February 6, 2025

Odia Express

Leading Odia News Portal of Odisha

କେବେ ଅକ୍ଷୟ କୁମାର ଏହି ନିରୀହ ପିଲାକୁ ମାରିଥିଲେ ଜୋରଦାର୍ ଚାପୁଡା , ଆଜି ଅକ୍ଷୟ କୁମାର ଅପେକ୍ଷା କରିଛନ୍ତି ତାଙ୍କ ସହ କାମ କରିବା ପାଇଁ….ଦେଖନ୍ତୁ କିଏ ସେ ସୁପରଷ୍ଟାର

ଅକ୍ଷୟ କୁମାର ବଲିଉଡ୍ ର ଏମିତି ଅଭିନେତା ଅଟନ୍ତି , ଯାହାଙ୍କୁ ସବୁ ବୟସର ଦର୍ଶକ ଦେଖିବାକୁ ପସନ୍ଦ କରୁଛନ୍ତି , ସେମିତି ସବୁ ଥର ନିଜ ଫିଲ୍ମରେ ସେ ଲୋକଙ୍କ ପାଇଁ କିଛି ନୂଆ କରି ଚକିତ କରାଇଦିଅନ୍ତି , ତାଙ୍କ ଫିଲ୍ମ ଗୁଡିକ କିଛି ଅଲଗା ହୋଇଥାଏ , ଓ ସେ ସବୁବେଳେ ଚେଷ୍ଟା କରନ୍ତି କି ଦର୍ଶକଙ୍କୁ କିଛି ନୂଆ ଦେଇପାରିବେ , ଏବେ କିଛି ଦିନ ହେବ ରିଲିଜ୍ ହୋଇଥିବା ପ୍ୟାଡମ୍ୟାନ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା , ଫିଲ୍ମ ବକ୍ସ ଅଫିସରେ ଭଲ କମାଇଥିଲା , ଅକ୍ଷୟ କୁମାର ଏବେ ସୋସିଆଲ୍ ମୁଦ୍ଧା ଉପରେ ଅଧିକା ଫିଲ୍ମ କରୁଛନ୍ତି , ତାଙ୍କର ଫିଲ୍ମ ଗୋଲ୍ଡ ରେ ଅଭିନେତ୍ରୀ ମୋନି ରାୟଙ୍କ ସହ ନଜର ଆସିଛନ୍ତି , ଏହି ଫିଲ୍ମ ୧୫ ଅଗଷ୍ଟକୁ ରିଲିଜ ହୋଇସାରିଛି , ବଲିଉଡ୍ ର ଖିଲାଡି ଅକ୍ଷୟ କୁମାର ନିଜ ସୁପରହିଟ୍ ଫିଲ୍ମ ପାଇଁ ଜଣା ଯାଆନ୍ତି

 

ଅକ୍ଷୟ କୁମାର ଟ୍ୱିଙ୍କିଲ୍ ଖାନ୍ନାଙ୍କୁ ୧୭ ଜାନୁୟାରୀ ୨୦୦୧ ରେ ବିବାହ କରିଥିଲେ , ବାହାଘର ପରେ ଅକ୍ଷୟ କୁମାରଙ୍କ କ୍ୟାରିୟର ଆଗକୁ ଯାଇଥିଲା , ଟ୍ୱିଙ୍କିଲ୍ ଫିଲ୍ମରୁ ଗାୟବ ହୋଇଗଲେ , ଆଜି ଅକ୍ଷୟ କୁମାର ବଲିଉଡ୍ ରେ ଜଣେ ଲୋକପ୍ରିୟ ଅଭିନେତା ଅଛନ୍ତି , ଅକ୍ଷୟଙ୍କ ଗୋଟେ ବର୍ଷରେ ବହୁତ ଫିଲ୍ମ ରିଲିଜ୍ ହୋଇଥାଏ , ତାଙ୍କର ଅଧିକାଂଶ ଫିଲ୍ମ୍ ହିଟ୍ ହୋଇଥାଏ , ଫିଲ୍ମ ଗୁଡିକରେ ସେ ଭଲ କମାଇ ନିଅନ୍ତି , ଅକ୍ଷୟଙ୍କ ଗଣନା ବଲିଉଡ୍ ର ସବୁଠାରୁ ଧନୀକ ଅଭିନେତା ହିସାବରେ ଜଣାଯାଏ , ଆଜି ଏହି ପୋଷ୍ଟରେ ଆମେ ଅକ୍ଷୟଙ୍କ କଥା କହିବୁ ଯାହା ତାଙ୍କ ଜୀବନରେ ଏକ କାହାଣୀ ହୋଇଯାଇଛି , ଯାହାକି ନିଜେ ଅକ୍ଷୟ କୁମାର ଏକ ଇଣ୍ଟରଭ୍ୟୁରେ କହିଥିଲେ ।

 

କଣ ଆପଣ ତଳେ ଦିଆଯାଇଥିବା ଅକ୍ଷୟ କୁମାରଙ୍କ ସହ ଏକ ଛୋଟ ଛୁଆକୁ ଦେଖିପାରୁଛନ୍ତି , କହିଦେବୁ କି ଏହି ଛୋଟ ଛୁଆ ଏବେ ବଲିଉଡ୍ ର ଏକ ବଡ ଅଭିନେତା ହୋଇସାରିଛନ୍ତି , ଏହି ଛୁଆ ବଲିଉଡ୍ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି , ଓ ତାଙ୍କର ବହୁତ ଗୁଡିକ ଫିଲ୍ମଗୁଡିକ ହିଟ୍ ହୋଇଥାଏ , ଗୋଟେ ସମୟ ଥିଲା ସେ ଛୁଆ ଅକ୍ଷୟ କୁମାରଙ୍କ ଏକ ବଡ ଫ୍ୟାନ୍ ଥିଲା , ଏବେ କିନ୍ତୁ ସେହି ଛୁଆର ଲକ୍ଷାଧିକ ଫ୍ୟାନ୍ ଅଛନ୍ତି , ଆସନ୍ତୁ କଥା ହେବା ସେହି ଛୁଆ ବିଷୟରେ ।

 

ପ୍ରକୃତରେ ଏହି ଫଟୋ ଦେଖିସାରିଲା ପରେ ଆପଣ ଜାଣି ପାରିଥିବେ , ଫଟୋରେ ଦେଖାଯାଉଥିବା ଏହି ଛୁଆ କେଉଁ ସାଧାରଣ ଛୁଆ ନୁହେଁ ବରଂ ବଲିଉଡ୍ ର ବାଜିରାଓ ମାନେ ରଣବୀର ସିଂ ଅଟନ୍ତି , ଆମେ ସମସ୍ତେ ଜାଣିଛେ କି ଆପଣ ଆମ କଥାକୁ ବିଶ୍ୱାସ କରିନପାରନ୍ତି , କିନ୍ତୁ ଏହା ସତ ଅଟେ , ଏକ ଆୱାର୍ଡ କାର୍ଯ୍ୟକ୍ରମରେ ଅକ୍ଷୟ କହିଲେ ସେ ଥରେ ରଣବୀର ସିଂଙ୍କୁ ଏକ ଚାପୁଡା ମାରିଦେଇଥିଲେ

 

ଏମିତି ହୋଇଥିଲା କି ଛୁଆବେଳେ ରଣବୀର ଅକ୍ଷୟ କୁମାରଙ୍କ ବଡ ଫ୍ୟାନ୍ ଥିଲେ , ବହୁତଥର ସେ ଅକ୍ଷୟଙ୍କ ସୁଟିଙ୍ଗ୍ ଦେଖିବାପାଇଁ ଆସୁଥିଲେ , କିନ୍ତୁ ଥରେ ସୁଟିଙ୍ଗ୍ ସେଟରେ ରଣବୀର ସିଂ କିଛି ଏମିତି କାମ କଲେ , ଯାହା ଅକ୍ଷୟ କୁମାରଙ୍କୁ ପସନ୍ଦ ଆସିଲା ନାହିଁ , ଓ ସେ ରଣବୀରଙ୍କୁ ଚାପୁଡା ମାରିଦେଇଥିଲେ , ଏକ ଆୱାର୍ଡ କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ଯେବେ ଅମିତାଭ ବଚ୍ଚନଙ୍କ ପ୍ରଶଂସା କରୁଥିଲେ । ତେବେ ସେହି ସମୟରେ ଏହି ଘଟଣା ବିଷୟରେ ସେ ଖୋଲି କରି କହିଥିଲେ , ଆଜି ଅକ୍ଷୟ ଓ ରଣବୀରଙ୍କ ଭଲ ସାଙ୍ଗ ଅଛନ୍ତି , ଓ ଦୁହେଁ ଏକା ସାଙ୍ଗେ ଅଭିନୟ କରିବାକୁ ଚାହୁଁଛନ୍ତି

Leave a Reply

Your email address will not be published. Required fields are marked *