October 19, 2024

Odia Express

Leading Odia News Portal of Odisha

Rinky Khaana ଦେଇଥିଲେ ଗୋବିନ୍ଦାଙ୍କ ସହ ସୁପରହିଟ୍ ଫିଲ୍ମ ,ଆଜି ଫିଲ୍ମ ଜଗତରୁ ଦୁରେଇ ଯାଇ କରୁଛନ୍ତି ଏହି କାମ

ରାଜେଶ ଖାନ୍ନା ଓ ଡିମ୍ପଲ୍ କାପଡିଆ ଫିଲ୍ମ ଜଗତରେ ବହୁତ ନାଁ କମାଇଥିଲେ , ରାଜେଶ ଖାନ୍ନା ବଲିଉଡ୍ ର ପ୍ରଥମ ସୁପରଷ୍ଟାର୍ ହୋଇଥିଲେ, ସେମିତି ତାଙ୍କ ସ୍ତ୍ରୀ ଓ ଅଭିନେତ୍ରୀ ଡିମ୍ପଲ୍ କାପଡିଆ ବି ନିଜ ଅଭିନୟରୁ ସମସ୍ତଙ୍କ ହୃଦୟ ଜିତିପାରିଥିଲେ, କିନ୍ତୁକହନ୍ତି କି ବଲିଉଡ୍ ଏମିତି ଜାଗା ଯେଉଁ କାହାକୁ ସେମିତି ସହଜରେ ସଫଳତା ମିଳିପାରେ ନାହିଁ, ଦର୍ଶକ ଏହି କଥାକୁ ବିଲକୁଲ୍ ଫରକ ପଡେ ନାହିଁ,କି ଆପଣ କାହାର ଛୁଆ ତେବେ ସେ କେବଳ ଅଭିନେତା ଙ୍କ ଅଭିନୟରୁ ହିଁ ଦେଖନ୍ତି, ଆଜିର ସମୟରେ ବହୁତ ଏମିତି ଅଭିନେତା ଅଛନ୍ତିଇ, ଯିଏକି ବାହାରୁ ଯାଇକରି ବଲିଉଡ୍ ରେ ଅଲଗା ଜାଗା ବନାଇଛନ୍ତି, ତେବେ ସେମିତି ବହୁତ କଳାକାର ଅଛନ୍ତି ଯିଏ ଜଣେ ଅଭିନେତା ଓ ଅଭିନେତ୍ରୀ ସଫଳ ହୋଇନାହାନ୍ତି ଓ ଏହି କଳାକାରଙ୍କ ମଧ୍ୟରେ ଜଣେ ଅଟନ୍ତି ରାଜେଶ ଖାନ୍ନାଙ୍କ ଦ୍ୱିତୀୟ ଝିଅ ।

ରାଜେଶ ଖାନ୍ନାଙ୍କ ଦୁଇଟି ଛୁଆ ଅଛନ୍ତି, ତାଙ୍କର ପ୍ରଥମ ସ୍ତ୍ରୀ ଟ୍ୱିଙ୍କିଲ୍ ଖାନ୍ନା ଅଟନ୍ତି । ଟ୍ୱିଙ୍କଲ୍ ବଲିଉଡ୍ କ୍ୟାରିୟରରେ କିଛି ଖାସ୍ ନଥିଲା, କିନ୍ତୁ ସେ ଫିଲ୍ମ ଜଗତରୁ ନିଜ ଏକ ଅଲଗା ଜାଗା ପାଇଥିଲେ, ତେବେ ରାଜେଶ ଖାନ୍ନାଙ୍କ ଦ୍ୱିତୀୟ ଝିଅ ରିଙ୍କି ଖାନ୍ନା ବଲିଉଡ୍ ରେ ସେମିତି କିଛି ଖାସ୍ ପରିଚୟ କରିପାରିଲେ ନାହିଁ । ରିଙ୍କି ଗୋବିନ୍ଦାଙ୍କ ସହ ଫିଲ୍ମ ଜିସ୍ ଦେଶ୍ ମୈଁ ଗଙ୍ଗା ରେହେତା ହୈ, ରେ କାମ କରିଥିଲେ, କିନ୍ତୁ ସେହି ବଲିଉଡ୍ ରେ ସେ ସଫଳତା ପାଇନଥିଲେ , ଯାହାର ତାଙ୍କର ଅପେକ୍ଷା ଥିଲା, ଏହି କାରଣରୁ ଲୋକେ ତାଙ୍କୁ ବହୁତ କମ୍ ଜାଣିଛନ୍ତି, ତାଙ୍କ ଜନ୍ମଦିନ ମଉକାରେ ଆମେ ତାଙ୍କ ଜୀବନ ସହ ଯୋଡି ହୋଇଥିବା କିଛି ମଜାଦାର୍ କଥା ବିଷୟରେ କହିବୁ ।

୨୭ ଜୁଲାଇ ୧୯୭୭ ରେ ଜନ୍ମ ରାଜେଶ ଖାନ୍ନା ଓ ଡିମ୍ପଲ୍ କାପଡିଆ ଙ୍କ ଝିଅ ରିଙ୍କି ଖାନ୍ନା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ଫିଲ୍ମ ପ୍ୟାର୍ କଭି କଭି ରୁ ଆରମ୍ଭ କରିଥିଲେ  । ୧୯୯୯ ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା, ତାହାପରେ ରିଙ୍କି ଗୋବିନ୍ଦାଙ୍କ ସହ ଜିସ୍ ଦେଶ ମେଁ ଗଙ୍ଗା ରେହେତା ହେଁ ରେ କାମ୍ କରିବାକୁ ମଉକା ପାଇଲେ, କିନ୍ତୁ ଏହି ଫିଲ୍ମ ପରେ ରିଙ୍କିଙ୍କ ବଲିଉଡ୍ କ୍ୟାରିୟର୍ ଆଉ ଚାଲିପାରିଲା ନାହିଁ, ସେ ଫିଲ୍ମ ଜଗତରେଚାରି ବର୍ଷ କାମ କଲେ, ଓ ନିଜ କ୍ୟାରିୟରରେ ୯ ଟି ଫିଲ୍ମ କଲେ, ୨୦୦୪ ରେ ସେ ଚମେଲି ରେ କାମ କଲେ, ଓ ତାହାପରେ ରିଙ୍କି ଖାନ୍ନା ବଲିଉଡ୍ କୁ ଅଲବିଦା କହିଦେଲେ ।

ଡିମ୍ପଲ୍ କାପଡିଆ ଓ ରାଜେଶ ଖାନ୍ନାଙ୍କ ଗେହ୍ଲା ଝିଅ ରିଙ୍କି ଖାନ୍ନାଙ୍କ ଅସଲି ନାଁ ରିଙ୍କି ନୁହେଁ ବରଂ ରିଙ୍କଲ୍ ଖାନ୍ନା ଅଟେ, କିନ୍ତୁ ସେ ନିଜ ନାଁ ବଦଳାଇ ରିଙ୍କି କରିଦେଇଥିଲେ, ସେ ହିନ୍ଦୀ ଫିଲ୍ମ ଛଡା ବହୁତ ତାମିଲ୍ ଫିଲ୍ମରେ କାମ ବି କରିଛନ୍ତି, ଏହା ଛଡା ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ବହୁତ ନାଟକରେ କାମ କରିଥିଲେ ।

ବଡ ଭଉଣି ଟ୍ୱିଙ୍କଲ୍ ଖାନ୍ନା ଯେଉଁଠି ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କୁ ବିବାହ କରିଲେ ତେବେ ରିଙ୍କି ବଲିଉଡ୍ କଳାକାରଙ୍କୁ ଛାଡିକରି ବିଜନେସମ୍ୟାନ୍ ଙ୍କୁ ବିବାହ କଲେ, ୨୦୦୩ ରେ ସେ ସମିର୍ ଶରନ୍ ଙ୍କ ସହ ବିବାହ କରିଥିଲେ ଓ ବାହାଘର ପରେ ସେ ଲଣ୍ତନ ଚାଲିଯାଈଥିଲେ, ରିଙ୍କି ଖାନ୍ନା ୨୦୦୪ ରେ ଏକ ଝିଅକୁ ଜନ୍ମଦେଲେ, ଓ କିଛି ବର୍ଷ ପରେ ଏକ ପୁଅକୁ ।

ଟ୍ୱିଙ୍କିଲ୍ ଖାନ୍ନା ଯେତେ ଅଧିକା ସୋସିଆଲ୍ ମିଡିଆରେ ସକ୍ରିୟ ଅଛନ୍ତି, ତାଙ୍କ ଛୋଟ ଭଉଣୀ ରିଙ୍କି ଖାନ୍ନା ସେତେ ଫିଲ୍ମର ସହ ସୋସିଆଲ୍ ମିଡିଆରେ ଦୁରରେ ଅଛନ୍ତି, ତାଙ୍କ ବିଷୟରେ କିଛି ଖବର ଶୁଣିବାକୁ ମିଳୁନି, ରିଙ୍କି ନିଜ ପାରିବାରିକ ଜୀବନରେ ଖୁସିରେ ଅଛନ୍ତି, ଆଜିର ସମୟରେ ସେମିତି ସେ ବଡ ପରଦାରେ ଆଉ ଦେଖାଯାଉନାହାନ୍ତି, କିନ୍ତୁ ତାଙ୍କ ଗୀତ ମୁସୁ ମୁସ୍ ସୁହାସି ଆଜି ଲୋକଙ୍କୁ ଦିୱାନା କରୁଛି, ଏହି ଗିତ ଫିଲ୍ମ ପ୍ୟାର୍ କଭି କଭି ର ଅଟେ, ଏହି ଫିଲ୍ମରେ ଡିନୋ ମୋରିଆ କାମ କରିଥିଲେ, ଜନ୍ମଦିନର ଏହି ଖାସ୍ ମଉକାରେ ରିଙ୍କି ଖାନ୍ନାଙ୍କୁ ଓଡିଆ ଏକ୍ସପ୍ରେସ୍ ଟିମ୍ ତରଫରୁ ବହୁତ ସାରା ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *