October 19, 2024

Odia Express

Leading Odia News Portal of Odisha

ବିବାହିତ ହେବା ସତ୍ତ୍ୱେ ବି ତବୁଙ୍କୁ ହୃଦୟ ଦେଇବସିଲେ Nagarjun,ଏହି କାରଣରୁ ଭାଙ୍ଗିଥିଲା ହୃଦୟ

ବଲିଉଡ୍ ଇଣ୍ତଷ୍ଟ୍ରି ପରି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ କଳାକାର ବି ବହୁତ ଲୋକପ୍ରିୟ ହୋଇସାରିଛନ୍ତି, ଓ ସାଉଥ୍ କଳାକାରଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବି ବଲିଉଡ୍ କଳାକାରଙ୍କ ଠାରୁ କମ୍ ନୁହେଁ, ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଦିଗଜ କଳାକାରଙ୍କ ଲିଷ୍ଟରେ ନାଗାର୍ଜୁନାଙ୍କ ନାଁ ସାମିଲ୍ ଅଛି । ସେ ସାଉଥ୍ ଫିଲ୍ମ ସହ ହିନ୍ଦି ଫିଲ୍ମ ଜଗତରେ ନିଜର ଏକ ପରିଚୟ ବନାଇଛନ୍ତି ନାଗାର୍ଜୁନାଙ୍କ ସାଉଥ୍ ର ସବୁଠାରୁ ବଡ କଳାକାର ଭାବେ ଜଣାଯାଆନ୍ତି, ଆପଣଙ୍କୁ କହିଦେବୁ କି ନାଗାର୍ଜୁନାଙ୍କ ଜନ୍ମ ୨୯ ଅଗଷ୍ଟ ୧୯୫୯ କୁ ହୋଇଥିଲା, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ନାଗାର୍ଜୁନାଙ୍କ ଜୀବନ ସହ ଯୋଡି ହୋଇଥିବା କିଛି ମହତ୍ତ୍ୱପୁର୍ଣ୍ଣ ବିଷୟରେ ଜଣାଇବାକୁ ଯାଉଛୁ ।

ନାଗାର୍ଜୁନା ଏକ ଏମିତି କଳାକାର ଅଟନ୍ତି ଯିଏକି ନିଜ ଶାନଦାର୍ ଅଭିନୟ ଅନ୍ଦାଜରୁ ନା କେବଳ ସାଉଥ୍ ଫିଲ୍ମ ଦେଖୁଥିବା ଲୋକଙ୍କର ନିଜ ଦିୱାନା ବନାଇଛନ୍ତି ବରଂ ବଲିଉଡ୍ ଫିଲ୍ମକୁ ପସନ୍ଦ କରୁହିବା ଦର୍ଶକଙ୍କ ପ୍ରଥମ ପସନ୍ଦ କରିଛନ୍ତି, ନାଗାର୍ଜୁନଙ୍କ ଆକର୍ଷକ ପର୍ସନାଲିଟି ସମସ୍ତଙ୍କୁ ନିଜ ଆଡକୁ ଧ୍ୟାନ କେନ୍ଦ୍ରିତ କରାଏ, ରୋମାନ୍ସ ହେଉ କିମ୍ବା ଆକ୍ସନ୍, ସବୁ ଫିଲଡ୍ ରେ ନାଗାର୍ଜୁନ ବଲିଉଡ୍ ରେ ବଡ ବଡ କଳାକାରଙ୍କୁ କଡା ଟକ୍କର ଦେଇପାରନ୍ତି । ଚେନ୍ନାଇରେ ଜନ୍ମ ନେଇଥିବା ନାଗାର୍ଜୁଅ ଏକ ଭଲ ଅଭିନେତା ହେବା ସହ ଜଣେ ସଫଳ ଫିଲ୍ମ ନିର୍ମାତା ଓ ବିଜନେସମ୍ୟାନ୍ ଅଟନ୍ତି

ସେ ପ୍ରସିଦ୍ଧ କଲାକାର ଅକିନ୍ନେନି ନାଗେଶ୍ୱର ରାଓଙ୍କ ପୁଅ ଅଟନ୍ତି, ଫିଲ୍ମ ପରିବାର ରୁ ସଂମ୍ବନ୍ଧ ରଖିଥିବା କାରଣରୁ ନାଗାର୍ଜୁନାଙ୍କୁ ଆରମ୍ଭରୁ ଫିଲ୍ମରେ ଅଭିନୟ କରିବା ରୁଚିଥିଲା, କମ୍ ବୟସରୁ ନାଗାର୍ଜୁନାଙ୍କୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଆପଣଙ୍କୁ କହିଦେବୁ କି ନାଗାର୍ଜୁନା ବହୁତ କମ୍ ବୟସରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ୧୯୬୭ ରେ ଫିଲ୍ମ ସୁଦିଗୁଣ୍ତୁଲୁ ରେ ଜଣେ ବାଳ କଳାକାର ରୁପରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ନାଗାର୍ଜୁନ ଲମ୍ବା ସମୟରୁ ଜଣେ ବାଳ କଳାକାର ରୁପରେ କାମ କରିଥିଲେ, ଓ ସେ ବହୁତ ଚର୍ଚ୍ଚିତ ହୋଇଥିଲେ

କେବଳ ନାଗାର୍ଜୁନ ନୁହେଁ ବରଂ ତାଙ୍କ ପୁଅ ସାଉଥ୍ ଇଣ୍ତଷ୍ଟ୍ରିର ଏକ ବଡ କଳାକାର ଅଟନ୍ତି ପିଢି ଅନୁସାରେ ନାଗାର୍ଜୁନାଙ୍କ ପରିବାର ଦର୍ଶକଙ୍କୁ ମନୋରଞ୍ଜନ କରିଛି, କହିଦେବୁ କି ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନ ୧୯୮୬ ରେ ତେଲେଗୁ ଫିଲ୍ମ୍  ବିକ୍ରମରେ ଯୁବା ଅଭିନେତା ରୁପରେ କ୍ୟାରିୟର୍ ଆରମ୍ଭ କରିଥିଲେ, ଦର୍ଶକଙ୍କ୍ ଦ୍ୱାରା ଏହି ଫିଲ୍ମ ବହୁତ ପସନ୍ଦ ଆସିଥିଲା, ଏହି ବର୍ଷ ନାଗାର୍ଜୁନା ଦୁଇଟି ଫିଲ୍ମ କ୍ୟାପଟେନ୍ ନାଗାର୍ଜୁନ ଓ ଅରନ୍ୟାକଂଣ୍ତା ରେ ବି କାମ କରିଥିଲେ, ଓ ସେ ଦର୍ଶକଙ୍କ ହୃଦୟରେ ଏକ ଭଲ ଜାଗା ବନାଇଥିଲେ, ଏହାପରେ ନାଗାର୍ଜୁନ କେବେ ପଛକୁ ବୁଲି ଦେଖିନାହାନ୍ତି, ଓ ଗୋଟେ ପରେ ଗୋଟେ ଶାନଦାର୍ ଫିଲ୍ମରେ ଅଭିନୟ କରିଥିଲେ ।

ନାଗାର୍ଜୁନ ନିଜ ପ୍ରଫେସନାଲ୍ ଜୀବନକୁ ନେଇକରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି, କିନ୍ତୁ ନିଜ ଜୀବନକୁ ନେଇକରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି, ଆପଣଙ୍କୁ କହିଦେବୁ କି ନାଗାର୍ଜୁନାଙ୍କ ପ୍ରଥମ ବିବାହ ୧୯୮୪ ରେ ଲକ୍ଷ୍ମୀ ଦଗୁବତିଙ୍କୁ ହୋଇଥିଲା କିନ୍ତୁକିଛି କାରଣରୁ କେବଳ ୬ ବର୍ଷରେ ଏହି ଦୁହେଁ ଅଲଗା ହୋଇଥିଲେ, ୧୯୯୦ ରେ ନାଗାର୍ଜୁନ ଲକ୍ଷ୍ମୀ ଦଗୁବତୀଙ୍କୁ ଛାଡପତ୍ର ଦେଇଦେଲେ ଯାହାପରେ ଅଭିନେତ୍ରୀ ଅମଲା ଅକ୍କିନେନିଙ୍କୁ ବିବାହ କରିନେଲେ

ପ୍ରଥମ ବିବାହରୁ ତାଙ୍କ ଏକ୍ ପୁଅ ନାଗ ଚୈତନ୍ୟ ଅଛନ୍ତି, ଓ ସେ ନିଜ ବାପାଙ୍କ ପରି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଏକ ସଫଳ ଅଭିନେତା ହୋଇଛନ୍ତି । ଖବର ଅନୁସାରେ ଏମିତି କୁହାଯାଏ କି ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନଙ୍କ ନାଁ ବଲିଉଡ୍ ଲୋକପ୍ରିୟ ଅଭିନେତ୍ରୀ ତବୁଙ୍କ ସହ ଯୋଡାଯାଇଥିଲା, ରିପୋର୍ଟଙ୍କ ମୁତାବିକ ତବୁଙ୍କ ସହ ନାଗାର୍ଜୁନଙ୍କ ସାକ୍ଷାତ ୯୦ ଦଶକର ଗୋଟେ ଫିଲ୍ମ ସମୟରେ ହୋଇଥିଲା, ଏହି ସମୟରେ ନାଗାର୍ଜୁନ ବିବାହିତ ଥିଲେ, କିନ୍ତୁ ସେ ତବୁଙ୍କୁ ଭଲ ପାଇବସିଲେ ।

ଖବର ଅନୁସାରେ ଏମିତି କୁହାଯାଏ କି ଏହି ଦୁହେଁଙ୍କ ଆଫେୟାର୍ ଖବର ବହୁତ ଚର୍ଚ୍ଚିତ ହୋଇଥିଲା, ୧୦ ବର୍ଷ ପର୍ଯ୍ୟନ୍ତ ଏମାନେ ରିଲେସନସିପ୍ ରେ ଥିଲେ କିନ୍ତୁ ନାଗାର୍ଜୁନ ଓ ତବୁଙ୍କ ବିବାହ ହୋଇପାରିଲା ନାହିଁ, ଏମିତି କୁହାଯାଏ କି ନାଗାର୍ଜୁନ ନିଜ ଦ୍ୱିତୀୟ ବିବାହକୁ ଭାଙ୍ଗିବାକୁ ଚାହୁଁନଥିଲେ, ଏହି କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ । କହିଦେବୁ କି ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନ ବଲିଉଡ୍ ଇଣ୍ତଷ୍ଟ୍ରିରେ ୧୯୯୦ ରେ ଶିବାରୁ ଡେବ୍ୟୁ କରିଥିଲେ, ନାଗାର୍ଜୁନ ଖୁଦା ଗବାହ୍, ଦ୍ରୋହୀ, ମିଷ୍ଟର ବେଚେରା, ଅଙ୍ଗାରେ, ଜଖମ, ଓ ଏଲଓସି କାରଗିଲ୍ ପରି ବଲିଉଡ୍ ଫିଲ୍ମରେ କାମ କରିଛନ୍ତି, ନାଗାର୍ଜୁନ ଆଲିଆ ଭଟ୍ଟ ଓ ରଣବୀର୍ କପୁରଙ୍କ ଫିଲ୍ମ ବ୍ରହ୍ମାସ୍ତ ରେ ବି ଦେଖାଯିବେ ।

 

Leave a Reply

Your email address will not be published. Required fields are marked *