October 18, 2024

Odia Express

Leading Odia News Portal of Odisha

ଝିଅର ବାହାଘରରେ ବାପା ଛାପିଲେ ଅନୋଖା ବାହାଘର Card ପଢିକରି ଲୋକେ କରିବାକୁ ଲାଗିଲେ ପ୍ରଶଂସା,ଦେଖିଲେ ଆପଣ ହେଇଯିବେ ଖୁସି…

ସୋସିଆଲ୍ ମୀଡିଆରେ ଆସିବା ଦିନରୁ କିଛି ନା କିଛି ଖବର କିମ୍ବା ଫଟୋ ଭାଇରାଲ୍ ହୋଇଥାଏ, କିନ୍ତୁ ଏହି ଦିନରେ ବିହାରର ଗୟା ଜିଲ୍ଲାରେ ଏକ ବାହାଘରର କାର୍ଡର ଫଟୋ ବହୁତ ଭାଇରାଲ୍ ହୋଇଛି, ଏହା ଏଥିପାଇଁ କାରଣ ଏହି ବାହାଘର କାର୍ଡରେ ସାମିଲ୍ ହୋଇଥିବା ଲୋକଙ୍କ ପାଇଁ ଏକ ସ୍ପଷ୍ଟ ନିର୍ଦ୍ଧେଶ ଲେଖାଯାଇଥିଲା, ଏହା ଲେଖାଯାଇଥିଲା କି ବାହାଘରରେ ସାମିଲ୍ ହେବା ପୁର୍ବରୁ ମଦ ପିଇକରି ନ ଆସନ୍ତୁ, ଓ ନା ହିଁ ହତିଆର ନେଇକରି ବାହାଘର ହେଉଥିବା ପ୍ରବେଶ ସ୍ଥାନରେ ଆସନ୍ତୁ, ଗୟାର ଗେବାଲବିଧା ମୋହଲାରେ ରହୁଥିବା ଭୋଲା ଯାଦବ ଏକ ସାମାଜିକ କାର୍ଯ୍ୟକର୍ତ୍ତା ରୁପରେ କାମ କରନ୍ତି, ଏହାକୁ ନେଇକରି ନିଜ ଝିଅର ବାହାଘର କାର୍ଡରେ ଏହା ଲେଖିଥିଲେ, ବାହାଘରରେ ମଦ ପିଇକରି ଆସିବା ମନା ଏହାକୁ ନେଇ ଏହି ଦିନ ସୋସିଆଲ୍ ମୀଡିଆରେ ବହୁତ ଚର୍ଚ୍ଚା ହେଉଛି ।

ସରକାରୀ ପାଇଁ କହିଦେବୁ କି ୧୬ ଫେବୃୟାରି ମାନେ ଗତ ଦିନରେ ଭୋଲାରାମଙ୍କ ଝିଅର ବାହାଘର ସଂପନ୍ନ ହୋଇଥିଲା, ଏମିତିରେ ସାମାଜିକକାର୍ଯ୍ୟକର୍ତ୍ତା ନିଜ ଝିଅର ବାହାଘର କାର୍ଡରେ କିଛି ଏମିତି ନିର୍ଦ୍ଧେଶ ଲେଖିଥିଲେ ଯାହାକୁ ପଢିବାପରେ ସବୁ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି, ଓ ତାଙ୍କ କାର୍ ଉପରେ ଲେଖାହୋଇଥିଲାକି ବାହାଘର ଜାଗାରେ ହତିଆର ନେଇକରି ଆସିଲେ ଏଣ୍ଟ୍ରି ମିଳିବ ନାହିଁ, ଓ ମଦ୍ ପିଇକରି ଆସିବା ନିଷେଧ

ସେ ଏହି ବିଷୟରେ କହିଲେ କି ତାଙ୍କ ପ୍ରଥମ ଓ ବଡ ଝିଅର ବାହାଘର ଅଟେ, ବାହାଘରରେ ସାମିଲ୍ ହେଇଥିବା ଅତିଥିଙ୍କୁ ଫୋନ୍ ରେ ଏହି ବିଷୟରେ କୁହାଯାଇଥିଲା, ଓ ତାହା ସହ ବାହାଘର କାର୍ଡରେ ବି ଏହି ସବୁ ନିର୍ଦ୍ଧେଶ ଲେଖିକରି ଅତିଥିଙ୍କୁ ସୁଚେଇଦିଆଯାଇଥିଲା, ଭୋଲା ଯାଦବ ଜିଲ୍ଲାରେ ମଦ ବନ୍ଦ ଆଇନ୍ କୁ ଧ୍ୟାନରେ ରଖି ଏମିତି କରିଥିଲେ ।

ଭୋଲା ଯାଦବ କହନ୍ତି କି ତାଙ୍କ ଝିଅର ବାହାଘର ବିନା ଯୌତୁକରେ ହେବାକୁ ଯାଉଛି, ବିବାହରେ ସାମିଲ୍ ହେଉଥିବା ଅତିଥିଙ୍କୁ ଏହା ଅନୁରୋଧ କରାଯାଉଛି କି ଯାହାଙ୍କ ପାଖରେ ଲାଇସେନ୍ସ ବାଲା ହତିଆର ଅଛି, ସେ ସେହି ହତିଆରକୁ ଗାଡିରେ ରଖିକରି ବିବାହରେ ସାମିଲ୍ ହେବେ, ଭୋଲାରାମ୍ ନିତିଶ୍ କୁମାରଙ୍କ ମଦ ବନ୍ଦ ନିୟମକୁ ବହୁତ ପ୍ରଭାବିତ ହୋଇଛନ୍ତି

ଏହି ଆଇନ୍ ତାଙ୍କୁ ପ୍ରେରଣା ଦେଇଛି, କେଉଁ ବାହାଘର କିମ୍ବା ପାର୍ଟିରେ ମଦ ପିଇକରି ସାମିଲ୍ ହେବା କେଉଁ ସାନ୍ ଦେଖାଇବାର ଉଚିତ୍ ନୁହେଁ ବରଂ ଏହା ଭୁଲ୍ ଅଟେ, ବାହାଘର ଏକ ପାରିବାରିକ ମାହୋଲ୍ ହେବା ଉଚିତ୍, ଓ ପାରିବାରିକ ମାହୋଲରେ ମଦ ଓ ଅନ୍ୟ କେଉଁ ଭୁଲ୍ କାମ ହେବା ଉଚିତ୍ ନୁହେଁ ସେ ନିଜ ଝିଅର ବାହାଘର ପାଇଁ ଏମିତି ନିର୍ଦ୍ଧେଶ ଜାରି କରିଥିଲେ ।

ସେମିତି ଏହି କଥାକୁ ନେଇକରି ଭୋଲା ଯାଦବଙ୍କ ସ୍ତ୍ରୀ କହନ୍ତି କି ମଦ ବନ୍ଦ କାନୁନ୍ ମହିଳାଙ୍କୁ ଅଧିକା ଫାଇଦା ଦେଉଛି, କାରଣ ଘରେ କେଉଁ ମଦୁଆ ହୋଇଥାଏ, ତେବେ ମହିଳାଙ୍କ ପାଇଁ ବେଶୀ ହଇରାଣ ହେବାକୁ ପଡିଥାଏ, ତାହା ସହ ପରିବାର ଓ ଛୁଆ ପିଲାଙ୍କୁ ଏହା ଖରାପ ପ୍ରଭାବ ପକାଇଥାଏ, ସେମିତି ଗୟା ଉତ୍ପାଦ ବିଭାଗର ସହାୟକ ଆୟୁକ୍ତ ପ୍ରେମ ପ୍ରକାଶକହନ୍ତି କି ବାହାଘର କାର୍ଡରେ ଏହି ପ୍ରକାରର ନିର୍ଦ୍ଧେଶ ଛପାଇବା ପ୍ରକୃତରେ ପ୍ରଶଂସନୀୟ ଯୋଗ୍ୟ, ଏହି ପରି ସମାଜକୁ ଏକ ଭଲ ବାର୍ତ୍ତା ଦିଆଯାଇଛି ।

Leave a Reply

Your email address will not be published. Required fields are marked *