September 20, 2024

Odia Express

Leading Odia News Portal of Odisha

ରାତିରେ ଲଗେଇଦିଅନ୍ତୁ ଏହି ଗଛର ପତ୍ର , ସକାଳ ବେଳକୁ ବହୁ ପୁରାତନ ଜାଦୁ, କାଛୁ, କୁଣ୍ଡିଆ ଭଲ ହୋଇଯିବେ…

ଆଜି ଆମ ଆପଣଙ୍କୁ ଏକ ଏପରି ରାମବାଣ ଉପାୟ କହିବୁ ଯାହାଦ୍ଵାରା ଆପଣଙ୍କ ଶରୀରରେ କେଉଁଠାରେ ଜାଦୁ , କାଛୁ, କୁଣ୍ଡିଆ ହୋଇଥିଲେ ତାହାକୁ କିଛି ମିନିଟରେ ଶେଷ କରେଦେବ । ସର୍ବପ୍ରଥମେ ଆପଣଙ୍କୁ ଜାଣିବାକୁ ହେବ ଯେ ଜାଦୁ କାଛୁ କୁଣ୍ଡିଆ ହେବାର କାରଣ କଣ । କେଉଁ ଭାଇରସ କାରଣରୁ ଏହା ହୋଇଥାଏ । ତେବେ ଚାଲନ୍ତୁ ଆମେ ଆପଣଙ୍କ ଅସୁବିଧା କିଛି ମିନିଟ ମଧ୍ୟରେ ଶେଷ କରିବାର ଉପାୟ କହିବୁ । ଗ୍ରୀଷ୍ମରେ ଆମ ଶରୀରରୁ ଝାଳ ବାହାରିଥାଏ ଓ ଶରୀର ର ଅଂଗ ମାନଙ୍କରେ ଝାଳ ଜମିଯାଏ ଓ ଯଦି ଆମେ ତାହାକୁ ଭଲରୂପେ ସଫା ନକରିବା ତେବେ ସେହି କାରଣରୁ ଆମକୁ ଜାଦୁ କାଛୁ କୁଣ୍ଡିଆ ଶରୀରରେ କେଉଁଠାରେ ମଧ୍ୟ ହୋଇଥାଏ ଓ କେବେ ମଧ୍ୟ ହୋଇପାରେ ।

 

ଏହା ଏକ ସଂକ୍ରାମକ ରୋଗ ଅଟେ । ଯାହାକୁ ଛୁଇଁବା ମାତ୍ରେ ଏହା ବିସ୍ତାର କରିଥାଏ ଓ ଜଣକ ଠାରୁ ଅନ୍ୟଜଣକୁ ପହଞ୍ଚିଯାଏ । ଯଦି ଆପଣଙ୍କୁ କିମ୍ବା ଅନ୍ୟ କାହାକୁ ଜାଦୁ କାଛୁ କୁଣ୍ଡିଆ ହୋଇଛି ତେବେ, ତାକୁ ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ ସେପର୍ଯ୍ୟନ୍ତ ଯେଉଁଦିନ ଯାଏଁ ଏହା ଠିକ ନହୋଇଛି । ନଚେତ ଏହା ଆପଣଙ୍କ ଦ୍ଵାରା ଅନ୍ୟ କାହା ଦେହକୁ ହୋଇଯିବ । ଏହାଯୋଗୁ ଏତେ କୁଣ୍ଡେଇ ହୁଏ ଯେ ଲୋକମାନେ ବହୁତ ବ୍ୟସ୍ତ ହୋଇଯାନ୍ତି । ଜାଦୁ କାଛୁ କୁଣ୍ଡିଆ ଫଙ୍ଗସ କାରଣରୁ ହୋଇଥାଏ। ଏଥିରୁ ଆମ ଶରୀରରେ ସଂକ୍ରମଣ ହୋଇଥାଏ ।

 

ଏଥିରୁ ମୁକ୍ତି ପାଇବା ପାଇଁ କିଛି ରାମବାଣ ଉପାୟ ଅଛି। ଅନେକ ଲୋକ ଏଥିରୁ ରକ୍ଷା ପାଇବା ପାଇଁ ବହୁତ ଟଙ୍କା ବରବାଦ କରନ୍ତି କିନ୍ତୁ ତାଙ୍କର ଅସୁବିଧା ଶେଷ ହୁଏନାହିଁ । ତେଣୁ ଆପଣଙ୍କୁ ଏକ ଛୋଟିଆ ଉପାୟ କରିବାର ଅଛି ଓ ଆପଣଙ୍କ କଣ୍ଡୁ ଛୁମନ୍ତର ହୋଇଯିବ । ସର୍ବପ୍ରଥମେ ଆପଣଙ୍କୁ ମଞ୍ଜୁଆତି ଗଛର ପତ୍ର କିମ୍ବା ତାର ଡେମ୍ଫରୁ ଏହାର କ୍ଷୀର ବାହାର କରନ୍ତୁ ଓ ବହୁତ ଧ୍ୟାନରେ ଏହାର ପ୍ରୟୋଗ କରିବାକୁ ହେବ । କାରଣ ଆପଣଙ୍କ ଟିକିଏ ଭୁଲରେ ଆପଣଙ୍କୁ ବହୁତ ଅସୁବିଧାରେ ପକେଇ ଦେଇପାରେ । ଯଦି ଆଖିରେ ଟିକେ ମଧ୍ୟ ପଡିଯିବ ତେବେ ଆପଣଙ୍କ ଆଖି ଖରାପ ହୋଇପାରେ ଆପଣଙ୍କୁ ଗୋଟିଏ ଖାଲି କଂସା ନେଇ ସେଥିରେ ଏକରୁ ଦେଢ ଚାମଚ ନିମ ତେଲ ମିଶେଇବାକୁ ହେବ ।

 

ନିମ ତେଲ ଆପଣଙ୍କ ବଜାରରେ ସହଜରେ ମିଳିଯିବ । ତାପରେ ଆପଣ ଯେଉଁ ମଞ୍ଜୁଆତି କ୍ଷୀର ରଖିଥିଲେ ତାହାକୁ ନିମ ତେଲରେ ଚାରି ରୁ ପାଞ୍ଚ ବୁନ୍ଦା ପକେଇ ଭଲରୂପେ ମିଶେଇ ଦିଅନ୍ତୁ । ଯେବେ ଏହା ଭଲରୂପେ ମିଶିଯିବ ସେତେବେଳେ ଆପଣଙ୍କୁ ଏହି କ୍ଷୀର ଛିଡି ଯାଇଥିବାର ଦେଖାଯିବ । ସର୍ବପ୍ରଥମେ ଆପଣ ସଂକ୍ରମିତ ସ୍ଥାନକୁ ଡେଟଲ ରେ ପରିଷ୍କାର କରିନିଅନ୍ତୁ ତାପରେ ଏହି ମିକସରକୁ ୩୦ରୁ ୪୦ସେକଣ୍ଡ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଓ ୩ ରୁ ୪ଘଣ୍ଟା କିମ୍ବା ରାତିସାରା ଛାଡିଦିଅନ୍ତୁ । ୨ସପ୍ତାହ ପରେ ଆପଣଙ୍କୁ ଫରକ ଦେଖାଯିବ ।

Leave a Reply

Your email address will not be published. Required fields are marked *