December 26, 2024

Odia Express

Leading Odia News Portal of Odisha

ରାତି ୧୦ ଟା ପରେ ଟ୍ରେନରେ ଆପଣ TICKETS ଚେକ୍ କରିପାରିବେ ଟିଟି, ଜାଣନ୍ତୁ ରେଲୱେ ସହ ଯୋଡି ହୋଇଥିବା ନିୟମ

ମହଜୁଦା ସମୟରେ ଦେଶରେ ଏମିତି ବହୁତ ଲୋକ ଅଛନ୍ତି ଯିଏକି ଟ୍ରେନରେ ଯିବାକୁ ପସନ୍ଦ କରନ୍ତି ଯଦି କେବେ ଲମ୍ବାଯାତ୍ରା କରିବାର ଥିବ ତେବେ ସବୁଠାରୁ ପ୍ରଥମେ ଟ୍ରେନରେ ଯାତ୍ରା କରିବା କଥାମନକୁ ଆସେ, ଭାରତୀୟ ରେଲୱେ ଭାରତରେ ଯାତାୟତ କରିବାର ଏକ୍ ପ୍ରମୁଖ ସାଧନ ଅଟେ, ରେଳର କାରଣରୁ ଭାରତର୍ ବିକାଶ ବହୁତ ଅଧିକା ହେଉଛି, ଟ୍ରେନର କାରଣରୁ ବହୁତ ସାରା ଲୋକ ସବୁଦିନ ଏକା ସାଙ୍ଗେ ବହୁତ ଦୁର୍ ଯାତ୍ରା ସହଜରେ କରିପାରୁଛନ୍ତି, ଏହାର୍ ଭଡା ବି କମ୍ ହୋଇଥାଏ ।

ରେଲଯାତ୍ରୀଙ୍କ ଯାତ୍ରା ପାଇଁ ବହୁତ ସହଜ ଓ ସୁବିଧାଜନକ ସାଧନ ଅଟେ, ଏହା ଛଡା ଟ୍ରେନର ବ୍ୟବହାର ଲୋକ ଭାରି ଜିନିଷ ନେବାରେ ବି କରନ୍ତି, କହିଦେବୁ କି ଭାରତୀୟ ରେଲୱେ ନେଟୱର୍କ ଦୁନିଆଁର ଚତୁର୍ଥ ବଡ ରେଲ ନେଟୱର୍କ୍ ଅଟେ, ଏବେ ଯେବେ ବି କେଉଁ ଯାତ୍ରୀ ଟ୍ରେନରେ ଯାତ୍ରା କରିଥାଏ , ତେବେ ସେହି ସମୟରେ ସେ ଏହା ଚାହେଁ କି ତାର ଯାତ୍ରା ଆରାମଦାୟକ ହେଉ, ବହୁତଥର୍ ଦେଖାଯାଇଛି କି ଟ୍ରେନରେ ହେଉଥିବା ଶବ୍ଦ, ଟିକେଟ୍ ଚେକିନ୍, ସିଟ୍ କୁ ନେଇକରି ଯାତ୍ରୀଙ୍କୁ ବହୁତ ଲୋକେ ହଇରାଣ ହୋଇଥାନ୍ତି କିନ୍ତୁ ଯାତ୍ରାସମୟରେ ଯଦି ଆପଣଙ୍କ ଇଚ୍ଛା ନାହିଁ ତେବେ ଆପଣଙ୍କୁ କିଏ ବି ହଇରାଣ କରିପାରେ ।

ଆଜି ଆମେ ଆପଣଙ୍କୁ ରେଲୱେ ନିୟମାବଲୀ ବିଷୟରେ କହିବୁ, ଯାହା ବିଷୟରେ ଯଦି ଆପଣଙ୍କୁ ଜଣାଥିବ ତେବେ ଟ୍ରେନରେ ଯାତ୍ରା କରିବା ସମୟରେ ଆପଣଙ୍କୁ ହଇରାଣ ହେବାକୁ ପଡିବ ନାହିଁ, ରେଲୱେ ନିୟମ ଅନୁସାରେ ରେଲୱେ ଟିକେଟ୍ ଏକ୍ସାମିନାର୍ ଟିଟିଇ ସୋଇବା ସମୟରେ ଆପଣଙ୍କ ଟିକେଟ୍ ଚେକ୍ କରିପାରିବ ନାହିଁ, ତେବେ ଚାଲନ୍ତୁ ଜାଣିବା ରେଲୱେର ନିୟମ କଣ ଅଛି, ଯେବେ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ସେହି ସମୟରେ ଟିକେଟ୍ ଚେକ୍ କରିବାପାଇଁ ଟିଟିଇ ଆସିଥାଏ, ବହୁତଥର ଦେଖାଯାଇଛି କି ବିଳମ୍ବିତ ରାତିରେ ଟିଟିଇ ଆପଣଙ୍କୁ ଉଠାଇକରି ଆଇଡି ଦେଖାଇବାକୁ କହିଥାଏ, ଏମିତି ସ୍ଥିତିରେ ଆପଣଙ୍କୁ ବହୁତ ହଇରାଣର ସାମ୍ନା କରିବାକୁ ପଡିଥେ, ରେଲୱେର ଏବେକାର୍ ନିୟମ ଅନୁସାରେ ରାତି ୧୦ ଟାପରେ ଟିଟିଇ ଆପଣଙ୍କୁ ହଇରାଣ କରିପାରିବ ନାହିଁ ।

କହିଦେବୁ କି ଟିଟିଇକୁ ସକାଳ ୬ ଟାରୁ ରାତି ୧୦ ଟା ମଧ୍ୟରେ ଟିକେଟ୍ ଭେରିଫିକେସନ୍ କରିବାର ଦରକାର ଅଛି ଯେବେ ରାତିରେ କେଉଁ ପାସେଞ୍ଜର୍ ଶୋଇଯାଉଛି, ତେବେ ସେହି ପାସେଞ୍ଜରକୁ ହଇରାଣ କରିପାରିବ ନାହିଁ, ଏହା ଗାଈଡଲାଇନ୍ ନୁଆ ରେଲୱେ ତରଫରୁ ଆସିଛି, କିନ୍ତୁ ରେଲୱେ ବୋର୍ଡର ଏହି ନିୟମ ରାତି ୧୦ ଟା ପରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଲାଗୁହେବନାହିଁ, ଯଦି ଆପଣ ଟ୍ରେନରେ ରାତି ୧୦ ଟା ପରେ ଯାତ୍ରା କରିବାପାଇଁ ବସନ୍ତି ତେବେ ଏମିତି ସ୍ଥିତିରେ ଟିଟିଇ ଆପଣଙ୍କ ଟିକେଟ୍ ଓ ଆଇଡି ଚେକ୍ କରିପାରିବେ ।

ଏହା ଛଡା ଯଦି ଆପଣ ଟ୍ରେନରେଯାତ୍ରା କରୁଛନ୍ତି ଓ ବହୁତ ଲୋକଙ୍କୁ ଆପଣ ଦେଖିଥିବେ କି ଯେଉଁ ଲୋକଙ୍କର ମିଡିଲ୍ ବର୍ଥ ହୋଇଥାଏ, ସେମାଣେ ଶୋଇବାପାଈଁ ଆରମ୍ଭରୁ ସିଟ୍ ଖୋଲିଦିଅନ୍ତି, ଯାହାର୍ କାରଣରୁ ଯେଉଁ ଯାତ୍ରୀଙ୍କର ଲୋୟର୍ ବର୍ଥ ହୋଇଥାଏ, ତାଙ୍କୁ ହଇରାଣ ହେବାକୁ ପଡିଥାଏ, କିନ୍ତୁ ରେଲୱେ ନିୟମ ଅନୁସାରେ ଦେଖିଲେ ମିଡିଲ୍ ବର୍ଥ ଯାତ୍ରୀ ନିଜ ବର୍ଥରେ ୧୦ ଟାରୁ ସକାଳ ୬ ଟା ଯାଏଁ ଶୋଇପାରିବେ, ରେଲୱେ ନିୟମ ଅନୁସାରେ ରାତି ୧୦ ଟା ପୁର୍ବରୁ ଯଦି କେଉଁ ଯାତ୍ରୀ ମିଡିଲ୍ ବର୍ଥ ଖୋଲିବାକୁ ରୋକିଥାଏ ତେବେ ଆପଣ ତାକୁ ରୋକିପାରିବେ, ସକାଳୁ ୬ ଟାପରେ ବର୍ଥର ତଳକୁ କରିବାକୁ ହେବ, ଯାହାଦ୍ୱାରାଅନ୍ୟ ଯାତ୍ରୀ ଲୋୟର୍ ବର୍ଥରେ ବସିପାରିବେ ବହୁତଥର୍ ଏମିତି ହୋଇଥାଏ କି ଲୋୟର୍ ବର୍ଥ ରାତି ପର୍ଯ୍ୟନ୍ତ ଅନାଇଥାନ୍ତି, ଓ ମିଡିଲ୍ ବର୍ଥ ଲୋକଙ୍କୁ ଏଥିରେ ବହୁତ ହଇରାଣ ହୋଇଥାଏ, ଏମିତି ସ୍ଥିତିରେ ଆପଣ ୧୦ ଟାପରେ ନିଜ ସିଟ୍ ନିୟମ ଦ୍ୱାରା ଉଠାଇନିଅନ୍ତୁ ।

ଆପଣ ମାନିନିଅନ୍ତୁ କେଉଁ କାରଣରୁ ଆପଣଙ୍କ ଟ୍ରେନ ଷ୍ଟେସନରୁ ପଳେଇଛି ତେବେ ରେଲୱେ ନିୟମ ଅନୁସାରେ ଟିଟିଇ ଆଗାମୀ ୨ ଷ୍ଟପ୍ ମାନେ ଆଗାମୀ ୧ ଘଣ୍ଟା ପର୍ଯ୍ୟନ୍ତ ଦୁହେଁରୁ ଯେଉଁଟା ପ୍ରଥମେ ଆସିବ, ଆପଣଙ୍କସିଟ୍  କେଉଁ ଯାତ୍ରୀଙ୍କୁ ଦେଇପାରିବେ ନାହିଁ , ମାନେ ଟ୍ରେନ ପଳେଇଯାଇଛି ତ ତେବେ ଆଗାମୀ ୨ ଷ୍ଟପେଜ୍ ପରେ କେଉଁ ଷ୍ଟପେଜରୁ ଟ୍ରେନରେ ସିଟ୍ ପାଇପାରିବେ, ଯଦି ତିନିଟି ଷ୍ଟପେଜ୍ ଚାଲିଯାଇଛି ତେବେ ଏହାପରେ ଟିଟିଇ ପାଖରେ ଅଧିକାର ହୋଇଥାଏ କି ସେ ଆପଣଙ୍କ ସିଟ୍ ଆରଏସି ଲିଷ୍ଟରେ ଆଗାମୀ ବ୍ୟକ୍ତିକୁ ଦେଇପାରିବେ ।

Leave a Reply

Your email address will not be published. Required fields are marked *