September 20, 2024

Odia Express

Leading Odia News Portal of Odisha

ଚିତାରୁ ଶୋଇଥିବା ମୃତ ବାପାଙ୍କ ମୁହଁରୁ ବାହାରିଲା ଫେଣ , ପୁଅ ଚିତ୍କାର କରିକହିଲେ ମୋର ବାପା ଫେରିଆସିଛନ୍ତି , ଓ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ଦେହ ଥରି ଉଠିବ..

କେବେ କେବେ ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହାକୁ ଜାଣିଲେ ଆପଣ ବି ଚକିତ ହୋଇଉଠିବେ , କେବେ କେବେ ଖବର ଆସେ କି ମଣିଷ ସଂସାରରେ ଚାଲିଗଲା ପରେ ପୁଣି ଆଉଥରେ ଫେରିଆସେ । ଆଜି ଆମେ ଆପଣଙ୍କୁ ମଧ୍ୟପ୍ରଦେଶର ଦାମୋହର ଏକ କାହାଣୀ କହିବାକୁ ଯାଉଛୁ , ଯାହାକି ଏକ ଶ୍ମଶାନରେ ଦାହ ସଂସ୍କାର ପାଇଁ ଯାଇଥିବା ଏକ ମୃତ ବୟସ୍କ ବ୍ୟକ୍ତି ପୁନଃର୍ବାର ଜୀବିତ ହୋଇଉଠିଥିଲେ ଓ ତାଙ୍କ ମୁହଁରୁ ଫେଣ ବାହାରିଥିଲା , ଓ ସେଠାରେ ଥିବା ସବୁ ଲୋକଙ୍କର ଚେହେରାରୁ ହୋସ୍ ଉଡିଗଲା । ଯେବେ ସମସ୍ତଙ୍କୁ ସେହି ବୃଦ୍ଧ ଜୀବିତ ହେବାର ଅନ୍ଦାଜା ହେଲା ତେବେ ତିନୋଟି ଡାକ୍ତର ଡକାଇକରି ଚେକ୍ ଅଫ୍ କରାଗଲା , ବହୁତ ସମୟ ଯାଏଁ ତାଙ୍କର ହାତର ନର୍ଭସ୍ ଚେକ୍ କରାଗଲା ।

 

ଇସିଜି ଟେଷ୍ଟ ବି କରାଗଲା । ମେଡିକାଲ୍ ଯାଇ ତାଙ୍କର ପୁନଃର୍ବାର ଚିକିତ୍ସା କରାଗଲା , କିନ୍ତୁ ସବୁ କିଛି ବେକାର୍ ଗଲା , ସେ ସେହି ସମୟରେ ଦୁନିଆଁ ଛାଡି ଚାଲିଯାଈଥିଲେ । ଆପଣଙ୍କୁ କହିଦେବୁ କି ଜଣେ ହୋମଗାର୍ଡ ଯାହାଙ୍କ ନାଁ ଦୟାଶଙ୍କର ପୁଅ ଜୀବନଲାଲ ନାୟକ ବୟସ ୫୬ ବର୍ଷ ଯିଏକି ୬ ମାସ ହେଲା ରୋଗାଗ୍ରସ୍ତ ଥିଲେ , ମଙ୍ଗଳବାର ସକାଳ ସମୟରେ ତାଙ୍କର ୯,୧୦ ମି ସମୟରେ ଇହଧାମ ତ୍ୟାଗ କଲେ । ପ୍ରାୟ ୨,୩୦ ମି ସମୟରେ ତାଙ୍କର ଅନ୍ତିମ କ୍ରିୟା ପାଇଁ ତାଙ୍କୁ ହିର୍ଦିପୁର ଶକ୍ତି ଧାମ ନେଇଯାଈଥିଲେ , ଦୟାଶଙ୍କରଙ୍କ ପୁଅ କହିଲେ କି ମୁକ୍ତି ଧାମରେ ଚିତାରେ ବାପାଙ୍କୁ ରଖାଯାଇଥିଲା , ଓ ସେତେବେଳେ ଦେଖାଗଲା କି ତାଙ୍କର ପାଟିରୁ ଫେଣ ବାହାରୁଛି , ଓ ସେ ଚିତ୍କାର କରି କହିଥିଲେ କି ବାପା ଫେରିଆସିଛନ୍ତି ।ଓ ସାଙ୍ଗେ ସାଙ୍ଗେ ଡାକ୍ତରୀ ଟିମ୍ ଡକାଗଳା , ଡାକ୍ତର ଅରୁଣ ଦତ୍ତା ଚେକ୍ ଅପ୍ କଲେ , ବରିଷ୍ଠ ଚିକିତ୍ସକ ଡାଃ ସଂଙ୍ଗତାନୀ ଆସିକରି ନର୍ଭସ୍ ଚେକ୍ କଲେ , ଓ ଡାକ୍ତରଙ୍କ ଉପଦେଶରେ ତାଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଗଲା ।

 

କହିଦେବୁ କି ମେଡିକାଲ୍ ନେଲାପରେ ତାଙ୍କର ପୁଣି ଆଉଥରେ ନର୍ଭସ୍ ଚେକ୍ କରାଗଲା ଓ ଇସିଜି ବି କରାଗଲା । କିନ୍ତୁ ସେହି ବ୍ୟକ୍ତିର ନିଶ୍ୱାସ ବନ୍ଦ ହୋଇଯାଈଥିଲା,  ଓ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମୁକ୍ତି ଧାମ ଓ ମେଡିକାଲ୍ ରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା , ଯିଏବି ଏହି ଘଟଣା ଶୁଣିଲା ସେ ଆଶ୍ଚର୍ଯ୍ୟଚକିତ ହୋଇଗଲା,  ଜିଲ୍ଲା ମେଡିକାଲ୍ ରେ ସବୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା,  ଓ ଲୋକେ ଅନେକ ପ୍ରକାରର ଚର୍ଚ୍ଚା ବି କରିବାକୁ ଲାଗିଥିଲେ ।

Leave a Reply

Your email address will not be published. Required fields are marked *