October 18, 2024

Odia Express

Leading Odia News Portal of Odisha

ତୁରନ୍ତ ଛାଡିଦିଅନ୍ତୁ ଏହି ୫ ଟି Habits, ନହେଲେ ଜଲଦି ହୋଇଯିବେ ବୁଢା, ଦେଖନ୍ତୁ ଏହି ଲକ୍ଷଣ ତ ଆଜି ହିଁ ସୁଧାରି ନିଅନ୍ତୁ

ଏହି ଦୁନିଆଁରେ ଏମିତି କେଉଁ ବ୍ୟକ୍ତି ନଥିବ, ଯିଏ ଏହା ଚାହୁଁଥିବ କି ସେ ଜଲଦି ବୁଢା ନଜର ଆସୁ, ସମସ୍ତେ ୟଙ୍ଗ୍ ଓ ଫିଟ୍ ଦେଖାଯିବାକୁ ଚାହଁନ୍ତି, ଲୋକେ ଏହା ଚାହଁନ୍ତି କି ସେ ନିଜ ବୟସରୁ କିଛି ବର୍ଷ କମ୍ ଦେଖାଯାଆନ୍ତୁ, ଲୋକେ ନିଜ ଚେହେରାରେ କିଛି ଚିହ୍ନକୁ ଲୁଚାଇବା ପାଇଁ ବଜାରରେ ଥିବାମହଙ୍ଗା କ୍ରିମ୍ ଓ ମଶ୍ଚରାଇଜର୍ ବ୍ୟବହାର କରିଥାନ୍ତି, କିନ୍ତୁ ଯେପରି ଆମେ ବୁଢା ହେବାକୁ ଲାଗିଥାଉ ତେବେ ଆମର ଚେହେରାରେ କିଛି ଭାଗରେ ପ୍ରଭାବ ଅଧିକା ବେଗରେ ବଢିବାକୁ ଲାଗିଥାଏ ।ଲୋକେ ନିଜ ବଢୁଥିବା ବୟସର ପ୍ରଭାବ ଅଧିକା ନଦେଖାଯିବାପାଇଁ ସଠିକ୍ ଡାଇଟ୍ ସହାରା ନିଅନ୍ତି, ଓ ନିଜ ଏହି ଅଭ୍ୟାସକୁ ଭାଗ ବନାଇନିଅନ୍ତି

କିନ୍ତୁ କିଛି ଅଭ୍ୟାସ ଏପରି ହୋଇଥାଏ ଯାହା ଆମକୁ ଫିଟ୍ ରଖିବା ପରିବର୍ତ୍ତେ ଏଜିଙ୍ଗ୍ ପ୍ରୋସେସ୍ କୁ ଆହୁରି ଅଧିକା ବଢାଇଦିଏ, ଏତିକି ନୁହେଁ ବରଂ ଆମର ସ୍ୱାସ୍ଥ୍ୟରେ ଏହାର ପ୍ରଭାବ ଖରାପ ପଡିଥାଏ, ଏହି କିଛି ଖରାପ ଅଭ୍ୟାସର କାରଣରୁ ଲୋକେ ସମୟ ଥିବା ସମୟରେ ବୁଢା ନଜର ଆସନ୍ତି । ଯଦି ଆପଣ ସମୟ ପୁର୍ବରୁ ବୁଢା ଦେଖାଯିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କୁ ଜଲଦି କିଛି ଖରାପ ଅଭ୍ୟାସକୁ ଛାଡିବାକୁ ହେବ, ଏହି ଲେଖ ମାଧ୍ୟମରେ ଆମେ ସେହି ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ସମୟର ପୁର୍ବରୁ ବୁଢା ବନାଇଦିଏ, ଯେତେ ଜଲଦି ହୋଇପାରିବ ଏହାକୁ ସୁଧାରି ନିଅନ୍ତୁ ।

ବହୁତଥର ଦେଖାଯାଇଛି କି ଲୋକେ ଶାରରୀକ ବ୍ୟାୟାମ୍ କୁ ଅଣଦେଖା କରିଦିଅନ୍ତି, ଏହି ଖରାପ ଅଭ୍ୟାସ ମଣିଷକୁ ଶାରରୀକ ରୁପରେ ରୋଗାଗ୍ରସ୍ତ୍ କରାଇଦିଏ, ଏଥିରେ ଏଜିଙ୍ଗ୍ ପ୍ରୋସେସ୍, ଆପେ ଆପେ ଅଧିକା ବଢିବାକୁ ଲାଗେ, ଯଦି କେଉଁ ଲୋକ ଲଗାତାର ବସିରହେ, ତେବେ ଶାରରୀକ ବ୍ୟାୟାମ ହୋଇପାରେ ନାହିଁ, ତେବେ ସେ ମୋଟାପାର ଶିକାର ହୋଇଥାଏ, ଯେପରି ବୟସ ବଢିଥାଏ, ତେବେ ଶାରରିକ ଅସୁବିଧା ଦେଖାଯାଏ ।

ଅଧିକା ଚିନ୍ତା ନେବା କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ, ଯଦି ଆପଣ ଅଧିକା ଚିନ୍ତା କରୁଛନ୍ତି ତେବେ ଏଥିରେ ଜଲଦି ବୁଢା ଦେଖାଯିବେ, ଯଦି ଆପଣ ସୁସ୍ଥ୍ୟ ରହିବାକୁ ଚାହୁଁଛନ୍ତି ତେବେ ଚିନ୍ତାରୁ ଦୁରେଇ ରୁହନ୍ତୁ ।

ଯଦି କେଉଁ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣର ନିଦ୍ରା ନନିଏ, ତେବେ ଏହା ବହୁତ ବଡ ସମସ୍ୟା ହୋଇପାରେ, ଏହାର କାରଣରୁ ଚିନ୍ତା ବଢିଯାଏ, ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ, ଯଦି ଆପଣ ପର୍ଯ୍ୟାପ୍ତ ପରିମାଣର ନିଦ୍ରା ନେବେ ତେବେ ଏହା ଏଜିଙ୍ଗ୍ ପ୍ରୋସେସ୍ କୁ ସ୍ଲୋ କରିଦେଇଥାଏ ।

ବହୁତଥର ଦେଖାଯାଈଛି କି କିଛି ଲୋକ ଯଦି ଟିକିଏ ବି ଚିନ୍ତାଗ୍ରସ୍ତ ହୋଇଗଲେ ତେବେ ସେ ନିଜ ଚିନ୍ତାକୁ ଦୁରେଇବାକୁ ଯାଇ ଆଲକୋହଲ୍ କିମ୍ବା ସିଗାରେଟ୍ ପରି ଜିନିଷର ସେବନ କରିବସନ୍ତି, କିନ୍ତୁ ଏହି ଅଭ୍ୟାସ ଠିକ୍ ନୁହେଁ ଯଦି ଏହି ନିଶାଯୁକ୍ତ ଜିନିଷକୁ ଲଗାତାର ଅଧିକା ମାତ୍ରାରେ ସେବନ କରିବେ ତେବେ ଆମେ ବୁଢାପା ଜଲଦି ଆସିପାରେ, ସେଥିପାଇଁ ଏହିଥିରୁ ଦୁରେଇ ରୁହନ୍ତୁ ।

ଯଦି ଆମର ଖାଦ୍ୟପେୟ ସଠିକ୍ ନାହିଁ ତେବେ ଆମର ଶରିର ପୁର୍ବ ଅପେକ୍ଷା ଅଧିକା ବୁଢା ଦେଖାଯିବାକୁ ଲାଗେ, ମହଜୁଦା ସମୟରେ ପ୍ରୋସେଡ୍ ଫୁଡ୍, ସୋଡା, ଓ ଜଙ୍କ୍ ଫୁଡ୍ ଆମର ଜୀବନର ଏକ ଭାଗ ହୋଇସାରିଛି, ଭୁଲ୍ ଖାଦ୍ୟପାନୀୟ କାରଣରୁ ପାଚନରେ ବହୁତ ପ୍ରକାରର ରୋଗ ହୋଇଥାଏ, ବହୁତରୋଗର ବିପଦ ବି ରୁହେ, ଯଦି ଆପଣ ଯୁବା ଓ ଫିଟ୍ ରହିବାକୁ ଚାହୁଁଚନ୍ତି ତେବେ ହେଲଦି ଡାଇଡ୍ ନିଅନ୍ତୁ, ଓ ଆମର ସ୍ୱାସ୍ଥ୍ୟକୁ ସୁଦୃଢ କରାନ୍ତୁ ।

Leave a Reply

Your email address will not be published. Required fields are marked *