October 22, 2024

Odia Express

Leading Odia News Portal of Odisha

ଝିଅ ମାନେ ରାତିରେ ଇଣ୍ଟରନେଟ୍ ରେ ଏହି ଜିନିଷ ଅଧିକା ସର୍ଚ୍ଚ କରିଥାନ୍ତି – ଜାଣିଲେ ଆପଣ ମୁଣ୍ତରେ ହାତ ଦେଇଦେବେ..

ଆଜି ଆମେ ଝିଅମାନଙ୍କର ଜୀବନ ସହ ଯୋଡିହୋଇଥିବା ଏମିତି ରହସ୍ୟ ଉପରୁ ପର୍ଦା ଉଠାଇବାକୁ ଯାଊଛୁ , ଯାହା ଆପଣ କେବେ ଭାବି ବି ନଥିବେ , ଏହି କଥା ଆମେ ଆପଣଙ୍କୁ ଜଣାଇବୁ , ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇପାରନ୍ତି , ତେବେ ଆସନ୍ତୁ ଜଣେଇବୁ ଯେଉଁ ଝିଅମାନେ ଏକେଲା ରୁହନ୍ତି , ସେମାନେ ଇଣ୍ଟରନେଟ୍ ରେ ଏହି ସବୁ ଜିନିଷ ବେଶୀ ଘାଣ୍ଟିଥାନ୍ତି , ଓ ତାଙ୍କର ଉତ୍ସୁକତା ଏଥିରେ ଅଧିକା ଥାଏ , ସେମାନେ କିଛି ନା କିଛି ଇଣ୍ଟରନେଟ୍ ରେ ଏହି ସବୁ ଜିନିଷ ନିଶ୍ଚିତ ସର୍ଚ୍ଚ କରିଥାନ୍ତି , ରାତିର ସମୟରେ ଯେବେ ସେମାନେ ଏକେଲା ଥାନ୍ତି ,ସେମାନେ ଏମିତି ଜିନିଷ ବିଷୟରେ ଅଧିକା ଜାଣିବାକୁ ଚେଷ୍ଟା କରନ୍ତି , ଯାହାକୁ ଆପଣ କେବେ ଭାବି ବି ନଥିବେ ।

 

1) ଫ୍ୟାସନ୍ ଟିପ୍ସ ବିଷୟରେ ସୁଚନା : ଝିଅମାନେ ଅଧିକାଂଶ ଇଣ୍ଟରନେଟ୍ ରେ ଏହା ସର୍ଚ୍ଚ କରନ୍ତି କି ସେ ନିଜକୁ କିପରି ଗ୍ଲାମରର୍ସ କରିବେ , ଓ ନିଜକୁ ଅଧିକା ଷ୍ଟାଇଲିଷ୍ଟ ଦେଖାଇବାକୁ ଯାଇ ସେ ନାନାଦି ପ୍ରକାରର ବ୍ୟୁଟି ସହ ଯୋଡିହୋଇଥିବା ପଦ୍ଧତିକୁ ଆପଣାଇଥାନ୍ତି , ଷ୍ଟାଇଲିଷ୍ଟ ମେହେନ୍ଦୀ, ମେକ ଅପ୍ ଅଧିକା ସର୍ଚ୍ଚ କରିଥାନ୍ତି ।

2) ଶବ୍ଦର ଅର୍ଥ ବିଷୟରେ ସୁଚନା : ଝିଅମାନେ ଅଧିକାଂଶ ସମୟରେ ଏହା ସର୍ଚ୍ଚ କରନ୍ତି କି ଯାହାକି ନୁଆ ନୁଆ ଶବ୍ଦ ହୋଇଥିବ , ଯାହା ଲୋକଙ୍କ ପାଖରେ କିମ୍ବା ସ୍କୁଲ୍ କଲେଜରେ ଏହାର ବହୁଳ ବ୍ୟବହାର ହେଉଥିବ , ସେମାନେ ଚାହଁନ୍ତି କି ସେମାନେ ନିଜକୁ କେବେ ପଛୁଆ ଗୋଷ୍ଠିରେ ନ ରଖିବେ , ନିଜ ଜ୍ଞାନ ବଢାଇବାପାଇଁ ସେମାନେ ଏପରି ଅନୋଖା ଶବ୍ଦକୁ ବେଶୀ ସର୍ଚ୍ଚ କରନ୍ତି ।

 

3) ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଡ୍ ରେ ବେଶୀ ଆକ୍ଟିଭ୍ ରହିବା : ଝିଅମାନେ ଅଧିକାଂଶ ସମୟ୍ ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଡ୍ ରେ ମିଳିଥିବା ଲାଇକ୍ସ ଓ କମେଣ୍ଟକୁ ଦେଖିକରି ଭଲ ଲାଗିଥାଏ , ଏଥିପାଇଁ ସେମାନେ ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଡ୍ ରେ ବେଶୀ ଅପଡେଟ୍ ରୁହନ୍ତି ।

4) ଅନଲାଇନ୍ ସପିଙ୍ଗ୍ କରିବାରେ ବେଶୀ ଇଚ୍ଛୁକ ରୁହନ୍ତି :

ଝିଅମାନେ ଅଧିକାଂଶ ସମୟରେ ନିଜର ବିଳାସ୍ୟବାସନ ଉପରେ ଅଧିକା ଗୁରୁତ୍ୱ ଦିଅନ୍ତି , ସେଥିପାଇଁ ସେମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାନାଦି ଅନଲାଇନ୍ ସାଇଡ୍ସ ଉପରେ ଗୁରୁତ୍ୱରୋପ କରନ୍ତି ।

Leave a Reply

Your email address will not be published. Required fields are marked *