଁଛ ପ୍ରାୟ କେତେ ବୟସର ହୋଇପାରେ

ଉତ୍ତର : ୨୦୦ ରୁ ୩୦୦ ବର୍ଷ ବୋଧେ ଚାଲିବାର ସ୍ପିଡ୍ ସେତିକି ଧିମା ଥିବ , ଓ ଜିତିବାର ସ୍ପିଡ୍ ବି ସେତିକି ରହିଥାଏ , ସେଥିପାଇଁ ସେମାନେ ଧିରେ ଧୀରେ ଚାଲନ୍ତି ।

 

 

Leave a Reply

Your email address will not be published. Required fields are marked *