December 23, 2024

Odia Express

Leading Odia News Portal of Odisha

ଭିକାରୀ ଭାବିକରି ଏହି ଲୋକ କୁ ଶୋରୁମ୍ ରୁ ବାହାର କରିଦେଲେ, ତାପରେ ଏମିତି କିଛି ହେଲା ଯେ ମ୍ୟାନେଜର ସେହି ଲୋକ ଗୋଡ ତଳେ ପଡିଗଲା – କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

କୁହନ୍ତି ନା ମଣିଷର ପରିଚୟ ତାର ମନରୁ କରିବା ଉଚିତ୍ , ତାର ଭେଷଭୁଷା ଦେଖିକରି ତାକୁ ଚିହ୍ନାଯାଏନି । ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଧନି ହୋଇଥାନ୍ତି , କିନ୍ତୁ ସେମାଣେ ଦେଖିବା ପସନ୍ଦ କରନ୍ତି ନାହିଁ , ବହୁତ ଏପରି ଲୋକ ହୋଇଥାନ୍ତି , ଯାହାଙ୍କ ପାଖରେ ଯେତେ ପଇସା ହୋଇଥାଏ ତାହା ସେମାନେ ଦେଖାଇ ହୁଅନ୍ତି , ଯିଏ ନିଜ କପଡା ମହଙ୍ଗା ଗାଡି ଆଦି ଦେଖାଇହୁଅନ୍ତି , ଓ ବହୁତ ଏମିତି ଲୋକ ଅଛନ୍ତି ଯିଏକି ପୁରୁଣା ଫଟା କପଡା ପିନ୍ଧିବାକୁ ପସନ୍ଦ କରନ୍ତି । ଓ ପକେଟରେ ଲକ୍ଷାଧିକ ଟଙ୍କା ଧରି ବୁଲନ୍ତି , ଓ ଆମେ ମାନେ ତାଙ୍କୁ ଭିକାରୀ ଭାବି ଅଣଦେଖା କରିଦେଇଥାଉ , କିଛି ଏପରି ହୋଇଥିଲା ଜଣେ ଭିକାରୀ ଭାବିକରି ଶୋରୁମରୁ ବାହାର କରାଯାଇଥିଲା , ଯେବେ ସତକାଥା ଶୋ ରୁମ୍ ମ୍ୟାନେଜରକୁ ଜଣାଗଲା , ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଓ ସେ ବ୍ୟକ୍ତିକୁ ଦେଖିବାକୁ ଲାଗିଲେ ।

 

ଆମେ ଯେଉଁ ବ୍ୟକ୍ତି କଥା କହୁଛୁ ଯାହାଙ୍କୁ ଶୋରୁମ୍ ରୁ ବାହାର କରିଦିଆଯାଇଥିଲା ସେ ଅସଲରେ ଏକ କୋଟିପତି ବ୍ୟକ୍ତି ଥିଲା , ସେମିତି ତାଙ୍କର ରହିବା ସଉକ ଥିଲା , ଓ ସତରେ ସଉକ ବଡ ଜିନିଷ ହୋଇଥାଏ , ଏହି ଘଟଣା ଥାଇଲାଣ୍ତରେ ରହୁଥିବା ଏକ ବଡ ବିଜନେସ୍ ମ୍ୟାନଙ୍କ ଅଟେ , ଯିଏ ହାର୍ଡଲି ଡେଭିନସନ୍ ଶୋରୁମ୍ କୁ ଯାଇଥିଲେ , ଓ ସେ ପାଖରେ ଥିବା ଏକ ମହଙ୍ଗା ମୋଟରସାଇକେଲ୍ ବିଷୟରେ ଜାଣିବାକୁ ଚେଷ୍ଟା କଲେ , କିନ୍ତୁ ସେଠାକାର କର୍ମଚାରୀ ତାଙ୍କୁ ବାହାରକୁ ଯିବାକୁ କହିଥିଲେ,  କର୍ମଚାରୀମାନେ ଭାବି ବସିଥିଲେ କି ସେ ବୋଧେ ହୁଏ ତ କେଉଁ ଭିକାରୀ ହୋଇଥିବେ , ବାରମ୍ବାର ଏହି ବାହାରକୁ ଯିବା କଥା ଶୁଣିକରି ସେ କହୁଥିଲେ କି ସେ ଏହି ବାଇକ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି , କିନ୍ତୁ ସେଲ୍ସମ୍ୟାନ୍ କିଛି ଶୁଣିନଥିଲେ , ଓ ତାପରେ ସେହି ବ୍ୟକ୍ତି ରାଗିଯାଇଥିଲେ , ଓ ସେ ମ୍ୟାନେଜରକୁ ଡକାଇଥିଲେ ।

 

ମ୍ୟାନେଜର ଯେବେ ତାଙ୍କୁ ଦେଖିଲେ ତାଙ୍କୁ ଚିତ୍କାର କରି ବାହାରକୁ ଯିବାକୁ କହିଲେ , କିନ୍ତୁ ସେହି ବ୍ୟକ୍ତି ସେହି ବାଇକର ଦାମ୍ ପଚାରିଲେ , ଯେବେ ମ୍ୟାନେଜର କହିଲା କି ବାଇକ୍ ତାର କିଣିବାର ପାଇଁ ଓକାତ୍ ବାହାରେ ଓ ତାହା ୧୨ ଲକ୍ଷର ଅଟେ , ତେବେ ସେହି ବ୍ୟକ୍ତି ୧୨ ଲକ୍ଷ କ୍ୟାସ୍ ବାହାର କଲେ ଓ କିଛି ଟିପ୍ସ ବି ବାହାର କଲେ , ଓ ଏହା ଦେଖି ସେଠାକାର ଆଖପାଖ ଲୋକେ ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଓ ତାପରେ ସେହି ବ୍ୟକ୍ତି ନିଜ ସତ କଥା କହିଲେ , ଓ ଏହାପରେ ନିଜେ ମ୍ୟାନେଜର ସେହି ବ୍ୟକ୍ତିଙ୍କୁ ବାଇକର ସବୁ ଫିଚର୍ସ ବିଷୟରେ କହିଲେ , ଓ ବାଇକ୍ ବିକ୍ରି କରିଥିଲେ , ଏହି ଘଟଣା ପ୍ରାୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା , ଏଥୁରୁ ଏହା ଶିକ୍ଷା ମିଳେ କି କେବେ ବି କେଉଁ ବ୍ୟକ୍ତିକୁ ତାର କପଡାରୁ ମାପିବା ଉଚିତ୍ ନୁହେଁ , ଯଦି ସେ ବ୍ୟକ୍ତି ଶୋ ରୁମ୍ କୁ ଗଲା ତେବେ ତା ସହ କିଛି କଥା ହେବା ଉଚିତ୍ , ତାର କଥାକୁ ବୁଝିବାକୁ ହେବ .କେବେ କାହାକୁ ଛୋଟ ବୋଲି ଭାବିବ ନାହିଁ ।

Leave a Reply

Your email address will not be published. Required fields are marked *