September 19, 2024

Odia Express

Leading Odia News Portal of Odisha

ବଲିଉଡ ଫିଲ୍ମର ଜଣେ ନାମୀ ଦାମୀ ମଣିଷ , କିନ୍ତୁ ଆଜି ଚିକିତ୍ସା ପାଇଁ ନାହିଁ ପଇସା – ଦେଖନ୍ତୁ କିଏ ସେ ମହାନ କଳାକାର..

ଆପଣଙ୍କୁ କହିଦେବୁ କି କିଛି ଦିନ ତଳେ ଭାଇରାଲ୍ ହୋଇଥିବା ଅଭିନେତ୍ରୀ ଗୀତା କାପୁର ଯିଏ କି ପାକିଜା ଫିଲ୍ମରେ କାମ କରିସାରିଛନ୍ତି , ଏବେ ସେ ଆଉ ଦୁନିଆଁରେ ନାହାନ୍ତି , ସେ ନିଜ ଶେଷ ସମୟରେ ନିଜ ଛୁଆଙ୍କୁ ଦେଖାକରିବାକୁ ଇଚ୍ଛା କରିଥିଲେ , କିନ୍ତୁ ତାଙ୍କ ଛୁଆ ତାଙ୍କୁ ମେଡିକାଲ୍ ରେ ଛାଡି ଚାଲିଯାଇଥିଲେ , ଏବେ ଏକ ଖବର ସାମ୍ନାକୁ ଆସୁଛି କି ପ୍ରସିଦ୍ଧ ରାଇଟର୍ ବ୍ରିଜ୍ କଟିୟଲ୍ ଏହି ଦିନରେ ଦୁଃଖରେ ଦିନ କାଟୁଛନ୍ତି ।

 

କହିଦେବୁ କି ଅଭିନେତ୍ରୀ ନୀନା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍ କରିଥିଲେ , ସେ କହିଲେ କି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଓ ରାଇଟର୍ କିପରି ଏକ ମେଡିକାଲ୍ ରେ ନିଜ ଜୀବନର ଶେଷ ଦିନ ଗଣୁଛନ୍ତି , କିନ୍ତୁ ତାଙ୍କ ପାଖରେ ଏବେ ପଇସା ନାହିଁ , ଓ ତାଙ୍କ ଚିକିତ୍ସାର ସଂପୁର୍ଣ୍ଣ ଖର୍ଚ୍ଚ ଏକ ଟ୍ରଷ୍ଟ ଉଠାଉଛି ।

ସେମିତି ଆପଣଙ୍କୁ କହିଦେବୁ କି ନୀନା ଏକ ଟିଭି ଶୋ କରିଥିଲେ , ଯାହାର ନାଁ ଥିଲା ଶାଂସ ଥିଲା , ଏହାକୁ ବ୍ରଜୀ ଲେଖିଥିଲେ , ଏବେ ତାଙ୍କର ଚିକିତ୍ସା ଶାନ୍ତି ଆବେଦନା ସଦନ କରୁଛି , ତାହା ସହ ଟ୍ରଷ୍ଟ ବି ସାହାଯ୍ୟ କରୁଛି , ଆପଣଙ୍କୁ କହିଦେବୁ କି ବ୍ରିଜ୍ ଶାନଦାର୍ ସ୍କ୍ରିପ୍ଟ ଲେଖିଛନ୍ତି , ଯାହା କି ହେଲା ଜବ୍ ଜବ୍ ଫୁଲ୍ ଖିଲେ , ଓ ୟେ ରାତ୍ ନା ଆୟେଗି , ବିଶ୍ୱାସ ,

 

ତାଙ୍କର ଶେଷ କାମ କରିବାର ଶୋ ଥିଲା ଆଶିକା ବିବି , ଯାହାକି ଏକ କମେଡି ଶୋ ଥିଲା , ସେମିତି ତାଙ୍କ ଅବସ୍ଥା ଦେଖିକରି ଲାଗୁଛି କି ଯେବେ କେଉଁ ଷ୍ଟାର୍ସ ଚମକୁ ଛି ତେବେ ଲୋକେ ତାଙ୍କ ବିଷୟରେ କଥା ହେବେ , ଯେବେ କେହି ଚମକୁ ନାହାନ୍ତି ତେବେ ସମସ୍ତେ ଭୁଲିଯାଆନ୍ତି ।

Leave a Reply

Your email address will not be published. Required fields are marked *