କେବଳ ଗୋଟିଏ ମିନିଟ୍ ପାଇଁ ଜିଭକୁ ତାଳୁରେ ଲଗାନ୍ତୁ ଦେଖନ୍ତୁ କମାଲ୍ – ଫାଇଦା ଜାଣିଲେ ଆପଣ ମଧ୍ୟ କହିବେ ..
ସେମିତି ଆଜି କାଲିକା ଜମାନାରେ ସମସ୍ତେ ପଇସାର ପଛରେ ଦୌଡନ୍ତି । କିନ୍ତୁ କହନ୍ତି ନା , ସୁସ୍ଥ୍ୟ ଜୀବନ ହିଁ ଗୋଟିଏ ମଣିଷର ସବୁଠାରୁ ବଡ ଧନ ଅଟେ । ଏହି କଥାକୁ ଧ୍ୟାନ ରଖିକରି ଆମେ ଆପଣଙ୍କୁ ଏମିତି ଏକ ସାଧାରଣ ଉପାୟ କହିବୁ , ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ , ଯାହାକି ଆପଣଙ୍କୁ ନିଜ ଜିଭକୁ ତାଳୁରେ ଲଗାଇବାର ଅଛି ଓ ତାପରେ ନିଶ୍ୱାସ ନେବାର ଅଛି ।ଯେଉଁ ଲୋକଙ୍କୁ ରାତିରେ ଭଲ ନିଦ ଆସେନାହିଂମ୍ , ସେମାନଙ୍କ ପାଇଁ ଏହି ତରିକା ବହୁତ କାମରେ ଆସିବ । ଏମିତି ନିଶ୍ୱାସ ନେଲା ବେଳକୁ ଆପଣଙ୍କୁ ଟିକିଏ ଅଜବ ଲାଗିବ , କିନ୍ତୁ ବିଶ୍ୱାସ କରିବେ କି ଏହି ବାୟ୍ୟାମ ଆପଣଙ୍କୁ କେଉଁଠି ଦେଖିବାକୁ ମିଳିବ ନାହିଁ । ହଁ ଆଜ୍ଞା ଏହାର ପ୍ରଭାବ ଆପଣଙ୍କ ସିଧା ସ୍ୱାସ୍ଥ୍ୟ ଉପରେ ପଡିବ , ତେବେ ଆଜି ଆମେ କହିବୁ କିପରି ଆପଣ ଏହି ବାୟ୍ୟାମ୍ କୁ କରିବାର୍ ଅଛି । ସବୁଠାରୁ ପ୍ରଥମେ ନିଜ ଜିଭକୁ ତଳୁ ଉପରକୁ ତାଳୁରେ ଛୁଇଁବେ , ତାପରେ ଏମିତି ନିଶ୍ୱାସ ନିଅନ୍ତୁ , ଏହାପରେ ଭଲ ଭାବେ ନିଜ ଫୁସ୍ ଫୁସ୍ ରୁ ନିଶ୍ୱାସ ଓ ପ୍ରଶ୍ୱାସ ନିଅନ୍ତୁ ,
ତାପରେ ନିଜ ନାକରୁ ନିଶ୍ୱାସ ନିଅନ୍ତୁ , ଓ ଚାରି ପର୍ଯ୍ୟନ୍ତ ଗଣନ୍ତୁ । ଏହାପରେ ନିଶ୍ୱାସକୁ ରୋକି ରଖନ୍ତୁ , ଓ ସାତ ପର୍ଯ୍ୟନ୍ତ ଗଣନ୍ତୁ , ତାପରେ ଏକ ଲମ୍ବା ନିଶ୍ୱାସ ନିଅନ୍ତୁ , ଓ ମୁହଁକୁ ନିଶ୍ୱାସରେ ଫୁଲାନ୍ତୁ , ଏହାପରେ ଆଠ ପର୍ଯ୍ୟନ୍ତ ଗଣି ମୁହଁକୁ ସିଟି ଆବାଜ୍ ବାହାର କରନ୍ତୁ । ଏହି ପ୍ରକିୟାକୁ ଚାରିଥର ଦୋହରାନ୍ତୁ , ଜଣାଇଦେବୁ କି ଡାକ୍ତର ଆଣ୍ତ୍ରିୟୁ ବେଲ୍ ଙ୍କ କହିବା କଥା କି ଏହି ପ୍ରକିୟା ସବୁଦିନ କିମ୍ବା ତିନି ମାସ ଯାଏଁ ଲଗାତାର କରିଲେ ଆପଣଙ୍କ ଶାରରୀକ କ୍ରିୟା ବିଜ୍ଞାନର ସାହାଯ୍ୟରେ ବହୁତ କାରାଗାର ସିଦ୍ଧ ହେବ ।
କହିଦେବୁ କି ଆପଣଙ୍କ ପାଚନତନ୍ତ୍ର ଏହା ଠିକ୍ କରିଥାଏ , ଓ ହୃଦୟର ସ୍ପନ୍ଦନ ବି କମ୍ କରିଥାଏ , ଏହା ସହ ରକ୍ତଚାପ କୁ ଧିମା କରିଥାଏ , ଜଣାଇଦେବୁ କି ଯଦି ଆପଣଙ୍କୁ ରାତିରେ ଶୋଇବାରେ ଅସୁବିଧା ହେଉଛି , ତେବେ ଏହି ତରିକା ଆପଣାନ୍ତୁ , ଏହା ଛଡା ବ୍ୟାୟାମ ପାଇଁ ଆପଣଙ୍କୁ କେଉଁ ମେଡିସିନ୍ ଦରକାର ପଡିବ ନାହିଂମ୍ , ଏହି ବ୍ୟାୟାମ ପାଇଁ ଆପଣଙ୍କୁ କେବଳ ଜିଭ ଓ ଭଲ ନିଶ୍ୱାସ ନେବାର ଅଛି ।
ଏହା ଛଡା ଏହି ତରିକା ଆପଣଙ୍କ ଚିନ୍ତା ଦୂର କରିବାପାଇଁ , ଆରାମ ଦେବାପାଇଁ ସାହାଯ୍ୟ କରେ , ସେମିତି କହି ଦେବୁ କି ଏହି ତରିକା ଡାକ୍ତର ଆଣ୍ତ୍ରିୟୁ ବେଲ୍ ଙ୍କ ଦ୍ୱାରା ଆବିଷ୍କାର ହୋଇଛି, ଏହା ସହ ଏହି ସହଜ ତରିକା ଆପଣଙ୍କ ତାନ୍ତ୍ରିକ ତନ୍ତ୍ରକୁ ପ୍ରାକୃତିକ ଭାବେ ଠିକ୍ କରିବାରେ ସାହାଯ୍ୟ କରେ ।