ସାହିଦ୍ କାପୁରଙ୍କ ଫିଲ୍ମ “ବିବାହ” ରେ ଶାଳୀ ଅଭିନୟ କରୁଥିବା ଏହି ଝିଅ ଏବେ ଦେଖାଯାଉଛନ୍ତି ଏତେ ସୁନ୍ଦର ,ଦେଖିଲେ ଆପଣ ମଧ୍ୟ ଚମକି ପଡିବେ..
![](https://www.odiaexpress.in/wp-content/uploads/2019/07/Untitled-design-90-696x366.jpg)
ବିବାହ ଫିଲ୍ମରେ ଅମୃତା ଆରୋରାଙ୍କ ଭଉଣୀ ଅଭିନୟ କରିଥିବା ଚୁଟକି ଙ୍କୁ ଶ୍ୟାମଳ ବର୍ଣ୍ଣର ଦେଖାଯାଇଥିଲା , କିନ୍ତୁ ଅସଲ ଜୀବନରେ ସେ ବହୁତ ଗୋରୀ ଓ ସୁନ୍ଦର ଅଟନ୍ତି , ବିବାହ ଫିଲ୍ମର ଚୁଟୁକି ଏବେ ବଡ ବଡ ଅଭିନେତ୍ରୀଙ୍କ ପରି ନଜର ଆସୁଛନ୍ତି , ସାହିଦ୍ କାପୁର ଓ ଅମୃତା ରାଓ ଙ୍କ ସୁପରହିଟ୍ ଫିଲ୍ମ ବିବାହର କଥା କହିଲେ ଏହି ଫିଲ୍ମରେ ନିର୍ବନ୍ଦ ଓ ବାହାଘର ମଧ୍ୟରେ ରୋମାଣ୍ଟିକ୍ ସମୟ ବଡ ରୋମାଣ୍ଟୀକ୍ ଅନ୍ଦାଜରେ ଦେଖାଯାଈଥିଲା , ଏହି ଫିଲ୍ମରେ ଅମୃତା ରାଓଙ୍କ ସହ ତାଙ୍କ ଭଉଣୀ ଅଭିନୟ କରୁଥିବା ଚୁଟକିଙ୍କୁ ଆପଣ ଏହି ଫିଲ୍ମରେ ଦେଖିଥିବେ ।
କିନ୍ତୁ ଆପଣଙ୍କୁ ଜଣାଇଦେବୁ କି ସେ ଏବେ ଆଉ ଶ୍ୟାମଳି ନୁହନ୍ତି ଏବେ ସେ ବହୁତ ଗୋରି ଓ ଗ୍ଲାମର୍ସ ଲାଗୁଛନ୍ତି , ତାଙ୍କର ଅସଲ ନାଁ ଅମୃତା ପ୍ରକାଶ ଅଟେ , ଏବେ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଯେଉଁଥିରେ ଅମୃତା ବହୁତ ହଟ୍ ଅନ୍ଦାଜରେ ନଜର ଆସୁଛନ୍ତି ,
ଅମୃତା ପ୍ରକାଶ ଡାବର୍ , ରସନା , ସନସିଲ୍କ, ସମେତ ଦେଶର ବଡ ବଡ ବ୍ରାଣ୍ତ ପାଇଁ ୫୦ ରୁ ଅଧିକା କମର୍ସିଆଳ୍ ଆଡ୍ କରିଛନ୍ତି , ଅମୃତା ମୁମାଇର ୟୁନିଭରସିଟିରେ କମର୍ସ ଓ ବିଜନେସ୍ ଆଡମିନିଷ୍ଟ୍ରେସନ୍ ରେ ମାଷ୍ଟର ଡିଗ୍ରୀ ନେଇଛନ୍ତି , ଅମୃତା ପ୍ରକ୍ଶ କେବଳ ବଡ ହୋଇନାହାନ୍ତି ବରଂ ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି ।