March 14, 2025

Odia Express

Leading Odia News Portal of Odisha

ସବୁଦିନ ସକାଳୁ ଖାଲି ପେଟରେ ଖାନ୍ତୁ ଭିଜା କିସମିସ ଆପଣଙ୍କୁ ମିଳିବ ଏପରି ଅନେକ ଲାଭ, ଜାଣିଲେ ସବୁଦିନ ଖାଇବେ ଆପଣ…

ସୁଖିଲା ମିଠା ହିସାବରେ ସବୁଠାରୁ ଅଧିକା ପସନ୍ଦ କରାଯାଏ କିସ୍ ମିସ୍ କୁ , ଯାହାର ପ୍ରୟୋଗ କ୍ଷୀର, ମିଠା ଓ ବିଭିନ୍ନ ବଞ୍ଜନ ବନାଇବାରେ କରାଯାଇଥାଏ , କିସମିସ୍ ର ପ୍ରୟୋଗ କେବଳ ସ୍ୱାଦ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟପାଇଁ ବି କରାଯାଇଥାଏ , ଏହା ଦ୍ୱାରା ବହୁତ ରୋଗର ଉପଚାର ହୋଇପାରେ , ଡାକ୍ତର ମାନେ ଏହାକୁ ଖାଇବାକୁ ଉପଦେଶ ଦିଅନ୍ତି , ଏହା ସମସ୍ତେ ଜାଣିଛନ୍ତି କି ସୁଖିଲା କିସ୍ ମିସ୍ ବନାଇବାପାଇଁ ସୁଖିଲା ଅଙ୍ଗୁରର ବହୁତ ବଡ ରୋଲ୍ ହୋଇଥାଏ , ଯଦି ଆପଣ ଶୁଖିଲା ଅଙ୍ଗୁର୍ ମାନେ କିସମିସ୍ କୁ ପାଣିରେ ବୁଡାଇ ରଖିବେ ତେବେ ଆପଣଙ୍କୁ ବହୁତ ଅଧିକା ଫାଇଦା ହେବ , ମାତ୍ର ୭ ଦିନ ଯାଏଁ ଏହାକୁ ଖାଲି ପେଟରେ ବତୁରାଇ ଖାଇବେ , ଦେଖିବେ କେତେ ପ୍ରକାରର ରୋଗ ଭଲ ହୋଇଯିବ ।

 

ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହାକୁ ତିନୋଟି ରୋଗରୁ ଉପଶମ ମିଲିବ , ତାହା ସହ ସବୁଦିନ ପାଇଁ ଆପଣଙ୍କ ରୋଗରୁ କଣ୍ଟ୍ରୋଲ୍ ରେ ରହିବ , ସବୁଦିନ କିସମିସ୍ ସେବନ କଲେ ଆପଣଙ୍କୁ ଚମତ୍କାରୀ ଫାଇଦା ମିଳିବ , ଆସନ୍ତୁ ଜାଣିବା ।

 

୧) ଯଦି ଆପଣ ସାତ ଦିନ ଲଗାତାର କିସମିସ୍ କୁ ବତୁରାଇ ଖାଇବେ , ତେବେ ଆପଣଙ୍କ ଶରୀରରେ କେବେ ବି ରକ୍ତର ହିନତା ହେବ ନାହିଁ , ଏଥିପାଇଁ ଡାକ୍ତରମାନେ କିସ୍ ମିସ୍ ଖାଇବାକୁ ଉପଦେଶ ଦିଅନ୍ତି , ଏହାକୁ ଗରିବ ଲୋକଙ୍କୁ ମିଠା ସହ ଦେଇଥାନ୍ତି , ଓ ଏହା ବଜାରରେ ମିଳିଯାଇଥାଏ ।

୨) ରାତିରେ ବତୁରାଇଥିବା କିସ୍ ମିସ୍ କୁ ଖାଇଲେ ଆପଣଙ୍କ ଦାନ୍ତର ଦୁର୍ଗନ୍ଧ , ପୋକ ଖାଇବା ଓ ଛୋଟମୋଟ ରୋଗ ଭଲ ହୋଇଯିବ , ଏମିତି କଲେ ଦାନ୍ତରେ ପୋକ ଖାଇବେ ନାହିଁ , ଓ ଆପଣଙ୍କ ଶରିରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ , ଓ ଶରୀର ସୁସ୍ଥ୍ୟ ରହିଥାଏ ,

 

୩) ଯଦି ଆପଣଙ୍କୁ ଏସିଡିଟି ହେଉଛି ତେବେ ୭ ଦିନ ଯାଏଁ ଆପଣଙ୍କୁ ଖାଲି ପେଟରେ ତିନି ଚାରୋଟି ବତୁରାଇଥିବା କିସ୍ ମିସ୍ ଖାଆନ୍ତୁ , ଏହାର ଫରକ ଦୁଇ ତିନି ଦିନ ମଧ୍ୟରେ ଦେଖାଦେବ , ଓ ଧିରେ ଧିରେ ଆପଣଙ୍କ ଗ୍ୟାସ ବି ଦୂର ହୋଇଯିବ , ଓ ସବୁ ଅସୁବିଧାରୁ ମୁକ୍ତି ମିଳିପାରିବ ।

କିସମିସ୍ ସେହି ଲୋକଙ୍କୁ ସେବନ କରିବା ଉଚିତ୍ ଯାହାଙ୍କୁ କୋଲେଷ୍ଟ୍ରୋଲ୍ ସମସ୍ୟା ହୋଇଥାଏ , କିସମିସ୍ ଖାଇଲେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ୍ ସ୍ତର ମୁଖ୍ୟ କାରକ ଟ୍ରାଇଗ୍ଲିସେରାଇଟ୍ସ ସ୍ତରକୁ କମ୍ କରିଥାଏ ,

 

ଯଦି ଆପଣ ଅଧିକା ବୟସର ଦେଖାଯାଉଛନ୍ତି ତେବେ ବତୁରାଇଥିବା କିସ୍ ମିସ୍ ସେବନ କରନ୍ତୁ , ଏହାକୁ ନିୟମିତ ସେବନ କଲେ , ଫ୍ଲେବେନାଇଡ୍ସ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ତ୍ୱଚାର ଦାଗ ସବୁ ଦୂର କରିଦେଇଥାଏ।

କବଜ୍ ଓ ପାଚନ ର ସମସ୍ୟା ରହିଲେ କିସମିସ୍ କୁ ନିୟମିତ୍ ସେବନ କରନ୍ତୁ , ଏହା ଶରୀରରେ ଅମାଶୟ ରସକୁ ତିଆରି କରିବାରେ ସାହାଯ୍ୟ କରେ , ଯାହା ଦ୍ୱାରା ପାଚନ କ୍ରିୟା ସୁଦୃଢ ହୁଏ ।

ଯଦି ଆପଣଙ୍କ ଲିଭରରେ କୌଣସି ଅସୁବିଧା ହେଉଛି , ତେବେ ଏହାକୁ ନିୟମିତ ରୁପରେ ସେବନ କରନ୍ତୁ , କିସମିସ୍ ପାଣି ମଣିଷ ଶରୀରରୁ ମେଟାବଲିଜିମ୍ କଣ୍ଟ୍ରୋଲ୍ କରି ସୁଚାରୁ ରୁପେ ନିୟନ୍ତ୍ରିତ କରିଥାଏ ।

Leave a Reply

Your email address will not be published. Required fields are marked *