October 22, 2024

Odia Express

Leading Odia News Portal of Odisha

ଅହଂକାରରେ ବୁଡି ରହି ରାତାରାତି ଷ୍ଟାର୍ ହୋଇଯାଇଥିଲେ Ranu Modal, ଏବେ ଏପରି ଚଳୁଛନ୍ତି ନିଜ ଜୀବନ

ସୋସିଆଲ୍ ମିଡିଆ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ ଏହା ଏକ ଏପରି ପ୍ଲାଟଫର୍ମ ଅଟେ ଯେଉଁଠି ଲୋକେ ରାତାରାତି ଷ୍ଟାର୍ ହୋଇପାରିବେ, ଏମିତି କିଛି ରାନୁ ମଣ୍ତଲଙ୍କ ସହ ହୋଇଥିଲା । ସେ ଲତା ମଙ୍ଗେସକରଙ୍କ ଏକ ଗୀତ ପ୍ୟାର୍ କ୍ ନଗମା ହୈ ଗାଇକରି ବହୁତ ଭାଇରାଲ୍ ହୋଇଥିଲେ । କହିଦେବୁ କି ଷ୍ଟେସନରେ ବସି ଭିକ ମାଗୁଥିବା ରାନୁ ମଣ୍ତଲ ପ୍ୟାର୍ କା ନଗମା ହୈ ଗୀତକୁ ଗାଇକରି ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲେ, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏବେ ରାନୁ ମଣ୍ତଲ ଏବେ କେଉଁଠି ଅଛନ୍ତି, ଓ କଣ କରୁଛନ୍ତି

ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା । ରାନୁ ମଣ୍ତଳ ଭାଇରାଲ୍ ହେବାପରେ ମ୍ୟୁଜିକ୍ କମ୍ପୋଜର୍ ଓ ହିମେଶ୍ ରେଶମିଆ ତାଙ୍କୁ ନିଜ ଫିଲ୍ମ ହ୍ୟାପି ଆଣ୍ତ୍ ହୀର୍ ଗୀତ ଗାଇବାକୁ ମଉକା ଦେଲେ, ତାଙ୍କ ଦ୍ୱାରା ଗାଇଥିବା ଗୀତକୁ ଦର୍ଶକ ବହୁତ ପସନ୍ଦ କରାଯାଇଥିଲା, କିନ୍ତୁ ଏହାପରେ ହିମେଶ୍ ରେସମିଆଁଙ୍କ ଉପରେ ଆରୋପ ଲଗାଇବା ଆରମ୍ଭ କରିଦେଲେ କି ତାଙ୍କ ଆବାଜ୍ କେବାଳ ମ୍ୟୁଜିକ୍ ରେ ରଖାଯାଇଥିଲା, ଏହା ସହ ହିମେଶ୍ ରେସମିଆ ରାନୁ ମଣ୍ତଲଙ୍କ କାମକୁ ଦେଖିକରି ତାଙ୍କୁ ଲାଇମ୍ ଲାଇଟ୍ ରେ ଭାଗିଦାରି କରିବାକୁ ଚାହୁଁଥିଲେ ।

କହିଦେବୁ କି ହିନ୍ଦୀ ସିନେମା ଜଗତରେ ଅଧିକା ଦିନ ରହିପାରିଲେ ନାହିଁ, ଓ ସେ ଅଚାନକ ଇଣ୍ତଷ୍ଟ୍ର୍ରିରୁ ଗାୟବ ହୋଇଗଲେ, କିନ୍ତୁ କିଛି ଦିନ ପରେ ତାଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା, ଯେଉଁଠି ରାନୁ ମଣ୍ତଲ ଆଉଥରେ ରାସ୍ତାରେ ଭିକ ମାଗୁଥିବାର ଦେଖାଯାଉଛନ୍ତି, କହିଦେବୁ କି ଭାଇରାଲ୍ ଭିଡିଓ ତାଙ୍କ ପୁରୁଣା ଭିଡୀଓ ଅଟେ

ଏହି ଭିଡିଓକୁ ଦେଖିବାପରେ ୟୁଜର୍ସ ନାନାପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି, ଓ ତାଙ୍କର କହିବା କଥା କି ରାନୁ ମଣ୍ତଲଙ୍କୁ ନିଜ ଅହଂକାର ହିଁ ବୁଡାଇଦେଲା । କହିଦେବୁ କି କିଛି ଦିନ ପୁର୍ବରୁ ରାନୁ ମଣ୍ତଳ ବଚପନ କା ପ୍ୟାର୍ ଗୀତକୁ ଗାଇକରି ଆଉଥରେ ସୋସିଆଲ୍ ମୀଡିଆରେ ଭାଇରାଲ୍ ହୋଇଥିଲେ, ଏହି ଭିଡିଓକୁ ଦେଖିବାପରେ ଲୋକେ ଲୋକଙ୍କ କହିବା କଥା କି ରାନୁ ମଣ୍ତଲ ଆଉଥରେ ନିଜ ପୁରୁଣା ଜୀବନ ବଞ୍ଚିବାକୁ ବାଧ୍ୟ ହୋଇଯାଇଛନ୍ତି

ଏବେ ବୋଧେ ତାଙ୍କୁ ଇଣ୍ତଷ୍ଟ୍ରିରେ କାମ ମିଳିବା ବନ୍ଦ ହୋଇଯାଇଛି, ଖବରରୁ ଜଣାଯାଏ କି ରାନୁ ମଣ୍ତଳ ଆଉଥରେ ରାମାୟଣରେ ସୀତାଙ୍କ ଭୁମିକା ନିଭାଉଥିବା ଦିପିକା ଚିଖଲିଆଙ୍କ ଫିଲ୍ମରେ ଗୀତ ଗାଇବାର ନଜର୍ ଆସିପାରନ୍ତି, ମିଡିଆରେ ନଜର ଆସୁନାହାନ୍ତି, ରାନୁମଣ୍ତଳଙ୍କୁ ଶେଷଥର ବଙ୍ଗାଳି ସିଙ୍ଗିଙ୍ଗ୍ ଶୋରେ ନଜର୍ ଆସିଥିଲେ । କେବେ ରେଲୱେ ଷ୍ଟେସନରେ ଗୀତ ଗାଉଥିବା ରାନୁମଣ୍ତଳ୍ ରାତାରାତି ଷ୍ଟାର୍ ହୋଇଯାଈଥିଲେ

ସୁଚନାପାଇଁ କହିଦେବୁ କି ରାନୁ ମଣ୍ତଳ ନିଜ ଗୀତ ଦ୍ୱାର୍ କ୍ୟାରିୟର୍ ଆରମ୍ବ କରିଥିଲେ, ହିମେଶ୍ ରେସମିଆଙ୍କ ଫିଲ୍ମ ତେରି ମେରି କାହାଣୀ ଗୀତ ଗାଇଥିଲେ, କିନ୍ତୁ ଅଚାନକ୍ ସେ କେଉଁଆଡେ ଗାୟବ ହୋଇଯାଇଥିଲେ, ଆଜି କାଲି ତାଙ୍କ ବାୟୋପିକ୍ ବିଷୟରେ ଆଲୋଚନା ହେଉଛି, ଶୁଣିବାକୁ ଆସୁଛି କି ଜଲଦି ହିଁ ରାନୁ ମଣ୍ତଳ ବାୟୋପିକ୍ ମିସ୍ ରାନୁ ମାରିଆ ଜଲଦି ରିଲିଜ୍ ହେବାକୁ ଅଛି, କହିଦେବୁ କି ଫିଲ୍ମ ନିର୍ଦ୍ଧେଶନ ରିଷଭ ମଣ୍ତଳ କରୁଛନ୍ତି ।

Leave a Reply

Your email address will not be published. Required fields are marked *