September 20, 2024

Odia Express

Leading Odia News Portal of Odisha

ୱେଷ୍ଟଇଣ୍ତିଜ୍ ଗ୍ରସ୍ତ ଠିକ୍ ପୂର୍ବରୁ ଧୋନିଙ୍କ ଏକ ବଡ ଫଇସଲା , କହିଲେ ଆଗାମୀ ଦୁଇ ମାସ କ୍ରିକେଟ୍ ଖେଳିବି ନାହିଁ କାରଣ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

ୱାର୍ଲଡ୍ କପ୍ ରେ ଧିମା ପାରି ଖେଳିବା କାରଣରୁ ଆଲୋଚନାର ବିଷୟବସ୍ତୁରେ ଆସିଥିବା ମହେନ୍ଦ୍ର ସିଂ ଧୋନୀ ଙ୍କ ସନ୍ୟାସ ନେବାର ଖବର ବେଶୀ ଚର୍ଚ୍ଚା ହେଉଛି, ଯେଉଁଥିରେ ତାଙ୍କୁ ବିରାମ ଲାଗିଛି, ଏବେ ୱାର୍ଲଡ୍ କପ୍ ପରେ ଭାରତୀୟ କ୍ରିକେଟ୍ ଟିମ୍ ୱେଷ୍ଟ ଇଣ୍ତିଜ୍ ଗ୍ରସ୍ତ କରିବ , ଯେଉଁଥିରେ ଧୋନୀଙ୍କୁ ନେଇ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ୱେଷ୍ଟଈଣ୍ତିଜ୍ ଗ୍ରସ୍ତର ଚୟନ ଏବେ ରବିବାରକୁ କରାଯିବ । କିନ୍ତୁ ଏହା ପୂର୍ବରୁ ଧୋନୀ ସବୁ କଥାକୁ କାଟି କିଛି ଏପରି କହିଛନ୍ତି ଯାହା ଆପଣ ଜାଣିବାକୁ ଚାହିଁବେ ।ଭାରତିୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ଦିନରେ ନିଜର ଭବିଷ୍ୟତକୁ ନେଇକରି ବହୁତ ଚର୍ଚ୍ଚିତ ରହୁଛନ୍ତି , ସେମିଫାଇନାଲ୍ ରେ ନ୍ୟୁଜିଲାଣ୍ତ ବିପକ୍ଷରେ ମଇଦାନରୁ ବାହାରୁ ଯାଉଥିବାବେଳେ ଲୋକେ ଭାବିଥିଲେ କି ଏହା ଧୋନୀଙ୍କ ଶେଷ ମ୍ୟାଚ୍ ହେବ , କିନ୍ତୁ ଏବେ ଧୋନୀ ଏକ ବଡ ଘୋଷଣା କରିଛନ୍ତି , ଯାହା ଦ୍ୱାରା ଫାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

 

ମହେନ୍ଦ୍ର ସିଂ ଧୋନୀ ବିସିସିଆଇ କୁ କହିଲେ କି ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିପାରିବେ ନାହିଁ , ଧୋନୀ ଏହି ଫଇସଲାରେ ଏହା ସଫା ହୋଇଗଲା କି ସେ ଏବେ ସନ୍ୟାସ ନେବେ ନାହିଁ , ସେ ଏବେ ଟିକେ ବ୍ରେକ୍ ନେବାକୁ ଚାହୁଁଛନ୍ତି , ସେ ବିସିସିଆଇ ବୈଠକରେ କହିଲେ କି ସେ ୱେଷ୍ଟଇଣ୍ତିଜ୍ ଗ୍ରସ୍ତରେ ଯିବେ ନାହିଁ  , ଏବେ ଏହି ବ୍ରେକ୍ ପରେ ଫାନ୍ସ ମାନେ ତାଙ୍କୁ ପ୍ରଶଂସା କରିଛନ୍ତି , ବିସିସିଆଇ ଅଧିକାରୀ କହିଲେ କି ଅର୍ଦ୍ଧସୈନିକ ରେଜିମେଣ୍ଟ ସେବାପାଇଁ ଦୁଇ ମାସର ବିଶ୍ରାମ ନେଉଛନ୍ତି , ଯାହା ଦ୍ୱାରା ସେ ଦୁଇ ମାସ କ୍ରିକେଟ୍ ଖେଳିବେ ନାହିଁ , ଚୟନକର୍ତ୍ତାମାନେ ୱେଷ୍ଟଇଣ୍ତିଜ୍ ଗ୍ରସ୍ତ ପାଇଁ ଧୋନୀଙ୍କ ନାଁ ବହୁତ ବିଚାର କରୁଥିଲେ , ଏହା ସମୟରେ ଧୋନୀ ନିଜ ଫଇସଲା ଶୁଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ , ବିସିସିଆଇ ଅଧିକାରୀ କହିଲେ ଧୋନୀଙ୍କ ମନ ବହୁତ ପୂର୍ବରୁ ଅର୍ଦ୍ଧସୈନିକ ରେଜିମେଣ୍ଟ ସେବାପାଇଁ ଥିଲା କିନ୍ତୁ ତାଙ୍କୁ ସମୟ ମିଳୁପାରୁନଥିଲା ,

ବିସିସିଆଇ ଅଧିକାରୀ କହିଲେ କି ଧୋନୀ ଏବେ ସନ୍ୟାସ ନେବେ ନାହିଁ , ବରଂ ସେ ଆଗକୁ ଆହୁରୀ ଖେଳିବେ , ଏବେ ଆଶା କରାଯାଉଛି କି ୱେଷ୍ଟଇଣ୍ତିଜ୍ ଗ୍ରସ୍ତରେ ଧୋନୀ ଙ୍କ ସ୍ଥାନରେ ପ୍ରାଥମିକ ୱିକେଟ୍ କିପର୍ ହିସାବରେ ରିଷଭ ପନ୍ଥଙ୍କୁ ଦେଖିବାକୁ ମିଳିବ , ଯେବେ କି ରିଦ୍ଧିମାନ ଶାହା  ଟେଷ୍ଟ ପାଇଁ ହୋଇପାରନ୍ତି , ଏତିକି ନୁହେଁ ପନ୍ଥଙ୍କ ଅନୁପସ୍ଥିତିରେ ବି ରିଦ୍ଧିମାନ ଶାହାଙ୍କୁ ଜାଗା ବି ମିଳିପାରେ ,

Leave a Reply

Your email address will not be published. Required fields are marked *