September 19, 2024

Odia Express

Leading Odia News Portal of Odisha

25 ମାର୍ଚ୍ଚ ୨୦୨୩ ଶନିବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ ଟି,ଏମାନଙ୍କ ପାଇଁ ବଡ ଖୁସି ର ଦିନ ରହିବ

ମେଷ ରାଶି:- ନିଜର ଲୋକମାନେ ଅସୁବିଧାରେ ପକାଇ ପାରନ୍ତି।ଅନ୍ୟ ମାନଙ୍କ ସେଥିରେ ଖୁସି ବାଣ୍ଟିଲେ ସ୍ବାସ୍ଥ୍ୟ ଅଧିକ ଭଲ ରହିବ।ଆପଣଙ୍କୁ ଆପଣଙ୍କ ସମୟ ଭଗବାନଙ୍କ ନାମ ଜପିବା ସହିତ କର୍ମ କରି ଅତିବାହିତ କରିବା କଥା। କିଛି ଲୋକଙ୍କୁ ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଲାଭ ମିଳିପାରେ।

ବୃଷ ରାଶି:- ଆର୍ଥିକ ସମସ୍ୟା ପାରିବାରିକ ଆବଶ୍ୟକତାକୁ ଅଟକାଇପାରେ। ଆପଣ ଆଜି ଆନନ୍ଦ ଓ ଖୁସି ଅନୁଭବ କରିବେ।ଆପଣ ନିଜର ବ୍ୟବସାୟରେ ନୂତନ ଭାଗିଦାରୀଙ୍କୁ ଯୋଡିବା ଆଗରୁ ଭଲ ଭାବରେ ଚିନ୍ତା କରିବା ଆବଶ୍ୟକ। ଜୀବନରେ କିଛି କୌତୁହଳ କାମ ଖୋଜିବା ପାଇଁ ପ୍ରୟାସ କରନ୍ତୁ।

ମିଥୁନ ରାଶି:- ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବ। କାମ ପାଇଁ ନିଜର ସମ୍ପର୍କିତ ଲୋକଙ୍କ ସାହାଯ୍ୟ ପାଇବେ। ଆଜି ଆପଣ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। କାର୍ଯ୍ୟ ସ୍ଥାନରେ ସବୁ ବହୁତ ଭଲ ଅତିବାହିତ ହେବ।

କର୍କଟ ରାଶି:- କର୍ମ କ୍ଷେତ୍ରରେ ଧର୍ଯ୍ୟ ଓ ସହନଶୀଳତା ସହିତ କାର୍ଯ୍ୟ ସମ୍ପାଦନା କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଯାଇପାରେ। ସନ୍ଧ୍ୟାରେ ରୋଷେଇ ହେବା ଜିନିଷର କିଣା କିଣି ହେବାରୁ ଆପଣ ବିରକ୍ତ ରଖିବେ। ସହଯୋଗୀମାନଙ୍କ ସାହାଯ୍ୟ ପାଇବେ।

ସିଂହ ରାଶି:- ସଭା ସମିତିରେ ଶେଷ ସମୟରେ ନିଷ୍ପତି ବଦଳାଇ ସମାଲୋଚିତ ହୋଇ ପାରନ୍ତି। ଆଜି ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରି ପାରିବେ। ଆପଣଙ୍କ ପ୍ରେମକୁ ଗ୍ରହଣ ନ କରିପାରନ୍ତି। ଆପଣ ଆଜି ନିଜର ମନ ପସନ୍ଦର କାମ କରିବା ପାଇଁ ପସନ୍ଦ କରିବେ।

କନ୍ୟା ରାଶି:- ଲେଖା ପଢା କ୍ଷେତ୍ରରେ ଶୁଭ ଫଳ ପାଇବେ।ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ଆପଣଙ୍କୁ ଆଜି ଅଚାନକ ଅଧିକ ଲାଭ ମଧ୍ୟ ମିଳିପାରେ। ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କିଛି ଲୋକଙ୍କ ବିବାହ ଠିକ ହୋଇପାରେ। ଆଜି ଆପଣ ନିଜର ଘରଲୋକଙ୍କୁ ସମୟ ଦେବା ପାଇଁ ଯୋଜନା କରିବେ।

ତୁଳା ରାଶି:- ଆପଣ ପ୍ରତିଦ୍ବନ୍ଦିତା କରିଲେ ଅପଦସ୍ତ ହେବେ ବିବାଦୀୟ କଥାରେ ମୁଣ୍ଡ ନ ପୁରାଇବା ଭଲ। ଯଥା ଶୀଘ୍ର ରୋଗରୁ ମୁକ୍ତି ପାଇବେ।

ବିଛା ରାଶି:- ବହୁତ ଦିନରୁ ଅଟକି ଥିବା ଅର୍ଥ ଆପଣଙ୍କୁ ମିଳିବ।ବଡ଼ ବ୍ୟବସାୟ କରିବା ସମୟରେ ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ଅଟେ।

ଧନୁ ରାଶି:- ପ୍ରଶାସନିକ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବା ପାଇଁ ବିଳମ୍ବ ହେବ। ଆପଣ ବେଗ ବଢାଇ ନିଜର ନିଷ୍ପତି ନେବା ଆବଶ୍ୟକ।

ମକର ରାଶି:- ପ୍ରତିରୋଧ ଓ ପ୍ରତିବନ୍ଧକ କାରଣରୁ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତିକରିବେ। ଯାତ୍ରା ଓ ବନ୍ଧୁମାନଙ୍କ ସହିତ ମିଶିବା ଯୋଗୁ ଆପଣ ଖୁସି ରହିବେ।

କୁମ୍ଭ ରାଶି:- ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ପତ୍ନୀଙ୍କ ସହିତ କଳହ ହୋଇପାରେ। ନିବେଶ କରିବା ଆପଣଙ୍କ ପାଇଁ ଅନେକ ଉପକାରୀ ରହିବ।

ମୀନ ରାଶି:- ଆର୍ଥିକ ସ୍ଥିତି ଓ ସାମାଜିକ ପ୍ରଗତି ପୂର୍ବ ପରି ଭଲ ରହିବ। ଆଜି ସାମାଜିକ ଓ ମାନସିକ ଚାପରୁ ମୁକ୍ତି ରହିବା ଆବଶ୍ୟକ। ପାରିବାରିକ ସମସ୍ୟାରେ ଧ୍ୟାନ ଦିଅନ୍ତୁ। ଆଜି ଆପଣ ଯାହା ସଂଯୁକ୍ତ ନିବେଶ କରିବେ ଏହା ଆପଣଙ୍କ ପାଇଁ ଅଧିକ ଲାଭକାରୀ ସାବ୍ୟସ୍ତ ହୋଇପାରିବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ସତ କର୍ମ କରନ୍ତୁ, ସତ ପଥରେ ରୁହନ୍ତୁ, ନ୍ୟାୟରେ ରୁହନ୍ତୁ, ପ୍ରଭୁଙ୍କ କୃପା ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *