October 22, 2024

Odia Express

Leading Odia News Portal of Odisha

ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଲକ୍ଷଲକ୍ଷ ଭକ୍ତ ଏକ ଆମ୍ବୁଲାନ୍ସକୁ ଦେଲେ ରାସ୍ତା – ସାରା ବିଶ୍ୱ ଓଡ଼ିଶାର ପ୍ରଶଂସା କରୁଛି..

ଏବେ କିଛି ଦିନ ହେବ ପୁରୀରେ ଜଗନ୍ନାଥର ରଥଯାତ୍ରା ବାହାରିଛି , ଏହି ଯାତ୍ରାରେ ସବୁ ବର୍ଷ ଲକ୍ଷାଧିକ ଭକ୍ତଙ୍କ ବହୁତ ଜନ ସମାଗମ ଦେଖିବାକୁ ମିଳେ । ଲୋକଙ୍କର ଏହା ମାନ୍ୟତା ଅଛି କି ଜଗନ୍ନାଥଙ୍କ ରଥ ଟାଣିଲେ ପୁଣ୍ୟ ହୋଇଥାଏ । ଏହି କାରଣରୁ ଭଗବାନର ରଥ ଟାଣିଲେ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ଆସିପହଞ୍ଚିଥାନ୍ତି , ରଥଯାତ୍ରାରେ ଏତେ ଭିଡ ହୋଇଥାଏ କି ଲୋକଙ୍କୁ ପାଦ ଥୋଇବାକୁ ବି ଜାଗା ମିଳେ ନାହିଁ , ଏହାପରେ ବି ଗୋଟେ ଆମ୍ବୁଲାନ୍ସ ଭକ୍ତଙ୍କ ରଥଯାତ୍ରା ମଝିରେ ରାସ୍ତା ପାଇ ଯାଇଥିଲା<  ଭିଡରେ ଗୋଟେ ଆମ୍ବୁଲାନ୍ସର କିପରି ରାସ୍ତା ଦିଆଯାଈଥିଲା ତାହା ପ୍ରକୃତରେ ପ୍ରଶଂସନୀୟ କାର୍ଯ୍ୟ ।

 

ଖବର ମୁତାବିକ ୪ ଜୁଲାଇ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ପ୍ରାୟ ୧୨୦୦ ଜଣ ସ୍ୱୟଂ ସହାୟକ ଓ ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଏକ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ଦିଆଯାଈଥିଲା<  ଘଟଣାର ଭିଡିଓ ନିଜେ ପୁରୀ ଏସ୍ ପି ଟ୍ୱିଟ୍ କରିଛନ୍ତି , ଯାହା ଜଲଦି ହିଁ ଭାଇରାଲ୍ ହୋଇଥିଲା ।

 

କିଛି ଦିନ ପୂର୍ବରୁ ଏହି ପରି ଏକ ଘଟଣା ହଂକଂରେ ହୋଇଥିଲା , ଯେବେ ପ୍ରଦର୍ଶନକାରୀ ଆମ୍ବୁଲାନ୍ସ କୁ ଯିବାପାଇଁ ରାସ୍ତା ଦେଇଥିଲେ । ଏବେ ଏହି ପରି ଘଟଣା ପ୍ରକୃତରେ ମଣିଷତ୍ୱର ପରିଚୟ ଦେଇଛି ।

Leave a Reply

Your email address will not be published. Required fields are marked *