October 22, 2024

Odia Express

Leading Odia News Portal of Odisha

ଗାଁରେ ମିଳିଲା ମହାଦେବଙ୍କ ୧୦୦୦ ବର୍ଷ ପୁରୁଣା ସୁନାର ମୂର୍ତ୍ତି , ମୂର୍ତ୍ତୀ ପାଖରେ ଥିଲେ ହଜାର ସଂଖ୍ୟକ ସାପ ଆଉ ତାପରେ …

ଆମ ଦେଶରେ ପୁରାତନ କାଳରେ ମହାଦେବଙ୍କ ପୂଜା ହୋଇଥାଏ , ବହୁତ ରାଜାମାନେ ଶିବ ମନ୍ଦିରର ନିର୍ମାଣ କରିଥିଲେ , ଓ ମୂର୍ତ୍ତୀ ସ୍ଥାପିତ କରିଥିଲେ , ସେହି ମୂର୍ତ୍ତୀ ସ୍ଥାପିତ କରାଇବାପରେ ବହୁତ ଜାଗାରେ ମହାଦେବ ଦର୍ଶନ ଦେଇଥିଲେ , ଏବେ କିଛି ଦିନ ହେବ ଛତିଶଗଡରେ ଏପରି ହୋଇଥିଲା , ଏଠାରେ ରାୟପୁର ଗୋଟେ ଗାଁରେ ମହାଦେବଙ୍କ ୧୦୦୦ ବର୍ଷ ପୁରୁଣା ସୁନାର ମୁର୍ତ୍ତି ମିଳିଛି । ଯାହା ଦେଖିବା ପାରେ ଲୋକଙ୍କ ମନରେ ଭକ୍ତି ଜାଗ୍ରତ ହେଇଥିଲାମୂର୍ତ୍ତି ପାଖରେ ବହୁତ ସାପ ଥିଲେ , ଗ୍ରାମିଣ ଲୋକମାନେ ଏହାର ଖବର ପୋଲିସ୍ କୁ ଦେଲେ ,ଗାଁ ଲୋକଙ୍କ ଦ୍ୱାରା ସୁଚନା ପାଇବା ପରେ ପୋଲିସ୍ ଜାଗା ଉପରେ ପହଞ୍ଚିଥିଲେ । ଓ ସେ ମୂର୍ତ୍ତୀକୁ ଜବତ କରିନେଲେ , ମୁର୍ତ୍ତିକୁ ଦେଖିବା ପାଇଁ ବହୁତ ଲୋକ ଏକାଠି ହୋଇଥିଲେ , ଥାନା ଅଧିକାରୀ ଚମ୍ପାରାମ ବାରଡ କହିଲେ ଗାଁ ଲୋକଙ୍କ ସୂଚନାରେ ରତନପୁର ରେଳ ଫାଟକ ପାଖରେ ଏକ ପ୍ରତିମା ମିଳିଥିଲା , ଶିବଙ୍କର ଏହି ପ୍ରତିମା ବହୁତ ସୁନ୍ଦର ,ଓ ଆକର୍ଷଣୀୟ ସୁନାରେ ନିର୍ମିତ ହୋଇଛି ।

ଶିକ୍ଷାବିତ୍ତ ଛେଲାସିଂହ ଦେବଡା କହିଲେ କି ମୂର୍ତ୍ତି ଭିତରେ ଫମ୍ପା ଅଟେ , ଓ ଶିବଲିଙ୍ଗ ଉପରେ ସ୍ଥାପିତ ହେବାର ଅଛି , ଏହାର ଚମକ ଦେଖିବା ପରେ ସୁନାରେ ହୋଇଛି ବୋଲି ଜଣାଯାଏ , ଏହି ଶିବଙ୍କର ପ୍ରତିମା ଓଜନ ତିନି କିଲୋ ୧୦୦ ଗ୍ରାମ ଅଟେ , ଓ ଏହି ପ୍ରତିମା ଅଢେଇ ଫୁଟ୍ ଉଚ୍ଚତା ଅଟେ , ମୂର୍ତ୍ତିର ଉପର ଭାଗରେ ଗଙ୍ଗା ମା, ଓ ଗଳାରେ ନାଗଦେବ , ବଡ ସୁନ୍ଦର ଲାଗନ୍ତି , ଗାଁଲୋକ ଏହି ପ୍ରତିମା ଜୁଟ ବିଷୟରେ ମିଳିଥିଲା , ଏହାପରେ ଶିବଙ୍କ ମୂର୍ତ୍ତିଙ୍କୁ ଗାଁର ଶିବ ମନ୍ଦିରରେ ରଖାଯାଇଥିଲା

Leave a Reply

Your email address will not be published. Required fields are marked *