କଣ ଆପଣ ସକାଳୁ ଖାଲିପେଟରେ କଞ୍ଚା ଚଣା ଖାଉଛନ୍ତି କି ? ତେବେ ଖାଇବା ଆଗରୁ ଏହି ଖବର ନିଶ୍ଚିତ ପଢନ୍ତୁ…
ଦେଶୀ ଚଣାରେ ନ୍ୟୁଟ୍ରିଏନ୍ସ ମାମଲାରେ ବାଦାମ ପରି ମହଙ୍ଗା ଡ୍ରାଇ ଫ୍ରୁଟ୍ସ ଅଧିକା ଫାଈଦା ହୋଇଥାଏ , ଆୟୁର୍ବେଦରେ ଚଣାର ଡାଲି ଓ ଚଣା ଶରୀର ପାଇଁ ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ , ଚଣାର ସେବନ ବହୁତ ରୋଗକୁ ଠିକ୍ କରିଥାଏ । ବତୁରାଇଥିବା ଚଣାରେ ପ୍ରୋଟିନ୍ ଫାଇବର୍ , ମିନେରାଲ୍ ଭିଟାମିନ୍ସ ବହୁତ ମିଳିଥାଏ , ଯାହା ବହୁତ ରୋଗକୁ ରକ୍ଷା କରିଥାଏ , ତାହା ସହ ହେଲଦି ହୋଇଥାଏ , ସେମିତି ବ୍ୟକ୍ତି ପାଇଁ ଚଣା ଖାଇବାର ଫାଇଦା ହୋଇଥାଏ , କିନ୍ତୁ ଖାସକରି ପୁରୁଷଙ୍କ ପାଇଁ ଏହା ଅଧିକା ଫାଇଦାଦାୟକ ହୋଇଥାଏ ।
ଚଣା ଶରୀରର ରୋଗ ସହ ଲଢିବାର ସକ୍ଷମ ହୋଇଥାଏ , ତାହା ସହ ଏହା ମସ୍ତିଷ୍କକୁ ତେଜ୍ ଓ ଚେହେରାକୁ ସୁନ୍ଦର କରିଥାଏ, ଚଣାରେ ଅଧିକା ଫାଇଦା ଥାଏ ଓ ଚଣାରେ ଗଜା ଖାଇଲେ ଅଧିକା ଫାଈଦା ମିଳିଥାଏ ।
ଯେଉଁ ଲୋକଙ୍କ ଶରୀର ଦୁର୍ବଳ ହୋଇଯାଇଛି, ସେମାନେ ଚଣାକୁ ବତୁରାଇ ଖାଆନ୍ତୁ , ଶରୀରର ପତଳା ଲୋକଙ୍କ ପାଇଁ ୩୦ ଦିନଯାଏଁ ଚଣା ଖାଇବା ଉଚିତ୍ , ଆପଣ ନିଜେ ଦେଖିବେ ଏହାର ଫାଇଦା ।
ଯେଉଁ ଲୋକ ସବୁଦିନ ବତୁରାଇଥିବା ଚଣାର ସେବନ କରନ୍ତି , ସେମାନଙ୍କ ପେଟ ସହ ଯୋଡି ହୋଇଥିବା ସମସ୍ୟା ଦୂର ହୋଇଯାଏ , ଓ ତାହା ସହ ପାଚନ କ୍ରିୟା ସୁସ୍ଥ୍ୟ ହୋଇଯାଏ ।
ଏହା ଛଡା ବତୁରାଇଥିବା ଚଣା ଖାଇଲେ ଶରୀରର ମାଂସ ପେଶୀଗୁଡିକ ମଜବୁତ ହୋଇଥାଏ , ଏଥିରେ ଆଇରନ୍ ଓ କ୍ୟାଲସିୟମ୍ ମହଜୁତ୍ ହୋଇଥାଏ , ଯଦି ଆପଣଙ୍କୁ ଆନିମିଆ ଅଛି ଏହା ନିଶ୍ଚିତ ଖାଆନ୍ତୁ ।