ଜୀବନସାରା ରୋଗରୁ ମୁକ୍ତି ପାଇବାକୁ ଚାହୁଁଥିଲେ ୨୦ ଦିନ ମଧ୍ୟରେ ସଫା କରନ୍ତୁ ନିଜର ଲିଭର୍ , ବଡ ସହଜ ଅଟେ ଉପାୟ – ଜୀବନସାରା ହେବନି କୌଣସି ପ୍ରକାର ରୋଗ
ଆମେ ସମସ୍ତେ ଜାଣିଛେ ଯେ ଲିଭର୍ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ , ଯାହା ରକ୍ତକୁ ଶୁଦ୍ଧ କରିବାରେ ଓ ଭୋଜନ ପାଚନ କ୍ରିୟାରେ କାମ କରିଥାଏ , କିନ୍ତୁ ଆମର ଖରାପ ଖାଦ୍ୟ ପେୟ ଓ ଖରାପ ଅଭ୍ୟାସ ଯୋଗୁଁ ଅଧିକା ତେଲ ଯୁକ୍ତ, ବ୍ୟାୟାମ ନ କରିବା , ଅତ୍ୟାଧିକ ଧୁମ୍ରପାନ କରିବା ଓ ମଦ୍ୟପାନ କରିବା ଯେପରି ଖରାପ ଅଭ୍ୟାସ ଲିଭର୍ , ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଅତ୍ୟାଧିକ ପ୍ରେସର୍ ପଡିଲେ ଲିଭର୍ ଠିକ୍ ଭାବେ ବିଷାକ୍ତ ପଦାର୍ଥକୁ ବାହାର କରିପାରେ ନାହିଁ , ଶରୀରରେ ବିଷାକ୍ତ ପଦାର୍ଥ କିମ୍ବା ମଇଳା ବାହାର କରିବା ପାଇଁ ଆପଣ ଏକ ଖାସ୍ ଡ୍ରିଙ୍କ୍ ନେଇପାରିବେ , ଏହି ଡ୍ରିଙ୍କ୍ ହୋଇଥାଏ କିସମିସ୍ ଦ୍ୱାରା , ଓ ଏହାକୁ ପିଇବା ଦ୍ୱାରା ୩ ଦିନ ମଧ୍ୟରେ ଲିଭରର ସବୁ ମଇଳା ସଫା ହୋଇଯାଇଥାଏ , ଏହାକୁ ବନାଇବା ବହୁତ ସହଜ ଅଟେ ,ଆସନ୍ତୁ କହିବୁ କିପରି କିସମିସ୍ ଦ୍ୱାରା ଲିଭରରୁ ସବୁ ମଇଳା ବାହାର କରିବା ଓ ଡ୍ରିଙ୍କ୍ ବନାଇବା ବିଧି
କଣ ଫାଇଦା ଦାୟକ ହୋଇଥାଏ କିସମିସ୍ ର ଏହି ଡ୍ରିଙ୍କ୍ , କିସମିସ୍ ର ପାଣି ଭରପୁର ଭିଟାମିନ୍ସ ଓ ମିନେରାଲ୍ ହୋଇଥାଏ , ଯାହା ହେଲଥ୍ ପାଇଁ ଲାଭକାରୀ ହୋଇଥାଏ , କିସମିସ୍ ରେ ଏନର୍ଜୀ ସହିତ ଭରପୁର ଲୋ ଫୁଡ୍ ଥାଏ , ଯାହାକି ବହୁ ପରିମାଣର ଆଇରନ୍ , ପୋଟାସିୟମ୍, ଭିଟାମିନ୍ ଓ ଆଣ୍ଟି ଏକ୍ସିଡେଣ୍ଟସ୍ ମିଳିଥାଏ ଏହାକୁ ପାଣିରେ ବତୁରାଇଲେ ଏହାର ଫାଇଦା ଅଧିକା ବଢିଯାଇଥାଏ , ଯଦି କିସମିସ୍ ରେ ପାଣି ସବୁ ଦିନ ସକାଳୁ ଖାଲି ପେଟରେ ସେବନ କରନ୍ତି ତେବେ ଏହା ଦ୍ୱାରା ବହୁ ପ୍ରକାରର ଫାଇଦା ହୋଇଥାଏ ।
ଡ୍ରିଙ୍କସ୍ ବନାଇବାର ସାମଗ୍ରୀ : ୨ କପ୍ (ପ୍ରାୟ ୪୦୦ ମିଗ୍ରାମ୍) ପାଣି ୧୫୦ ଗ୍ରାମ୍ କିସମିସ୍ ,
ଡ୍ରିଙ୍କ୍ସ ବନାଇବେ କିପରି : ଗଭୀର ରଙ୍ଗର ୧୫୦ ଗ୍ରାମ କିସମିସ୍ କୁ ଭଲ ଭାବରେ ଧୋଇକରି ସଫା କରିନିଅନ୍ତୁ , ୨ କପ୍ ପାଣିରେ ସିଝାଇ ରଖିଦିଅନ୍ତୁ , ଯେବେ ପାଣି ସିଝିଯିବ ତେବେ ଏଥିରେ କିସମିସ୍ ପକାଇଦିଅନ୍ତୁ , ୨୦ ମିନିଟ୍ ପର୍ଯ୍ୟନ୍ତ ସିଝାଇବା ପରେ ଆଞ୍ଚକୁ କମାଇଦିଅନ୍ତୁ , ଏବେ କିସମିସ୍ କୁ ରାତି ସାରା ଭରି କରି ଛାଡିଦିଅନ୍ତୁ , ସକାଳୁ ଏହାର ଡ୍ରିଙ୍କ୍ ତିଆରି ହୋଇଯାଇଥିବ ।
ସକାଳୁ ଖାଲି ପେଟରେ କରନ୍ତୁ ଏହାର ସେବନ : ସକାଳୁ ଖାଲି ପେଟରେ ଜଳଖିଆ ସହ ଅଧ ଘଣ୍ଟା ପୂର୍ବରୁ ଏହାକୁ ପାଣିକୁ ନିଅନ୍ତୁ , ଓ କିସମିସ୍ ଭାଗକୁ ଅଲଗା କରିନିଅନ୍ତୁ , ଏବେ ଏହି ପାଣିକୁ ପିଇନିଅନ୍ତୁ , ଓ କିସମିସ୍ କୁ ଜଳଖିଆ ସହ ଚୋବାଇକରି ଖାଆନ୍ତୁ , ସବୁ ୨୦ ଦିନରେ କେବଳ ୩ ଦିନ ପ୍ରୟୋଗ କରି ଆପଣଙ୍କ ଲିଭରରେ ଥିବା ସବୁ ମଇଳା ଓ ବିଷାକ୍ତ ପଦାର୍ଥ ଶରୀରରୁ ବାହାରିଯିବ , ଓ ଲିଭର୍ ପୁରା ଭାବେ ସଫା ହୋଇଯିବ ।
କିସମିସ୍ ରୁ ମିଳୁଥିବା ଆଣ୍ଟି ଏକ୍ସିଡେଣ୍ତ ଶରୀରରେ ଥିବା କୋଷିକାକୁ ସୁସ୍ଥ୍ୟ ବନାଇଥାଏ , କ୍ୟାନସର ପରି ଯେପରି ରୋଗକୁ ବଞ୍ଚାଇଥାଏ , କିସମିସ୍ ପାଣିରେ ଏମିନୋ ଏସିଡ୍ ହୋଇଥାଏ ,ଯାହା ଏନର୍ଜୀ ଦେଇଥାଏ , ଥକାପଣ ଓ ଦୂର୍ବଳତା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏହି ପାଣିରେ ଭିଟାମିନ୍ ଏ, ବିଟା କେରୋଟିନ୍ , ଓ ଆଖି ପାଇଁ ଫାଇଦା ଦାୟକ ହୋଇଥାଏ , ଫାଇଟୋନ୍ୟୁଟ୍ରିଏନ୍ସ୍ ହୋଇଥାଏ , ଏହାର ଆଖିର ଦୃଷ୍ଟି ଶକ୍ତି ବଢାଇଥାଏ , କିସମିସ୍ ପାଣିରେ ମେଟା ବୋଲିଜିମ୍ ଭଲ କରିକି ବର୍ନିଙ୍ଗ୍ ପ୍ରୋସେସ୍ ଅଧିକା କରିନେଇଥାଏ
ଏଥିରେ ଓଜନ ମଧ୍ୟ କମାଇଦେଇଥାଏ , କିସମିସ୍ ପାଣିରେ ଭରପୁର କ୍ୟାଲିସିୟମ୍ ଥାଏ , ଯାହା ହାଡଗୁଡିକ ମଜବୁତ କରିଥାଏ , ଆର୍ଥଡାଟିସ୍ ଓ ଗଣ୍ଠିକୁ ବଞ୍ଚାଇଥାଏ , କିସମିସ୍ ରେ ମହଜୁଦ ଥିବା ସେଲୁବଲ ଫାଇବର୍ସ ପେଟ ସଫା କରି ଗ୍ୟାସ ଓ ଏସିଡିଟିରୁ ମୁକ୍ତି ଦେଇଥାଏ , କିସମିସ୍ ରେ ପାଣି ଆଇରନ୍ , କପର୍ , ଓ ବି କମପ୍ଲେକ୍ସ ଭରପୁର ମାତ୍ରାରେ ଥାଏ , ଏହା ରକ୍ତର ଅଭାବକୁ ଦୂର କରି ରେଡ୍ ବ୍ଲଡ୍ ସେଲ୍ସକୁ ହେଲ୍ ଦି କରିଥାଏ ।