ବେଶ୍ୟା କୋଠାରୁ ଝିଅକୁ ମୁକୁଳାଇଲା ଓ କରିନେଲେ ବିବାହ, ଆଶ୍ଚର୍ଯ୍ୟ କରିଦେବ ଏହି ପ୍ରେମ କାହାଣୀ , ସମସ୍ତଙ୍କୁ ପଢିବା ଦରକାର
ପ୍ରେମ କେତେ ଭଲ ହୋଇଥାଏ ଏହି ନ୍ୟୁଜ୍ ପଢିଲା ପରେ ଜଣା ପଡିବ , କାରଣ ମଧ୍ୟ ପ୍ରଦେଶର ଆକାଶ ନାମକ ଜଣେ ଯୁବକ ନିଜ ପ୍ରେମକୁ ପାଇବା ପାଇଁ ନିଜ ଜୀବନକୁ ପାଣି ଛଡେଇ ଦେଇଥିଲା , ମଧ୍ୟପ୍ରଦେଶର ନିଜମରେ ଆକାଶ ଓ ଭାରତୀ କୋର୍ଟରେ ବିବାହ କରିଥିଲେ | ଆକାଶ ଓ ଭାରତୀ ଦୁହେଁ ବାଂଛଡା ସମୁଦାୟର ଅଟନ୍ତି , ସେ ବାଂଛଡା ସମୁଦାୟ ଯେଉଁଠି ମାଲବା ନାବାଳିକା ଛୁଆଙ୍କୁ ବୈଶ୍ୟାବୃତ୍ତିର ଦାଗ ଲଗାଯାଇଥାଏ , କୁହାଯାଏ କି ମାଲବାର ନିମଚ, ମନ୍ଦସୋର, ଓ ରତଲାମ ଜିଲ୍ଲାରେ ପ୍ରାୟ ୬୮ ଗାଁ ରେ ବାଂଛଡା ସମୁଦାୟ ୨୫୦ ଜଣ ସମୁଦାୟ ଅଛନ୍ତି , ଯେଉଁଠି ଖୋଲାରେ ବୈଶ୍ୟାବୃତ୍ତି ହୋଇଥାଏ , ଏହି ସମୁଦାୟ ଛୋଟ ଝିଅକୁ ଦେହ ବ୍ୟାପାର ପଠାଇବା ପାଇଁ ଆଉ କେହି ନୁହେଁ ବରଂ ନିଜ ବାପା ମା ଥାନ୍ତି
ମହୁ ନିମଚ ହାଇ ୱେ ଆଖପାଖ କିଛି ଟଙ୍କା ପାଇଁ ଛୋଟ ଛୁଆଙ୍କୁ ଏହି କାମ ପାଇଁ ପଠାଯାଇଥାଏ , ଏହା ବହୁତ ସମୟ ହେଲା ଚାଲିଆସୁଛି , କିନ୍ତୁ ଏହାକୁ ବନ୍ଧ କରିବାପାଈଁ କିଛି ପ୍ରୟାସ କରାଯାଇନାହିଁ , ଆଜ୍ ତକ୍ ରିପୋର୍ଟ ଅନୁସାରେ ବାଂଛଡା ସମୁଦାୟରେ ନାବାଳିକ ଝିଅମାନେ ଏହି ଜୀବନରୁ ବଞ୍ଚିବାପାଇଁ ନିଜକୁ ଠିକ୍ କରିନେଲେ , ଆକାଶ ଏଥିପାଇଁ ଫ୍ରିଡମ୍ ଫର୍ମ ନାମରେ ଏକ ଏନ୍ ଜିଓ ସହ ମିଶି କାମ କରିବାକୁ ଲାଗିଲା , ଏନ୍ ଜିଓ ରେ ମିଶି ସେ ପ୍ରାୟ ୬୦ ଜଣ ଝିଅ ମାନଙ୍କୁ ଦେହ ବ୍ୟାପାରରୁ ରକ୍ଷା କରିପାରିଥିଲା
ଆକାଶ ତିନି ବର୍ଷ ପୂର୍ବରୁ ଏକ ରେସକ୍ୟୁ ମିଶନ୍ ବେଳେ ତାର ସାକ୍ଷାତ ଭାରତୀ ସହ ହୋଇଥିଲା , ସେହି ସମୟରେ ସେ ନାବାଳିକ ଭାରତୀ ତାଙ୍କୁ କହିଲା କି ସେ ପଢିବାକୁ ଚାହୁଁଛି , ଓ ତାଙ୍କ ମା କିନ୍ତୁ ଦେହ ବ୍ୟାପାର କରିବାପାଇଁ ଚାହୁଁଛନ୍ତି , ଆକାଶ ବହୁ ଚେଷ୍ଟା କରି ନିମଚର ଏକ ହଷ୍ଟେଲ୍ ରେ ଭର୍ତ୍ତୀ କରାଇଲେ , ଏହା ପରେ ଆକାଶ ଓ ଭାରତୀ ମୋବାଇଲ୍ ରେ କଥା ହେଉଥିଲେ , କିନ୍ତୁ କିଛି ଦିନ ପରେ ତା ମା ତାଙ୍କୁ ହଷ୍ଟେଲ୍ ରୁ ବାହାର କରି ସେ ବେଶ୍ୟାବୃତ୍ତି ସ୍ଥାନକୁ ନେଇଗଲେ , ଭାରତୀର ମୋବାଇଲ୍ ଛଡେଇନେଲେ , ଓ ଏହା ସହ ପଞ୍ଚାୟତ ଡାକି ଆକାଶକୁ ଭାରତୀ ଠାରୁ ଦୂରେଇ ରହିବାପାଇଁ ଆଦେଶ ବି ଦେଇଥିଲେ ।
କିଛି ସମୟ ପରେ ଆକାଶ ସାହାର୍ଯ୍ୟରେ ଏନ୍ ଜିଓ ଓ ପୋଲିସ୍ ଦ୍ୱାରା ସେ ଜାଗାକୁ ଛାପା ମରାଗଲା , ଯେଉଁଠି ଭାରତୀର ମାକୁ ପାଞ୍ଚଜଣ ଝିଅଙ୍କ ସହ ଦେହ ବେପାର କରୁଥିବାର ଧରା ପଡିଥିଲା ,ଆକାଶକୁ ଭାରତୀର ବି ପତା ଲାଗିଗଲା । ଏନ୍ ଜିଓ ଜରିଆରେ ଭାରତୀ ରହିବା ବ୍ୟବସ୍ଥା ନିମଚର ଆଶ୍ରମରେ କରାଯାଇଥିଲା , ଆକାଶର ପ୍ରୟାସରୁ ଭାରତୀ ପାଠପଢା ଆରମ୍ଭ କରିଦେଇଥିଲା , ଡେରି କାରଣାରୁ ଭାରତୀକୁ ନବମ କ୍ଲାସରେ ଆଡ୍ ମିଶନ୍ ମିଳିପାରିଲା , ଭାରତୀ ଏହି ବର୍ଷ ୨୧ ଜାନୁୟାରୀ କୁ ସାବାଳିକା ହୋଇଯିବ
ଆକାଶ ଓ ଭାରତୀ ବାଂଛଡା ସମୁଦାୟରେ ଯେଉଁ ଦାଗ ଲାଗିଛି ତାକୁ ମିଟାଇବାପାଇଁ ମିଶିକରି ଫଇସଲା ନେଇଛନ୍ତି , ଓ ତାହା ସହ ବିବାହର ବନ୍ଧନରେ ବାନ୍ଧିହୋଇଯିବେ , ମଙ୍ଗଳବାର ଦିନ କୋର୍ଟରେ ଦୁହେଁ ଜୀବନ ସାଥି ହେବାର ସମୟ ଆସିଗଲା , ନିମଚର ଏସପି ମନୋଜ ସିଂ ଏହି ମଉକାରେ ଆକାଶ ଓ ଭାରତୀର ସୁଖୀ ଜୀବନର ଆଶିର୍ବାଦ ବି ଦ୍ଲେଏ , ଏସ୍ ପି କହିଲେ ବାଂଛଡା ସମୁଦାଅୟ୍ ଲୋକଙ୍କ ସହ ଏହାକୁ ପରିସମାପ୍ତି କରିବାପାଇଁ ଚେଷ୍ଟା କରାଯିବ , ଏସ୍ ପି ଙ୍କ ମୁତାବିକ ଏହି ସମୁଦାୟ ଯେଉଁ ପିଲା ପଢିବାକୁ ଚାହୁଁଛନ୍ତି ତାଙ୍କର ପୂରା ସାହାର୍ଯ୍ୟ ମିଳିପାରିବ