September 19, 2024

Odia Express

Leading Odia News Portal of Odisha

ସେହି ସାଗରର ନାଁ କୁହ ଯେଉଁଠି ମଣିଷ ବୁଡିପାରେ Nahi,ଆଇଏଏସ୍ ଙ୍କ ଏହି ଅଜବ ପ୍ରଶ୍ନକୁ କଣ ଆପଣ ଦେଇପାରିବେ ଜବାବ୍

କୁହନ୍ତି କି ମଞ୍ଜିଲ୍ ସେମିତି ମୁସକିଲ୍ ହୋଇଥାଏ । କିନ୍ତୁ ସେଠାକୁ ପହଞ୍ଚିବା ମୁସକିଲ୍ ହୋଇନଥାଏ । ଯଦି ଆପଣ ସଚ୍ଚା ମନରେ ପ୍ରୟାସ କରିବେ ତେବେ ଆପଣ ନିଶ୍ଚିତ ସଫଳତା ପାଇପାରିବେ । କହିଦେବୁ କି ବେରୋଜଗାରିର ଏହି ସମୟରେ ସବୁ ବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ଆଇଏଏସ୍ ହେବାର ସ୍ୱପ୍ନ ଦେଖିଥାନ୍ତି, ଏହି ସ୍ୱପ୍ନକୁ ସତ କରିବା ସହଜ ହୋଇନଥାଏ କାରଣ ୟୁପିଏସସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷାରୁ ଗୋଟେ ବୋଲି ଜଣାଯାଏ ।

ଏମିତିରେ ଏହାକୁ ପାସ୍ ହେବା ପାଇଁ ଦିନ ରାତି କଡା ପରିଶ୍ରମ କରିବାକୁ ପଡିଥାଏ, ୟୁପିଏସସି କଥା କହିଲେ ଆଇଏଏସ୍ ଓ ଆଇପିଏସ୍ ହେବା ପାଇଁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ବହୁତ ପରିଶ୍ରମର ଦରକାର ପଡେ , ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସବୁ ବର୍ଷ ଭାରତରେ ଲକ୍ଷାଧିକ ଯୁବା ଏହି ପରୀକ୍ଷାର ପ୍ରସ୍ତୁତି ପାଇଁ ପରୀକ୍ଷା ଦିଅନ୍ତି ।

କିନ୍ତୁ ସେଥିରୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ଆଇପିଏସ୍ ଓ ଆଇଏଏସ୍ ଚେୟାରକୁ ପାଇବାରେ ସଫଳତା ଅର୍ଜନ କରିପାରନ୍ତି । ଲିଖିତ ଓ ମୌଖିକ ଚରଣରେ ହେଉଥିବା ଏହାର ଦୁଇ ପ୍ରକାରର ପରୀକ୍ଷା ଭଲ ଭଲ ବିଦ୍ୟାର୍ଥୀଙ୍କୁ କନଫ୍ୟୁଜ୍ କରିଦେଇଥାଏ, ଏଠାରେ ମୁଣ୍ତକୁ ଘୁମାଇଦେଲା ଭଳି ପ୍ରଶ୍ନ ପଚାରାଯାଏ। ଯାହାର ଜବାବ୍ ଦେଇପାରିବା ସମସ୍ତଙ୍କ ପକ୍ଷେ ସଂମ୍ଭବପର ହୋଇନଥାଏ, ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହାର ଜବାବ୍ ଦେବା ବହୁତ ମୁସକିଲ୍ ଭରା ହୋଇଥାଏ ।

୧) ପ୍ରଶ୍ନ- ସେହି ପଠାର୍ ର ନାଁ କୁହ ଯାହାକୁ ଏସିଆର ଛାତ ବୋଲି କୁହାଯାଏ ?

ଉତ୍ତର- ପାମୀର୍ ର ପଠାର୍ ଏସିଆର ଛାତ ବୋଲି କୁହାଯାଏ ।

୨) ଭାରତୀୟ ରେଳ ଡିଜେଲ୍ ଇଞ୍ଜିନ୍ ବିନିର୍ମାଣ ଇକାଇ କେଉଁଠି ଅଛି ?

ଉତ୍ତର- ଭାରତୀୟ ରେଳ ଡିଜେଲ୍ ଇଞ୍ଜିନ୍ ବିନିର୍ମାଣ ଇକାଇ ଉତ୍ତର ପ୍ରଦେଶର ବାରାଣାସୀ ଜିଲ୍ଲାରେ ମହଜୁଦ୍ ଅଛି ।

୩) ଭାରତର ଶେଷ ମୋଗଲ୍ ଶାସକ ବାହାଦୁର୍ ଶାହ୍ ଜଫର୍ ଙ୍କ ମୃତ୍ୟୁ କେଉଁଠି ହୋଇଥିଲା ?

ଉତ୍ତର- ବାହାଦୁର୍ ଶାହ୍ ଜଫର୍ ଙ୍କ ମୃତ୍ୟୁ ବର୍ମାର ରଙ୍ଗୁନ୍ ଜିଲ୍ଲାରେ ହୋଇଥିଲା ।

୪) ଯଦି ଗୋଟେ କବାଟ ବନାଇବାରେ ୮ ଜଣ ପୁରୁଷ ୨ ଦିନର ସମୟ ନିଅନ୍ତି, ତେବେ ସେହି କବାଟକୁ ୪ଟି ଲୋକ କେତେ ଦିନରେ ବନାଇପାରିବେ ?

ଉତ୍ତର- ବିଲକୁଲ୍ ସମୟ ଲାଗିବ ନାହିଁ କାରଣ ସେହି ଲୋକକୁ ପୁର୍ବରୁ ୨ଟି ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇସାରିଥିବ ।

୫) ଗୋଟେ ମିନିଟ୍ ରେ ୬୧ ସେକେଣ୍ତ ହୋଇଥାଏ କି ?

ଉତ୍ତର- ହ୍ଁ ଆଜ୍ଞା ହୋଇପାରେ କି କାରଣ ସବୁ ବର୍ଷ ୨ ମିନିଟ୍ ଏମିତି ଆସିଥାଏ, ଯେଉଁଥିରେ ସବୁ ମିନିଟ୍ ୬୧ ସେକେଣ୍ତ ହୋଇଥାଏ ।

୬) ଗୋଟେ ମଣିଷ ଗୋଟେ ଦିନ ବିନା ଶୋଇ କିପରି ରହିପାରିବ ।

ଉତ୍ତର- କାରଣ ସେ ରାତିରେ ନିଜର ନିଦ୍ରା ପୁରା କରିଦେଉଥିବ ।

୭) ଚାହା ପିଇବା ପରେ ପାଣି ସଙ୍ଗେ ସଙ୍ଗେ କଣପାଇଁ ପିଇବା ଉଚିତ୍ ନୁହେଁ ?

ଉତ୍ତର- କାରଣ ଚାହା ପିଇବା ପରେ ପାଣି ଧିରେ ଧିରେ ଆମର ପାଚନ ତନ୍ତ୍ର ଗଡବଡି କରିପାରେ, ଓ ତାହା ସହ ଦାନ୍ତରେ ପାଇରିଆ ହୋଇପାରେ ।

୮) ଦୁନିଆଁର ସବୁଠାରୁ ବଡ ମନ୍ଦିର କେଉଁଠି ଅଛି ? ଉତ୍ତର-କମ୍ବୋଡିଆର ଅଙ୍କୁର୍ ରେ ଦୁନିଆଁରେ ବଡ ମନ୍ଦିର ଅଛି ।

୯) ସେହି ସାଗରର ନାଁ କୁହ ଯେଉଁଥିରେ କେହି ବି ବୁଡିପାରିବ ନାହିଁ ?

ଉତ୍ତର- ମୃତ ସାଗରରେ କିଏ ହେଲେ ବି ବୁଡିପାରିବ ନାହିଁ ।

Leave a Reply

Your email address will not be published. Required fields are marked *