ଅଶ୍ୱଗନ୍ଧାରୁ ମାତ୍ର ଗୋଟିଏ ସପ୍ତାହରେ ୨ ଇଞ୍ଚ ଉଚ୍ଚତା ବଢାଇବାର ରାମବାଣ ଉପାୟ , ଥରେ ପରୀକ୍ଷା କରିଦେଖିନିଅନ୍ତୁ..
ଗେଡା, ମୋଟା ପତଳା ସବୁ ପ୍ରକୃତିର ଅବଦାନ ଅଟେ , ଯେଉଁଥିରେ ଆଜି ବି ମଣିଷ ଚିନ୍ତାରେ ପଡିଛି, କରିବ ବି କଣ ଏହା ସମସ୍ତଙ୍କ ପାଇଁ ଏକ ଅଲକ୍ଷଣ ପାଲଟିଛି, ଯାହାକୁ ଆମେ କାଟିପାରିବା ନାହିଁ , ଆଜିର ସମୟରେ ସବୁଠାରୁ ଅଧିକା ପରିହାସର ସମସ୍ୟା, ଗେଡା ପଣ କୁ ନେଇକରି ଅଟେ , ସବୁ ପ୍ରତିଯୋଗିତାରେ ବ୍ୟକ୍ତିର ଉଚ୍ଚତାକୁ ଦେଖାଯାଏ , କୁହାଯାଏ କି ଲମ୍ବା ବ୍ୟକ୍ତିର ଆତ୍ମବିଶ୍ୱାସର ପରିଚୟ ହୋଇଥାଏ , ଓ ସବୁ କ୍ଷେତ୍ରରେ ସେ ସଫଳତା ହାସିଲ୍ କରିପାରେ , ଆଜି ଆମେ ଆପଣଙ୍କୁ ଏହାର ଉପାୟ ବିଷୟରେ କହିବାକୁ ଯାଊଛୁ , ଯାହାକି ଅଶ୍ୱଗନ୍ଧା ଦ୍ୱାରା ଆପଣଙ୍କ ଉଚ୍ଚତା ବଢାଇବାରେ ସହାୟକ ହେବ । ସବୁଠାରୁ ପ୍ରଥମେ କହିଦେବୁ କି କିପରି ଆମର ଉଚ୍ଚତା ବୃଦ୍ଧି ହୋଇଥାଏ , ଆପଣଙ୍କୁ କହିଦେବୁ କି ଆମର ହାଇଟ୍ ୬୦ ରୁ ନେଇକରି ୮୦ ପ୍ରତିଶତ ଆମର ଜେନେରିକ୍ ଡିଫେଣ୍ତ ହୋଇଥାଏ, ତାହା ପରେ ୪୦ ରୁ ନେଇକରି ୨୦ ପ୍ରତିଶତ ଆମେ ଡାଇଟ୍ ନେଇଥାଉ , ଯାହା ପ୍ରକାରର ବାତାବରଣ ଆମେ ରହନ୍ତି ତାହା ଉପରେ ନିର୍ଭରଶୀଳ ହୋଇଥାଏ ।
ଉଚ୍ଚତା ନ ବଢିବାର ମୁଖ୍ୟ କାରଣ ହୋଇଥାଏ ସଠିକ୍ ଖାଦ୍ୟପେୟ ନ କରିବା , ଉଚ୍ଚତା ବଢିବାର ଏକ ସୀମା ଥାଏ ,ଯେଉଁଥିରେ ଝିଅ ମାନଙ୍କର ବୟସ ୧୯ ବର୍ଷ ଓ ପୁଅ ମାନଙ୍କର ୨୪ ବର୍ଷ , ଆମ ଶରୀରରେ ଉଚ୍ଚତା ବୃଦ୍ଧିର ପ୍ରମୁଖ କାରଣ ହୋଇଥାଏ ଏଚ୍ ଜି ଏଚ୍ । ଯାହା ପିଟୁଇଟେରି ଗ୍ଲାଣ୍ତ ରୁ ବାହାରିଥାଏ , ଏଥିରେ ଆମର ଶରୀରର ଉଚ୍ଚତା ବୃଦ୍ଧି ପାଏ , ଓ ଯଦି ସଠିକ୍ ମାତ୍ରାରେ ପ୍ରୋଟିନ୍ ନେବେ ତେବେ ଶରୀରର ବିକାଶ ଘଟିବ , ଓ ଆହାର ନ ମିଳିଲେ ଏହା ବନ୍ଦ ହୋଇଯାଏ ।
ସେମିତି ଉଚ୍ଚତା ବୃଦ୍ଧି ପାଇଁ ବଜାରରେ ବହୁତ ସାମାନ୍ ଉପଲ୍ଲବ୍ଧ ଅଛି, କିନ୍ତୁ ଏହି ସବୁ ଜିନିଷ ସେବନରେ ଅଧିକା ଫାଈଦାରୁ ଅଧିକା କ୍ଷତି ସହିବାକୁ ପଡେ , କାରଣ ସେଥିରେ କେମିକାଲ୍ ଅଛି, ଓ ସାଇଡ୍ ଇଫେକ୍ଟ ବି ଅଛି, ଆଜି ଆମେ ହାଇଟ୍ ବଢାଇବାର ଉପାୟ ବିଷୟରେ କହିବୁ
ଆମେ ଯେଉଁ ଉପାୟ ବିଷୟରେ କହିବୁ ତାହା ହେଲା ଅଶ୍ୱଗନ୍ଧା , ଏହା ଏକ ପୁରାତନ ଔଷଧୀ ଅଟେ , ଯାହା ଆମର ପୂର୍ବଜ ବ୍ୟବହାର କରି ଆସୁଛନ୍ତି , ଏହା ଆମର ହାଡଗୁଡିକ ମଜବୁତ୍ କରିବା , ଓ ଡେନସିଟି ବଢାଇବା , ଆମର ବଡି ଗ୍ରୋଥ୍ ଓ ପ୍ଲେକ୍ସିବିଲିଟି ବଢାଇବାରେ ସାହାଯ୍ୟ କରେ ।
ଏଥିପାଇଁ ଦରକାର ହେବ , ଅଶ୍ୱଗନ୍ଧାର ପାଉଡର୍ , ସ୍ୱାଦନୁସାରେ ଚିନି, ଗୋଟେ ଗିଲାସ କ୍ଷୀର
ଏହି ଉପାୟ କରିବା ପୂର୍ବରୁ କିଛି ଗର୍ମ ପାଣି ନେଇକରି ସେଥିରେ ଅଶ୍ୱଗନ୍ଧା ପାଉଡର୍ ପକାଇଦିଅନ୍ତୁ , ଓ ଚିନିକୁ ଭଲ ଭାବେ ମିଶାଇଦିଅନ୍ତୁ , ଏବେ ଏହି ମିଶ୍ରଣକୁ ସେବନ ପୁରା ୪୫ ଦିନ ଯାଏଁ କରନ୍ତୁ , ଓ ଏହାକୁ ପ୍ରତିଦିନ ସେବନ କରିବେ , ଏହାର ଜଲଦି ହିଁ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ , ଓ ଆପଣଙ୍କ ହାଇଟ୍ ବହୁତ ଜଲଦି ବଢିବାକୁ ଲାଗିବ ।