September 17, 2024

Odia Express

Leading Odia News Portal of Odisha

ଯେଉଁ ଘରେ ବୋହୂଙ୍କର ଏହି ୩ ଟି ଅଭ୍ୟାସ ରହିଥାଏ, ସେଠାରେ ଉନ୍ନତି ହେବା ତୟ ଅଟେ , ଜାଣନ୍ତୁ କଣ ଆପଣଙ୍କ ଘରର ବୋହୁଙ୍କ ଏହି ଗୁଣଗୁଡିକ ଅଛି କି??

ବନ୍ଧୁଗଣ ଏମିତି କୁହାଯାଏ କି ଘରର ବୋହୂ ଘରର ଲକ୍ଷ୍ମୀ ସମାନ ହୋଇଥାନ୍ତି , ଯେବେ ସେ ଘରେ ପ୍ରବେଶ କରିଥାନ୍ତି ତେବେ ଘରର ସ୍ଥିତି ବଦଳାଇଦିଅନ୍ତି, ସେହି ଘରେ ଉନ୍ନତି ଦେଖିବାକୁ ମିଳେ , କିନ୍ତୁ ଏହି କଥାରୁ ଆପଣ ଜାଣିଥିବେ କି ସବୁ ଘରେ ବୋହୂ ଆସିଲେ ଏପରି ହୋଇନଥାଏ , କିଛି ବୋହୁ ଏପରି ହୋଇଥାନ୍ତି , ଯିଏ ଘରକୁ ଆସିବାପରେ ପରିବାରକୁ ଛାରଖାର୍ କରିଦିଅନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ବୋହୁଙ୍କର କିଛି ଖାସ୍ ଅଭ୍ୟାସଗୁଡିକ ବିଷୟରେ କହିବୁ , ଯାହା ଦ୍ୱାରା କେଉଁ ଘରକୁ ସ୍ୱର୍ଗ ବନାଇବାରେ ସାହାଯ୍ୟ କରିଥାନ୍ତି , ଓ ଆସିବା ଦିନରୁ ତାଙ୍କର ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ , ତେବେ ଆସନ୍ତୁ ଜାଣିବା ସେହି ବୋହୁମାନଙ୍କ ବିଷୟରେ , କେଉଁ କେଉଁ ସ୍ତ୍ରୀଙ୍କ ମଧ୍ୟରେ ଏହି ସବୁ ଦକ୍ଷତା ଥାଏ , ଯିଏକି ନିଜ ଶାଶୁଘର ପାଇଁ ଏତେ ଲକି ପ୍ରମାଣିତ ହୋଇଥାନ୍ତି ।

 

୧) କିଛି ବୋହୁ ଏପରି ହୋଇଥାନ୍ତି ଯେଉଁମାନେ ସପିଙ୍ଗ୍ କିମ୍ବା ଅନ୍ୟ କିଛି ସଉକ ପାଇବାର ଇଚ୍ଛା ଥାଏ । ବରଂ କିଛି ଏପରି ହୋଇଥାନ୍ତି ଯିଏକି ପଇସା ତ ଖର୍ଚ୍ଚ କରନ୍ତି , କିନ୍ତୁ ବହୁତ ଭାବିଚିନ୍ତି କଞ୍ଜୁସିର ସହ , ବହୁତ ବୋହୁ ଅଛନ୍ତି ଯିଏକି ପଇସାକୁ ସଞ୍ଚି ରଖିଥାନ୍ତି , ଯେଉଁ ବୋହୁମାନଙ୍କ ମଧ୍ୟରେ ଏହି କଳା ଥାଏ ତେବେ ବୁଝିପାରୁଥିବେ କି ତାଙ୍କ ଶାଶୁଘର ପାଇଁ କେତେ ସେମାନେ ଭାଗ୍ୟବାନ ହୋଇଥିବେ , ଏମାନଙ୍କ ଏହି ସଞ୍ଚୟ ଅସୁବିଧା ସମୟରେ ବହୁତ କାମରେ ଆସିଥାଏ , ଏହି ପରି ସେମାନେ ଘରର ଲୋକଙ୍କ ପାଇଁ ସାହାଯ୍ୟ କରି ନିଜକୁ ଲକି ପ୍ରମାଣିତ କରିଥାନ୍ତି ।

 

୨) ଅସୁବିଧା ସମୟରେ ତାହାକୁ ବଢାଇବା ଅପେକ୍ଷା ନିଜର ବୁଦ୍ଧି ଦ୍ୱାରା ସେହି ଅସୁବିଧାକୁ ଦୂର କରିପାରିବା ଏକ ଭଲ ବୋହୁର ଗୁଣ ହୋଇଥାଏ , ଆପଣ ଦେଖିଥିବେ କି ବହୁତ ଛୋଟ ଛୋଟ କଥାରେ ବହୁତ ବଡ କାରଣ ହୋଇଯାଏ , ଓ ଓ ସେମାନେ ତାହାକୁ ଗଣ୍ତଗୋଳ କିମ୍ବା ବିବାଦ ଘେରକୁ ଆଣି ତାହାକୁ ଏକ ବଡ ଧରଣର ମାମଲା ସୃଷ୍ଟି କରିଦିଅନ୍ତି , ଏମିତି ବୋହୁ ଏପରି ହୋଇଥାନ୍ତି ଯିଏକି ଚାହଁନ୍ତି କି ଲଢେଇ ଝଗଡା ବନ୍ଦ ହୋଇଯାଉ , ଓ ଜଲଦି ହିଁ ଏହି ମାମଲା ବନ୍ଦ ହୋଇଯାଉ , ଏମିତି ଏକ ଅଭ୍ୟାସ ଏକ ଭଲ ବୋହୁର ଗୁଣ ହୋଇଥାଏ , ଯେଉଁ ଘରେ ସେହି ଭଳି ବୋହୁ ଥାନ୍ତି ସେମାନେ ପରିବାରର ସାଥିରେ ରୁହନ୍ତି , ଏହି ପରି ଘରର କମାଉଥିବା ସଦସ୍ୟର ମାଇଣ୍ତ ସବୁବେଳେ ଫ୍ରେସ୍ ରହିଥାଏ , ଓ ଅଧିକା କାମକୁ ଫୋକସ୍ କରିପାରିଥାଏ ।

 

୩) ଆପଣ ନଜର ପକାଇଥିବେ କି ବହୁତ ଘରର ବୋହୁ ଏପରି ହୋଇଥାନ୍ତି କି ଘରେ ଭାଇ କିମ୍ବା ମା ପୁଅ ବାପା ଅଲଗା ହୋଇଯାଆନ୍ତି, ଏହି କାରାଣରୁ ବହୁତ ପରିବାରରେ ଅଲଗା କିମ୍ବା ବିଚ୍ଛିନ୍ନ ହୋଇଯାଏ , ଏମିତି ଘରେ କେବେ ଉନ୍ନତି ହୋଇପାରେ ନାହିଁ , କିନ୍ତୁ ଏହାର ବିପରିତ ଏମିତି କିଛି ବୋହୁ ଥାନ୍ତି ଯେଉଁମାନେ ପୁରା ଘରକୁ ଯୋଡିକରି ରଖନ୍ତି , ଓ ଘରର ସଦସ୍ୟଙ୍କ ସାଙ୍ଗରେ ସାଥ୍ ଦିଅନ୍ତି , ଓ ସମସ୍ତଙ୍କ ମାନ ସମ୍ମାନ ବି କରନ୍ତି , ଏମିତିରେ ପୁରା ପରିବାର ମିଶିକରି ଯେବେ ସାଥିରେ ରହିଥାଏ ତେବେ ପରିବାରର ଆୟ ଓ ଉନ୍ନତି ଆପେ ଆପେ ବୃଦ୍ଧି ପାଏ ।

ଯଦି ଆଅଣଙ୍କ ଘରେ ବୋହୁଙ୍କ ମଧ୍ୟରେ ଏହି ସବୁ ଗୁଣ ନାହିଁ , ତେବେ ନିରାଶ ହୁଅନ୍ତୁ ନାହିଁ , ଆପଣ ମାନେ ବୋହୁଙ୍କ ସହ ବସି ତାଙ୍କୁ ପ୍ରେମର୍ ସହକାରେ ବୁଝାନ୍ତୁ , ବୋଧେ ସେମାନେ ଆପଣଙ୍କ କଥାରୁ କିଛି ଶିକ୍ଷା ଲାଭ କରିବେ , ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ପୁଣି ଫେରିଆସିବ ।

Leave a Reply

Your email address will not be published. Required fields are marked *