October 25, 2024

Odia Express

Leading Odia News Portal of Odisha

ମାତ୍ର ୮ ବର୍ଷରେ ହେଇଯାଇଥିଲା ବାହାଘର – ସ୍ୱାମୀ ଅଟୋ ଚଲାଇ ବନେଇଦେଲେ ଡାକ୍ତର ଏହାପରେ କହିଲେ ୭ ଜନ୍ମ ଯାଏଁ ନିଭାଇବି ଏହି ସମ୍ପର୍କ – ସବୁ କଥା ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଆଠ ବର୍ଷର ବୟସରେ ଯେତେବେଳେ ଛୁଆଙ୍କ ହାତରେ ଖେଳନା ଥାଏ ସେତେବେଳେ ରୁପା ଯାଦବଙ୍କ ହାତରେ ମେହେନ୍ଦୀ ଲାଗିଥିଲା । ଯେତେବେଳେ ତାଙ୍କୁ ଖେଳନା ଦରକାର ହେଉଥିଲା ସେତେବେଳେ ସେ ୭ ଫେରା ନେଇଥିଲେ । କୁହନ୍ତି ନା ଯେତେବେଳେ ଯାହା ଭିତରେ ନିଜର ଇଚ୍ଛାଶକ୍ତି ଥାଏ ଭଗବାନ ସବୁବେଳେ ତାକୁ ସାଥ୍ ଦିଅନ୍ତି । ୨୧ ବର୍ଷ ବୟସରେ ନିଟ୍ ପାଇଁ ହେଲେ ମନୋନିତ ।କିଛି ଏପରି ହେଇଥିଲା ତା ସହ ଓ ତା ଛୁଆ ସହ ୨୧ ବର୍ଷ ବୟସରେ ନିଟ୍ ପାଇଁ ମନୋନିତ ହେଲେ । ଆଠ ବର୍ଷ ବୟସରେ ବାହାଘର ପରେ ରୁପା ଯାଦବ ନିଜର ପାଠପଢା ଛାଡିଦେଇଥିଲେ । ରୁପାର ଗୋଟେ ସ୍ୱପ୍ନ ଥିଲା କି ସେ ଡାକ୍ତର ହେବେ ବୋଲି । ୨୧ ବର୍ଷ ବୟସରେ ରୁପା ନିଟ୍ ରେ ଅଲ୍ ଇଣ୍ତିଆ ରାଙ୍କ୍ ରେ ୨୬୧୨ ପାଇକରି ୬୦୩ ସ୍କୋର୍ କରିଥିଲେ ।

 

ରୁପାଙ୍କ ସ୍ୱାମୀ ଓ ଦିଅର ଦୁହେଁ କୃଷକ ଅଟନ୍ତି ।ଦୁହେଁ ଆରମ୍ଭରୁ ରୁପାର ପାଠପଢାରେ ସାହାର୍ଯ୍ୟ କରିଥିଲେ । ପାଠପଢାର ଖର୍ଚ୍ଚ ପାଇଁ ରୁପାର ସ୍ୱାମୀ ଓ ଦିଅର ରିକ୍ସା ଚଲାଇଥିଲେ । ରୁପାର ଜନ୍ମ ଜୟପୁର କରେରୀ ଗାଁରେ ଏକ କୃଷକ ଘରେ ହୋଇଥିଲା ।

 

ଶାଶୁଘର ରେ ସ୍ୱାମୀ ଓ ତାଙ୍କ ବଡ ଭାଇ ସବୁ ସାମାଜିକ ବାଧାକୁ ଦୁରେଇ ବୋହୁକୁ ପାଠ ପଢାଇଥିଲେ । ପାଠପଢାର ସବୁ ଖର୍ଚ୍ଚ ଉଠାଇବା ପାଇଁ ସେମାନେ ରିକ୍ସା ବି ଚଲାଇଥିଲେ ।ରୁପାକୁ ଡାକ୍ତର ହେବାର ଥିଲା । କିନ୍ତୁ ପଇସାର ଅସୁବିଧା ଥିଲା । ଏଥିପାଇଁ ତା ସ୍ୱାମୀ ଅଟୋ ଚଲାଇବା ପାଇଁ ନିଷ୍ପତ୍ତି ନେଇଥିଲେ । କାରଣ ତା ସ୍ତ୍ରୀ ଡାକ୍ତର ହେଇପାରୁ । ଦୁଇ ବର୍ଷ କୋଟାରେ ଏଲନ୍ କ୍ୟାରିୟର୍ ଇନ୍ ଷ୍ଟି ଟ୍ୟୁଡ୍ ରେ କୋଚିଙ୍ଗ୍ ନେବା ପରେ ଦିନ ରାତି ପାଠପଢା କରୁଥିଲା । ଓ ଏବେ ଏହି ବୋହୁ ନିଟ୍ ୨୦୧୭ ରେ ୬୦୩ ରାଙ୍କ୍ ରଖି ଲୋକଙ୍କ ମଧ୍ୟରେ ମିଶାଲ୍ ସୃଷ୍ଟି କଲା । ଓ ରୁପା ଡାକ୍ତର ହୋଇପାରିଲା ।

 

ରୁପାର କହିବା କଥାକି ସେ ଆଠବର୍ଷ ବୟସରେ ବାହା ହେଇଯାଇଥିଲା କିନ୍ତୁ ତା ସ୍ୱପ୍ନକୁ ତା ମଧ୍ୟକୁ ଆଣିବାକୁ ଦେଇନଥିଲା । ତାର କହିବା କଥା କି ସେ କେବଳ ପରିଶ୍ରମ କରି ଡାକ୍ତର ହୋଇପାରିଛି । ଓ ତା ଡାକ୍ତରୀ ହେବା ପଛରେ ତା ଘର ଲୋକଙ୍କ ସହଯୋଗ ଅଛି , ସ୍ୱାମୀ ପୁରା ଦିନ କମାଉଥିଲେ । କାରଣ ତା ସ୍ତ୍ରୀର ପାଠପଢାରେ କୌଣସି କମି ନ ରହି ଯାଉ,

ରୁପା ନିଜର ସ୍ୱପ୍ନ ସାକାର କରି ନିଟ୍ ରେ ୬୦୩ ଅଙ୍କ ରଖି ଡାକ୍ତର ହେବା ର ମଞ୍ଜିଲ୍ ପ୍ରଥମ ସିଡି ପୁରଣ କରିଥିଲା । କହିଦେଉଛୁ କି ରୁପା ଛୁଆବେଳ ଠାରୁ ବହୁତ ଚାଲାକ୍ ଥିଲା । ସେ ୧୦ମ ରେ ୮୪ ପ୍ରତିଶତ ମାର୍କ ରଖିଥିଲା

Leave a Reply

Your email address will not be published. Required fields are marked *