September 20, 2024

Odia Express

Leading Odia News Portal of Odisha

ଯଦି ପାଣିରେ ଭିଜିବା ପରେ ଆପଣଙ୍କ ଅଙ୍ଗୁଳି ଏଭଳି ହୋଇଯାଉଛି ତେବେ ଆପଣ ଏହି ଖବର ନିଶ୍ଚୟ ପଢନ୍ତୁ ନହେଲେ..

ନମସ୍କାର ବନ୍ଧୁଗଣ | ଯେପରି ଆପଣମାନେ ଜାଣିଛନ୍ତି ଆମେ ସବୁଦିନ କିଛି ନୂଆ ନୂଆ ଟଥତ ନେଇ ଆପଣଙ୍କ ପାଖକୁ ଆସିଥାଉ ଓ ଆପଣଙ୍କ ଦୈନଦିନ ଜୀବନରେ ଏହାକୁ ସୁଫଳ ଦେବାର ପ୍ରୟାସ କରିଥାଉ | ତେବେ ଚାଲନ୍ତୁ ଆଜି ଗୋଟିଏ ନୂଆ କଥା ଜାଣିବା  | ଅନେକ ସମୟରେ ଆପଣ ଦେଖିଥିବେ ଯେ ଯେବେ ଆମେ ବହୁତ ସମୟ ପର୍ଯ୍ୟନ୍ତ କପଡା ଧୋଉ ତେବେ ଅଙ୍ଗୁଳିକୁ ଅଧିକ ସମୟ ପର୍ଯ୍ୟନ୍ତ ପାଣିରେ ରଖିଥାଉ ତେଣୁ ହାତ ଓ ପାଦର ଅଙ୍ଗୁଳି ସବୁ ସଙ୍କୁଚିତ ହୋଇଯାଏ । କଣ ଆପଣ କେବେ ଭାବିଛନ୍ତି ଯେ ଏହାପଛର କାରଣ କଣ । ଯଦିଓ କିଛି ସମୟ ପରେ ଆମ ଅଙ୍ଗୁଳି ପୁଣି ପୂର୍ବଭଳି ସମାନ ହୋଇଯାଏ ।

 

ଆସନ୍ତୁ ଏବିଷୟରେ ବିସ୍ତାରପୂର୍ବକ ଜାଣିବା

ଏହା କାରଣ ଅଟେ – ପାଣିରେ ଅଧିକ ସମୟ ପର୍ଯ୍ୟନ୍ତ ରହିବାରୁ ଆଙ୍ଗୁଳି ଗୁଡିକସଙ୍କୁଚିତ ହେବାର କାରଣ  ଅଟୋ ମାନ୍ସ ନର୍ଭ୍ସ ସିଷ୍ଟମ ଅଟେ । ଯେବେ ଆମେ ହାତ ବହୁତ ସମୟ ଯାଏ ପାଣିରେ ରଖୁ ତ ଭାସୋକଂଷ୍ଟ୍ରିକ୍ସନ ଯୋଗୁ ଆଙ୍ଗୁଳିର ମାନ୍ସ ଗୋଟିଏ ଜାଗରୁ ଖସି ଯାଏ ଓ ଆଙ୍ଗୁଳି ସଙ୍କୁଚିତ ହୋଇଯାଏ ।

 

ସ୍ୱାସ୍ଥ୍ୟ ନିମନ୍ତେ ଲାଭଜନକ ଅଟେ

ପ୍ରକୃତରେ ପାଣିରେ ଭିଜିବା ପରେ ଆଙ୍ଗୁଳିମାନଙ୍କର ସଂକୋଚନ ଯୋଗୁ ଲୋକମାନେ ବିବ୍ରତ ହୋଇଯାନ୍ତି କିନ୍ତୁ ଏହି ପ୍ରକ୍ରିୟା ଉତ୍ତମ ସ୍ୱାସ୍ଥ୍ୟର ସଂକେତ ହୋଇଥାଏ । ଏହା ଏହି କଥାକୁ ସଂକେତ ଦିଏ ଯେ ଆମର ଅଟୋ ମାନ୍ସ ନର୍ଭ୍ସ ସିଷ୍ଟମ ଭଲରୂପେ କାମ କରୁଛି ।

Leave a Reply

Your email address will not be published. Required fields are marked *