October 19, 2024

Odia Express

Leading Odia News Portal of Odisha

ଶିଳ୍ପା ସେଟ୍ଟି ଜଲଦି ହିଁ ଛାଡିବାକୁ ଯାଉଛନ୍ତି ରାଜ କୁନ୍ଦ୍ରାଙ୍କର 100 core ବାଲା ଘର, କଣ ଅଲଗା ହେବାର ହେଉଛି କି ପ୍ଲାନ୍ ?

ଫିଲ୍ମ କଳାକାର ଆସିବା ଦିନରୁ ଚର୍ଚ୍ଚାରେ ଆସିବା ଯିବା ଲାଗିରହିଥାଏ, ସେମିତି ଏହି ଦିନ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜକୁନ୍ଦ୍ରାଙ୍କ ନାଁରେ ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତ ଦେଖିବାକୁ ମିଳିଲା, କହିଦେବୁ କି ଏବେ ମୁମ୍ବାଇ ପୋଲିସ୍ ରାଜକୁନ୍ଦ୍ରାଙ୍କୁ ଅଶ୍ଳିଳ ଫିଲ୍ମ ବନାଇବା ଓ ତାପରେ ଆପ୍ ରେ ଅପଲୋଡ୍ କରିବା ଯୋଗୁଁ ଗିରଫ କରାଯାଇଥିଲା, ଏହାପରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଗଲେ, ସମସ୍ତେ ଶିଳ୍ପା ସେଟ୍ଟିଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି କି ତାଙ୍କ ନିଜ ସ୍ୱାମୀଙ୍କ ଏହି ପରି ହରକତ୍ ବିଷୟରେ ସେ କିପରି ଜାଣିପାରିଲେ ନାହିଁ, ସେମିତି ସ୍ୱାମୀଙ୍କ ଗିରଫ ହେବାପରେ ଶିଳ୍ପାସେଟ୍ଟି ସୋସିଆଲ୍ ମିଡିଆରୁ ଦୁରେଇ ଯାଇଛନ୍ତି

ତାଙ୍କୁ ଏହି କଥାର ସଦମା ଲାଗିଥିଲା କି ସେ ରିୟାଲିଟି ଶୋ ସୁପରଡ୍ୟାନର୍ କୁ ବି ଛାଡିଦେଲେ, କିନ୍ତୁ ଏବେ ପରିଶେଷରେ ଏକ ଲମ୍ବା ଗ୍ୟାପ ପରେ ସେ ଶୋରେ ଆଉଥରେ ଫେରିଆସିଛନ୍ତି, ତାଙ୍କ ସ୍ୱାମୀଙ୍କୁ ନେଇ ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ଏବେ ସୁଚନା ମୁତାବିକ ଶିଳ୍ପାସେଟ୍ଟି ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇସାରିଛନ୍ତି, ଖବରରୁ ଜଣାଯାଏ କି ସେ ଜଲଦି ହିଁ ତାଙ୍କ ନୁଆ ଘରକୁ ସିଫ୍ଟ ହୋଈଯିବେ , ଶିଳ୍ପାସେଟ୍ଟିଙ୍କ କହିବା କଥା କି ତାଙ୍କ ସ୍ୱାମୀ ଦ୍ୱାରା କରାଯାଇଥିବା ଭୁଲ୍ କାମ ବିଷୟରେ ସେ କିଛି ବି ଜାଣିନଥିଲେ ଏହା ସହ ସେ ଯେବେ ଠାରୁ ରାଜକୁନ୍ଦ୍ରାଙ୍କ ଗିରଫ ହେଲା ତେବେ ସେ ସଦମାରେ ଚାଲିଯାଇଥିଲେ ।

ଆପଣଙ୍କୁ ଜଣେଇଦେବୁ କି ଶିଳ୍ପା ଯେଉଁ ଘର ଛାଡିବାକୁ ପ୍ଲାନ୍ କରୁଛନ୍ତି ସେଠାରେ ସେହି ଘର ଏବେ କାର ସମୟରେ ୧୦୦ କୋଟି ଦାମ୍ ରଖାଯାଇଛି, ଏହି ଘରରେ ଶିଳ୍ପା ସେଟ୍ଟି ଓ ରାଜ କୁନ୍ଦ୍ରା ନିଜ ଛୁଆଙ୍କ ସହ ବହୁତ ସ୍ମୃତି ରହିଛି, ଏହି ଘରରେ ତାଙ୍କ ମା ଓ ଭଉଣୀ ରହନ୍ତି, ଏହି ଘର ରାଜ କୁନ୍ଦ୍ରା ଶିଳ୍ପାସେଟ୍ଟିଙ୍କ ପାଇଁ ବାହାଘର ପୁର୍ବରୁ କିଣିଥିଲେ, କିନ୍ତୁ ଏମିତିରେ ଶିଳ୍ପା ସେଟ୍ଟୀ ଘର ଛାଡିବା ଏକ ବଡ ଫଇସଲା ବୋଲି ଜଣାଯାଏ । କହିଦେବୁ କି ସୁପର ଡ୍ୟାନ୍ସର ଶୋରେ ଫେରିବାପରେ ଶିଳ୍ପା ଏବେ ସୋସିଆଲ୍ ମିଡିଆରେ ଫେରିଛନ୍ତି, ସେ ଏବେ ଏକ ପୋଷ୍ଟ ସେୟାର୍ କରିଛନ୍ତି, ଯେଉଁଥିରେ ସେ ବହୁତ ଭାବୁକ ହୋଇଯାଇଛନ୍ତି

ଏହି ପୋଷ୍ଟ ଅସଲରେ ଏକ ବହିର ପୃଷ୍ଠା ଥିଲା, ଯେଉଁଥିରେ ସେ ଜୀବନର ଭୁଲ୍ ବିଷୟରେ ଲେଖିଛନ୍ତି, ଇମୋସନ୍ କରିଦେଲା ବାଲା ଏହି ପୋଷ୍ଟରେ ଲେଖା ହୋଇଥିଲା କି ଭୁଲ୍ ଗୁଡିକ କରଜ ସେହି ଭାଗ ପରି ହୋଇଥାଏ, ଯେଉଁଥିରେ ଆମେ ଜୀବନସାରା ଭୋଗିବାକୁ ପଡିଥାଏ କି ଧୀରେ ଧୀରେ ତାହା ସୁଜିବାକୁ ପଡିଥାଏ, ବିନା କେଉଁ ଭୁଲରେ ଆମେ ନିଜ ଜୀବନକୁ ମଜାଦାର୍ କରିପାରିବାନାହିଁ, କିନ୍ତୁ ଆମେ ଏହା ଭାବିକରି ଚାଲିବା ଉଚିତ୍ କି ଭୁଲ୍ କେତେ ବିପଦପୁର୍ଣ୍ଣ ହୋଇଥାଉନା କାହିଁକି ତାକୁ କାହାଦ୍ୱାରା ଦୁଃଖ ନ ପହଞ୍ଚୁ ।

କହିଦେବୁ କି ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇ ୨୦୨୧ ରେ ମୁମ୍ବାଇ ପୋଲିସ୍ ଅଶ୍ଳିଳ ଫିଲ୍ମ ବନାଇବା ଆପ୍ ରେ ରିଲିଜ୍ କରିବା ଆରୋପରେ ଗିରଫ କରିଥିଲେ, ତେବେ ଠାରୁ ଏବେ ପର୍ଯ୍ୟନ୍ତ ସେ ଜେଲ୍ ରେ ଅଛନ୍ତି, ତାଙ୍କୁ ବେଲ୍ ପାଇଁ ବହୁତଥର ଅପିଲ୍ କରିଥିଲେ, କିନ୍ତୁ ଏବେ ପର୍ଯ୍ୟନ୍ତ୍ କୋର୍ଟ ତାଙ୍କୁ ଜାମିନ୍ ଦେଇନାହିଁ, ଏହି ମାମଲାରେ ଶିଳ୍ପା ସେଟ୍ଟି ବି ବହୁତ ସମୟ ପଚାରାଉଚୁରା ଯାଇଥିଲା, ଏହି ପଚାରାଉଚୁରାରୁ ତାଙ୍କ ଘରକୁ ପୋଲିସ୍ ଆସିଥିଲା ।

ସୁପର ଡ୍ୟାନ୍ସର ସିଜିନ୍ ୪ ସେଟ୍ ରେ ଶିଳ୍ପାସେଟ୍ଟୀ ଫେରିବାକୁ ସିଧା ମନା କରିଦେଇଥିଲେ, ରିପୋର୍ଟ ଅନୁସାରେ ଏବେ ସେ ଶୋରେ ଫେରିବାର ଏକ ସର୍ତ୍ତ ରଖିଛନ୍ତି, ସର୍ତ୍ତ ଏହା କି ତାଙ୍କୁ ବିବାଦିତ୍ ପ୍ରଶ୍ନ ଯଦି କିଏ ପଚାରେ , ତେବେ ସେ ତାର ଜବାବ୍ ଦେବେ ନାହିଁ, ସେମିତି ଫ୍ୟାନ୍ସଙ୍କୁ ଏହା ଜାଣିକରି ଖୁସି ଲାଗିବ କି ଶିଳ୍ପା ପରିଶେଷରେ ସ୍ୱାମୀଙ୍କ ସଦମାରୁ ଧିରେ ଧୀରେ ଫେରିବାକୁ ପ୍ରୟାସ ଜାରି ରଖିଛନ୍ତି, ଏବେ ସେ ଫିଲ୍ମରେ କାମ କରିବାକୁ ଅଫର୍ ଆସିଲାଣି, ଅନୁରାଗ ବାସୁ ଓ ପ୍ରିୟଦର୍ଶନୀ ତାଙ୍କୁ ଆଗାମୀ ଫିଲ୍ମରେ କାଷ୍ଟ କରିଆକୁ ଫଇସଲା ନେଇଛନ୍ତି, ଏବେ ଦେଖିବାର ଅଛି କି ଶିଳ୍ପା ନିଜ ସ୍ୱାମୀ ଓ ଅତିତରୁ କିପରି ବାହାରି ପାରୁଛନ୍ତି ।

Leave a Reply

Your email address will not be published. Required fields are marked *