October 22, 2024

Odia Express

Leading Odia News Portal of Odisha

ଦୂର୍ଭାଗ୍ୟ ଓ ଦାରିଦ୍ରତାରେ ଭରିଯାଇଥାଏ ପୁରା ଜୀବନ ଯଦି ଆପଣ ଏପରି ଝିଅକୁ ବିବାହ କରିବେ…

ବାହାଘର ଆମ ଦେଶରେ ଏକ ପବିତ୍ର ବନ୍ଧନ ବୋଲି ଜଣାଯାଏ , ଆମ ଦେଶରେ ବିବାହ ଏକ ପୁରୁଷ ଓ ମହିଳା ମଧ୍ୟରେ ସିମିତ ହୋଇନଥାଏ , ବରଂ ଏହି ବାହାଘର ଦୁଇ ପରିବାର ମଧ୍ୟରେ ଏକ ସଂମ୍ପର୍କ ହୋଇଥାଏ , ବାହାଘର କେଉଁ ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ଫଇସଲା ହୋଇଥାଏ ,  ଯାହାକୁ ଦେଶରେ ଏକ ପବିତ୍ର ସଂମ୍ପର୍କ ବୋଲି ମାନାଯାଏ , ଆମର ଦେଶରେ ବାହାଘର କେଉଁ ଦୁଇଟି ଲୋକଙ୍କ ମଧ୍ୟରେ ହୋଇନଥାଏ , ବରଂ ଦୁଇ ପରିବାର ମଧ୍ୟରେ ଏକ ନୁଆ ସଂମ୍ପର୍କକୁ ନେଇ ହୋଇଥାଏ,  ସୁଖି ବ୍ୟବାହିକ ଜୀବନରେ ବଞ୍ଚିବାକୁ ହେଲେ ଏକ ସଚ୍ଚା ଜୀବନସାଥୀ ଆବଶ୍ୟକତା ହୋଇଥାଏ , ପରିବାରରେ ନିଜ ସ୍ୱାମୀ ସହ ପ୍ରେମ ରୁପକ ସଂମ୍ପର୍କ ରଖିବାକୁ ହୋଇଥାଏ,  ଆମ ଦେଶରେ ଏହି କଥାକୁ ଧ୍ୟାନ ଦିଆଯାଏ କି ବିବାହ କଲା ମାନେ ସେମାନେ ଜନ୍ମ ଜନ୍ମାନ୍ତର ଯାଏଁ ହୋଇଯାଆନ୍ତି ।

 

ବୋଧେ ଏହି କାରଣରୁ ଆମ ଭାରତକୁ ଆଧ୍ୟାତ୍ମିକ ଦେଶ କୁହାଯାଏ , ଯେଉଁଠି ବାହାଘରର ମତଲବ ସାତଟି ଜନ୍ମର ସଂମ୍ପର୍କ ହୋଇଥାଏ , ସେଠାରେ ବିବାହକୁ ଏକ ଉତ୍ସବ ରୁପେ ମନାଯାଇଥାଏ , ଯେଉଁଠି ସବୁ ଘର ଲୋକ ଏକାଠି ହୋଇକରି କାହାର ନାଁ କାହାର ଖୁସିରେ ଆସି ଯୋଗ ଦିଅନୁ , ଆସନ୍ତୁ ଜାଣିବା କେଉଁ ମହିଲାଙ୍କୁ ବିବାହ କରିବା ଉଚିତ୍ ନୁହେଁ ।

 

୧) କଡା କଥା କହୁଥିବା ଝିଅଙ୍କୁ । କୁହାଯାଏ କି ବାଣୀରେ ସ୍ୱରସ୍ୱତୀ ଥାନ୍ତି , ମଧୁର କଥା କହୁଥିବା ଲୋକଙ୍କ ଉପରେ ଲୋକେ ବେଶୀ ଧ୍ୟାନ ଦିଅନ୍ତି , ଯେଉଁ ମହିଲାଙ୍କ ମୁହଁରୁ ଭୁଲ୍ କିମ୍ବା ଅପଶବ୍ଦ କଥା ଆସେ , ତେବେ ମହିଳାମାନେ ନିଜ ଘରେ କଳହ କରିଥାନ୍ତି , ଏମିତି ମହିଳାଙ୍କ ଘରକୁ ଗଲେ ଜଗଡା ବଢିଜାଏ, ଓ ଘରର ମାହୋଲ୍ ବିଗିଡିଯାଏ ।

 

୨) ଅଧିକା ସମୟ ଶୋଉଥିବା : ଅଧିକା ବିଳମ୍ବିତ ସମୟ ଯାଏଁ ଶୋଉଥିବା ମହିଳାଙ୍କ ଘରେ ପାରିବାରିକ ଦାୟିତ୍ୱକୁ ପୁରା କରିପାରନ୍ତି ନାହିଁ , ଓ ଏହା ଆଳସ୍ୟର କାରଣ ହୋଇଥାଏ , ଆଲସୀ ମହିଳାମାନଙ୍କୁ କେବେ ବିବାହ କରିବା ଉଚିତ୍ ନୁହେଁ , କାରଣ ଅଧିକା ସମୟ ଶୋଇଲେ ମହିଳାଙ୍କୁ ସବୁବେଳେ ଘରେ ଲେଟ୍ ଉଠିଥାନ୍ତି । ଓ କାମକୁ ଠିକ୍ ଭାବରେ କରିପାରନ୍ତି , ଓ ଘର ମଇଳା ରୁହେ , ଓ ନେଗେଟିଭ୍ ବିଚାର ଆସେ , ଶାସ୍ତ୍ରରେ ଲେଖାଯାଇଛି କି ଯେଉଁଠି ସଫା ହୁଏ ନାହିଁ  । ସେଠାରେ ଲକ୍ଷ୍ମୀଙ୍କର ବାସ ହୁଏ ନାହିଁ ।

 

୩) ବାପା ମାଙ୍କ ସହ ସଂମ୍ପର୍କରେ ରହୁଥିବା ମହିଳାମାନେ : କେଉଁ ବ୍ୟକ୍ତି ସେହି ମହିଳାଙ୍କୁ ବିବାହ କରିବା ଉଚିତ୍ ନୁହେଁ ଯିଏ ଆମର ମା ବାପାଙ୍କୁ ସଂମ୍ପର୍କରେ ଥିବ , ଶାସ୍ତ୍ରନୁସାରେ ଗୋଟେ ଗୋତ୍ରରେ ବିବାହ କରିବା ଭୁଲ୍ , ଏମିତି କୁହାଯାଏ କି ଗୋଟେ ଗୋତ୍ରରେ ଝିଅ କେବେ ବିବାହ କରିବା ଉଚିତ୍ ନୁହେଁ , ସେ ସଂମ୍ପର୍କକୁ ନେଇ କଳହ ହୋଇଥାଏ , ଏମିତି କରିବା ଭୁଲ୍ ହୋଇଥାଏ ,

୪) ଦୁଷ୍ଟ୍ ପୁରୁଷଙ୍କ ସହ ସଂବନ୍ଧ ରଖୁଥିବା ମହିଳାମାନେ ।

ସବୁ ମହିଳାଙ୍କୁ ବିବାହ କରିବା ଉଚିତ୍ ଯାହାଙ୍କୁ ସେ ବିବାହ କରିଥିବେ ଓ ସିଏ ଯେପରି କାହାକୁ ପ୍ରେମ କରୁନଥିବେ , ଯଦି ସେ ଅନ୍ୟ କେଉଁ ଝିଅକୁ ଭଲ ପାଉଥିବେ ତେବେ ସେହି ପୁଅ କେବେ ବି ଖୁସିରେ ରହିପାରିବ ନାହିଁ,  ଏମିତିରେ ଏପରି ଝିଅକୁ ବିବାହ କରିବା ଉଚିତ୍ , ଯିଏ କେଉଁ ଅନ୍ୟ ଜଣଙ୍କ ପ୍ରେମ ସଂବନ୍ଧରେ ନଥିବ ।

Leave a Reply

Your email address will not be published. Required fields are marked *