ସେମି ଫାଇନାଲ୍ ରେ ହାରିବାପରେ ପ୍ରଥମଥର ରୋହିତ୍ ଶର୍ମା ଟ୍ୱିଟ୍ କରି କହିଲେ ନିଜ ମନର କଥା , କହିଲେ କିଛି ଏହିପରି ଯେ ଆପଣଙ୍କ ଆଖିରେ ଲୁହ ଆସିଯିବ..
ଭାରତୀୟ ଟିମ୍ ସେମି ଫାଇନାଲ୍ ହାରିଗଲା ଓ ବିଶ୍ୱକପ୍ ରୁ ବାହାରି ଆସିଲା , ସେମିଫାଇନାଲ୍ ମ୍ୟାଚ୍ ରେ ରୋହିତ୍ ଙ୍କ ବ୍ୟାଟିଙ୍ଗ୍ ବହୁତ ବିପର୍ଯ୍ୟସ୍ତ ଥିଲା । ରୋହିତ୍ ପୁରା ବିଶ୍ୱକପ୍ ରେ ଖୁବ୍ ରନ୍ କରିଥିଲେ , କିନ୍ତୁ ସେମି ଫାଇନାଲ୍ ରେ ତାଙ୍କ ବ୍ୟାଟିଙ୍ଗ୍ ଶୁନ୍ୟ ଥିଲା , ରୋହିତ୍ ବିଶ୍ୱକପ୍ ରୁ ବାହାର ହେବା ପରେ କିଛି ବୟାନ୍ ଦେଇନାହାନ୍ତି , ଓ ଲୋକଙ୍କୁ ଅପେକ୍ଷା ଅଛି କି ରୋହିତ୍ କଣ କହୁଛନ୍ତି , ରୋହିତ୍ କିଛି ସମୟ ପୂର୍ବରୁ ଏକ ଟ୍ୱିଟ୍ କରିଥିଲେ, ସେ ନିଜ କଷ୍ଟ ଜାହିର୍ କରିଥିଲେ, ଓ ନିଜ ଭୁଲ୍ ସ୍ୱିକାର କଲେ , ଓ ତାହା ସହ ସମସ୍ତଙ୍କ ଧନ୍ୟବାଦ ଦେଲେ , ଯିଏ ତାଙ୍କର ଅସୁବିଧା ସମୟରେ ସାଥିରେ ଥିଲେ ।
ରୋହିତ୍ ଟ୍ୱିଟ୍ ରେ ଲେଖିଥିଲେ କି ଏକ ଟିମ୍ ରୁପେ ଆମେ ସଠିକ୍ ସମୟରେ ପ୍ରଦର୍ଶନ ଖରାପ କରିଥିଲୁ , ୩୦ ମିନିଟ୍ ର ଖରାପ କ୍ରିକେଟ୍ ସେଥିରେ କପ୍ ଆମର ଆଶା ହରାଈଦେଇଥିଲା , ଘର ବାହାରୁ ଆମକୁ ଭଲ ସମର୍ଥନ ମିଳୁଥିଲା , ଧନ୍ୟବାଦ ଷ୍ଟାଡିୟମ୍ କୁ ନିଳ ରଙ୍ଗ ପାଇଁ ଯାହାକି ରଙ୍ଗୀନ ହୋଇଥିଲା , ଇଂଲଣ୍ତ ଯେଊଁଠି ଆମେ ଖେଳିଳୁ ।
କହିଦେବୁ କି ବୁଧବାରକୁ ଟିମ୍ ହାରିବାପରେ ଅଧିନାୟକ ବିରାଟ କୋହଲି ବି ଏହି କଥା କହିଥିଲେ , ସେ କହିଲେ କି ୪୦-୪୫ ମିନିଟ୍ ଖରାପ ପ୍ରଦର୍ଶନ ଯୋଗୁଁ ଆମର ଟିମ୍ ଉପରେ ଭାରି ପଡିଲା , ଓ ଆମେ ବିଶ୍ୱକପ୍ ରୁ ବାହାରିଆସିଲୁ, କିନ୍ତୁ ନିଜ ଟିମ୍ ଖେଳାଳୀଙ୍କ ରକ୍ଷା କରିଥିଲୁ , କହିଦେବୁ କି ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚରେ ଭାରତୀୟ ଟିମ୍ ୧୮ ରନ୍ ରୁ ହାରି ବାହାରି ଆସିଲା , ଯେବେ କି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅଷ୍ଟ୍ରେଲିଆ ଟିମ୍ ଇଂଲଣ୍ତରୁ ହାରିଗଲା , ଏବେ କଥା ଏହା କି ଏବେ ଶୀର୍ଷରେ ଥିବା ଟିମ୍ ବିଶ୍ୱକପ୍ ରୁ ବାହାରିଆସିଛି ଓ ତୃତୀୟ ଓ ଚତୁର୍ଥ ନମ୍ବର ଟିମ୍ ଏବେ ବିଶ୍ୱକପ୍ ଫାଇନାଲ୍ ରେ ପହଞ୍ଚିସାରିଛି ,