October 17, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ସ୍ତ୍ରୀ ନିଜ ସ୍ୱାମୀକୁ Call କଲା ଓ ପଚାରିଲା- କଣ କରୁଛ ଏବେ ? ସ୍ୱାମୀ- ଅଫିସ୍ ରେ ଅଛି ବେବି, ବହୁତ ବ୍ୟସ୍ତ ରହିଚି

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଭାବୁଥିଲି କି ଦୁଇଟା ବାହାହେବି । ଗୋଟେ ପିଟିଲେ ଆଉଗୋଟେ ବଞ୍ଚେଇବ, ରାତିରେ ସ୍ୱପ୍ନରେ ଦେଖିଲି ଗୋଟେ ମୋତେ ଧରି ରଖିଥିଲା, ଦ୍ୱିତୀୟ ଜଣଙ୍କ ପିଟୁଥିଲା,

୨) ସେଲ୍ସମ୍ୟାନ୍- ସାର୍ ଅସରପା ପାଇଁ ପାଉଡର୍ ନେବେ କି ? ପପୁ- ନା ଆମେ ଅସରପାକୁ ଏତେ ଗେହ୍ଲା କରୁନୁ, ଆଜି ପାଉଡର୍ ଲଗାଇଦେବୁ ତ କାଲି ଫଗ୍ ମାଗିବ, ସେଲ୍ସମ୍ୟାନ୍ ବେହୋସ୍ ।

୩) ମୋର ସୋନା ବାବୁ କୁ ୫ ଫିଟ୍ ର ଏକ ଟେଡି ବିୟର୍ ଗିଫ୍ଟ କଲି, ଓ ତାର ମା ଟେଡି ତାର ତୁଳା ବାହାର କରି ୫ ଟି ତକିଆ କରିଦେଲା ।

୪) ବାପା ନିଜ ଝିଅର ବୟଫ୍ରେଣ୍ତକୁ ବାପା- ତୁମେ ମୋର ଝିଅକୁ କେବେ ଠାରୁ ଭଲ ପାଉଛ ? ପୁଅ- ଅଙ୍କଲ୍ ୬ ମାସରୁ, ବାପା- କିନ୍ତୁ କେମିତି ବିଶ୍ୱାସ କରିବି ? ପୁଅ- ଅଙ୍କଲ୍ ଖାଲି ଆଉ ତିନି ମାସ ଆଉ ଅପେକ୍ଷା କରିନିଅ, ଜେଜେବାପା ହେଲେ ଯାଇ ବିଶ୍ୱାସ କରିବ ।

୫) ବାନ୍ତା ନିଜ ସ୍ତ୍ରୀ ସହ କଫି ହାଉସ୍ ଗଲା, ବାନ୍ତା- ସ୍ତ୍ରୀକୁ- କଫି ଜଲଦି ପିଇଦେ, ନହେଲେ ଥଣ୍ତା ହୋଇଯିବ, ସ୍ତ୍ରୀ- କଣ ପାଇଁ ? ବାନ୍ତା- ମେନୁ କାର୍ଡ ଦେଖିନୁ କି ? ହଟ କଫି -୧୫ ଟଙ୍କା କୋଲଡ୍ କଫି- ୪୫ ଟଙ୍କା ।

୬) ଶିକ୍ଷକ- ମନ୍ଦାର ତୋର ପ୍ୟାରେଣ୍ଟ କଣ କରୁଛନ୍ତି ? ମନ୍ଦାର- ଜଣାନାହିଁ ସାର୍, ମୋତେ ତ ଜଲଦି ଶୁଆଇଦେଉଛନ୍ତି, ଶିକ୍ଷକ- ଅଧିକା ଶୋଅନି, ନହେଲେ ତୁ ଶୋଇରହିଥିବୁ, ଓ ଜମିବାଡିର ଦୁଇଟି ଭାଗ ହୋଇଯିବ ।

୭) ଗାର୍ଲଫ୍ରେଣ୍ତ ବୟଫ୍ରେଣ୍ତକୁ ଫୋନ୍ କଲା, ପୁଅ- ନିଦରେ ହଁ କୁହ, ଝିଅ- ଓ ମେଲା ବାବୁ ଛୋଲା ହେ, ପୁଅ- ରାଗିକି ହଁ ତୁ ଭତୁରା ଚଲ୍ ଶୋନେ ଦେ ।

୮) ଅଙ୍କଲ୍- ପୁଅ କଣ୍ କରୁଛ, ପୁଅ- ନାରି ସମ୍ମାନ ସେବାରେ କାମ କରୁଛି, ଅଙ୍କଲ୍- ସୋସିଆଲ୍ ୱାର୍କର୍ କି ? ପୁଅ- ନା ଅଙ୍କଲ୍ ଫେସବୁକ୍ ରେ ସବୁ ଝିଅଙ୍କ ଫଟୋକୁ ଲାଇକ୍ କରୁଛି ।

୯) ଏକ ଓକିଲର ପୁଅ କାନ୍ଦିକରି ତାର ବାପାର ପାଖକୁ ଗଲା ଓ କହିଲା ବାପା –ଆଜି ମୋତେ ମା ମାରିଲେ, ଓକିଲ- ତାକୁ ଆଉ ଏକ ଚାପୁଡା ମାରିଲେ ଓ କହିଲେ ଓକିଲ ପୁଅ ହୋଇକରି ଜାଣିନୁ କି ସୁପ୍ରିମ୍ କୋର୍ଟର ଫଇସଲାରେ ଅପିଲ୍ ହାଇକୋର୍ଟରେ ହୋଇପାରିବ ନାହିଁ ।

୧୦) ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ କଲ୍ କଲା ଓ କହିଲା କଣ କରୁଛ ? ସ୍ୱାମୀ-ଅଫିସ୍ ରେ ବ୍ୟସ୍ତ ଅଛି ଓ ତୁମେ ? ସ୍ତ୍ରୀ- ମ୍ୟାକଡୋନାଲ୍ଡ ରେଷ୍ଟୁରାଣ୍ଟରେ ତୁମର୍ ପଛରେ ବସିଛି, ଓ ଛୁଆ ପଚାରୁଛନ୍ତି କି ବାପାଙ୍କ ସହ୍ କେଉଁ ପିଇସି ବସିଛନ୍ତି ?

Leave a Reply

Your email address will not be published. Required fields are marked *