February 6, 2025

Odia Express

Leading Odia News Portal of Odisha

ଜୀବନ ନେଉଥିବା ବଡ ବଡ ରୋଗରେ ଅଛନ୍ତି ବଲିଉଡ ଏହି ୪ କଳାକାରମାନେ , ଶେଷରେ ଥିବା ଅଭିନେତ୍ରୀଙ୍କୁ ଏଡସ ହୋଇସାରିଲାଣି..

ବୋଲିଉଡ଼ର ମସୁର କଳାକାରଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ ସେମିତିହିଁ ଆପଣ ଜାଣିଥିବେ ସେମାନଙ୍କ ଜୀବନ ଫିଲ୍ମ ଦୁନିଆ ଭଳି ରଙ୍ଗୀନ ଅଟେ କିନ୍ତୁ ସେମାନଙ୍କ ଦୁନିଆରେ ଏମିତି କିଛି କଷ୍ଟ ଅଛି ଯାହା ସାମ୍ନାକୁ ଆସେନି , ଆପଣଙ୍କୁ କହିଦଉଚୁ ଏହି ଦୁନିଆରେ କାମ କରୁଥିବାଙ୍କ ଜୀବନରେ ଏମିତି କିଛି କଥା ଥାଏ ଯାହା ତାଙ୍କୁ ବହୁତ କଷ୍ଟ ଦେଇଥାଏ . ଆଜି ଆମେ ଆପଣଙ୍କୁ ଏପରି କିଛି କଳାକାରଙ୍କ ବିଷୟରେ କହିବୁ ଯାହାଙ୍କ ଜୀବନରେ ସେମାନେ ବହୁତ କଷ୍ଟର ସାମ୍ନା କରି ଆଉ କିଛିନା କିଛି ଜୀବନ ନେଇଯାଉଥିବା ଭଳି ରୋଗରୁ ମୁକ୍ତ ହୋଇଛନ୍ତି . ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ

 

ଅମିତାଭ ବଚନ – ତାଙ୍କୁ କିଏ ବା ନ ଯାଣେ ବୋଲିଉଡ଼ର ଜଣେ ମହାନାୟକ ରୂପେ ଲୋକ ତାଙ୍କୁ ଜାଣନ୍ତି କିନ୍ତୁ ଏମିତି କିଛି କଥା ଅଛି ଯାହା ଆପଣ ଜାଣିନାହାନ୍ତି . ତାଙ୍କ ଜୀବନର ଆରମ୍ଭରେ ଆସିଥିବା ଫିଲ୍ମ ‘ କୁଲି ‘ ର ସୁଟିଂ ସମୟରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା ଯାହା ପାଇଁ ସେ ମେଡିକାଲରେ ଭର୍ତି ହୋଇଥିଲେ . କିନ୍ତୁ ତାପରେ ତାଙ୍କର ଠିକ ହେବ ପାଇଁ କେତେ ବୋତଲ ରକ୍ତ ଚଢା ହୋଇଥିଲା କିନ୍ତୁ ସେଠି ମଧ୍ୟରୁ ଗୋଟେ ବୋତଲ ରକ୍ତ ହେପାଟାଇଟିସ ବି ଭାଇରସର ହୋଇଯାଇଥିଲା . ଯାହା ପାଇଁ ତାଙ୍କୁ ହେପାଟାଇଟିସ ଭଳି ଭୟଙ୍କର ରୋଗ ହୋଇଗଲା . ଆଉ ଏହି କାରଣ ପାଇଁ ଆଜି ୭୫% ଲିଭର ତାଙ୍କର ଖରାପ ଅଛି , ସେ ତାଙ୍କ ୨୫% ଲିଭରରେ ବଂଚୁଛନ୍ତି

 

ସୋନମ କପୁର – ଆଂଜ୍ଞା ହଁ କପୁର ପରିବାରର ଏହି ଝିଅ ଆଉ ଅଭିନେତ୍ରୀ ସୋନମ କପୁର ଏହି ସୂଚୀରେ ସାମିଲ ଅଛନ୍ତି , ସେ ଛୋଟ ବେଳୁ ସୁଗାର ରୋଗରେ ପୀଡିତ ଅଛନ୍ତି . ସୁଗାର ରୋଗରେ ପୀଡିତ ହେବାରୁ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା . ଆଜି ସେ ନିଜର ବିବାହିତା ଜୀବନ ସୁଖରେ କାଟୁଛନ୍ତି . ସେ ନିଜର ସାଙ୍ଗ ଆନନ୍ଦ ଆହୁଜାଙ୍କ ସହ ବିବାହ କରିଥିଲେ ଆଉ ବାହାଘର ବହୁତ ଚର୍ଚାରେ ହୋଇଥିଲା

 

ସୋନାଲି ବିନ୍ଦ୍ରେ – ଆପଣମାନେ ଜାଣିଥିବେ ବର୍ତମାନ ସମୟରେ ସୋନାଲି ବିନ୍ଦ୍ରେ ଙ୍କୁ କର୍କଟ ରୋଗ ହେଇଥିଲା | ଏହାର ସୁ ଚିକିସ୍ୟ ପରେ ସେ ଏବେ ଭଲ ହେଇ ଘରକୁ ଫେରିଛନ୍ତି

 

ସଲମାନ ଖାନ – ଆଂଜ୍ଞା ହଁ ବୋଲିଉଡ଼ର ଦବଂଗ ଖାନ ଭାବେ ପରିଚିତ ସଲମାନ ଖାନ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ . ଆପଣ ଜାଣିନଥିବେ କିନ୍ତୁ ସଲମାନ ଖାନ ଯେଉଁ ରୋଗରେ ପୀଡିତ ଅଛନ୍ତି ସେହି ରୋଗକୁ ଟ୍ରାଇଜମିନାଲ ନୁରେଲଜିୟା ନାମେ ଜାଣନ୍ତି . ଡାକ୍ତରଙ୍କ ଅନୁସାରେ ଏହି ରୋଗରେ ପୀଡିତ ମଣିଷ ଶୋଇବା ସମୟରେ ବହୁତ କଷ୍ଟ ଭୋଗିଥାନ୍ତି .

 

ନିଶା ନୁର – ନାମିଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ଥିବା ନିଶା ନୁର ମଧ୍ୟ ଏହିପରି ରୋଗରେ ପୀଡିତ ହୋଇସାରିଛନ୍ତି , ତାଙ୍କୁ ଏଡସ ଭଳି ଗମ୍ଭୀର ରୋଗ ହୋଇଥିଲା . ଏହି ଭଳି ରୋଗରେ ଆସିବା ପରେ ସେ ବର୍ଷ ୨୦୦୭ରେ ତାଙ୍କର ମୃତୁ ହୋଇଗଲା . ୮୦ଦଶକରେ ସବୁଠୁ ବଡ କଳାକାର ଥାଇ ଜୀବନର ଅନ୍ତିମ ସମୟରେ କେହି ନଥିଲେ ଯିଏ ତାଙ୍କ ଧ୍ୟାନ ରଖିବା ଆଉ ଏହାର ପରିଣାମ ବହୁତ କଷ୍ଟକର ମୃତୁ ହେଲା<

Leave a Reply

Your email address will not be published. Required fields are marked *