October 19, 2024

Odia Express

Leading Odia News Portal of Odisha

Aamir Khan ଙ୍କ ଭାଇ ହେଲେ ଦରିଦ୍ର, କହିଲେ ନା ସ୍ତ୍ରୀ ରଖିପାରିବି ନା ଗାର୍ଲଫ୍ରେଣ୍ତର ଖର୍ଚ୍ଚ ଉଠାଇବା ପାଇଁ ଯୋଗ୍ୟତା ଅଛି

ବଲିଉଡ୍ ଅଭିନେତା ଅମିର୍ ଖାନଙ୍କ ଭାଇ ଫୈସଲ ଖାନ୍ ଏକ ଲମ୍ବା ସମୟ ପରେ ଫିଲ୍ମକୁ ଫେରୁଛନ୍ତି, ଫୈସଲ ଖାନ୍ ଏହି ଥର ନିଜ ଫିଲ୍ମ ଫ୍ୟାକ୍ଟରି ଜରିଆରେ ଅଭିନୟ ସହ ଡାଇରେକ୍ସନ୍ ବି ନିଜ ଭାଗ୍ୟ ଆପଣାଉଛନ୍ତି, ଏବେ ଫୈସଲ ଖାନ୍ ଏକ ଇଣ୍ଟରଭ୍ୟୁ ସମୟରେ ନିଜ ଭାଇ ଅମୀର୍ ଖାନ୍ ସହ ଟ୍ୟୁନିଙ୍ଗ୍ କଥା କହିଥିଲେ ଏହି ସମୟରେ ସେ ନିଜ ଜୀବନ ସହ ଯୋଡି ହୋଇଥିବା ବହୁତ ରହସ୍ୟ ଉପରୁ ପର୍ଦା ଉଠାଇଥିଲେ, ଏହା ସହ କହିଥିଲେ କି କିପରି ଆଉଥରେ ସେ ବିବାହ କରିବାର ମୁଡ୍ ରେ ନାହାନ୍ତି ବୋଲି ।

ଏକ ଇଣ୍ଟରଭ୍ୟୁ ସମୟରେ ଫୈସଲ ଖାଁ ଆଉଥରେ ବିବାହ ଉପରେ ପ୍ରଶ୍ନରେ କହିଲେ କି ମୋର୍ ପାଖରେ ଏତେ ପଇସା ନାହିଁ କି ମୁଁ ନିଜ ସ୍ତ୍ରୀ ଉପରେ ଖର୍ଚ୍ଚ କରିପାରିବି କେଉଁ ନୁଆ ଗାର୍ଲଫ୍ରେଣ୍ତ ରଖିପାରିବି, ଏତେ ମହଙ୍ଗାର ସମୟରେ ଗାର୍ଲଫ୍ରେଣ୍ତ ରଖିବା କଷ୍ଟସାଧ୍ୟ, ଗାର୍ଲଫ୍ରେଣ୍ତମାନଙ୍କର ନଖରା ସ୍ତ୍ରୀମାନଙ୍କର୍ ଠାରୁ ଅଧିକା ହୋଇଥାଏ, ଏହା ସହ ଅମୀର୍ ଖାନ୍ ଙ୍କ ଭାଇ କହିଲେ କି ଯଦି ମୋର ଫିଲ୍ମ ଫ୍ୟାକ୍ଟ୍ରି ଭଲ କମାଇକରେ ତେବେ ଗାର୍ଲଫ୍ରେଣ୍ତ ଓ ବିବାହ କରିବା ବିଷୟରେ ଭାବିପାରିବି, କିନ୍ତୁ ଏମିତି ସମୟ ମୋର କିଛି ଇରାଦା ନାହିଁ

ଆପଣଙ୍କୁ କହିଦେବୁ କି ଅମିର୍ ଖାନ୍ ଙ୍କ ଭାଇ ଅମିର୍ ଖାନ୍ ଙ୍କ ସହ ଫିଲ୍ମ ମେଲାରେ ନଜର ଆସିଥିଲେ । ଏହି ସମୟରେ ଫୈସଲ ଅମିର୍ ଖାନ୍ ଙ୍କ୍ ସହ ଟ୍ୟୁନିଙ୍ଗ୍ କୁ ନେଇକହିଥିଲେ କି ଆମ ଦୁହେଁଙ୍କର୍ ମଧ୍ୟରେ ସବୁ କିଛି ଠିକ୍ ଅଛି, ମୁଁ ନିଜ ଫଇସଲା ନିଜେ ନେଉଛି, ମୁଁ ସେହି ପ୍ରକାରର ଡାଇରେକ୍ଟର ନୁହେଁ, ଯାହାକୁ ଏହା ବି ଜଣାନାହିଁ କି କଣ କରିବାର ଅଛି, ମୁଁ ମୋର ବେଷ୍ଟ ଦେଇଛି ।

ଏବେ ଦର୍ଶକଙ୍କ ସହ ନିଜର ଫଇସଲା କଣ ହୋଇଥାଏ, ଏହା ତ ପରେ ସମୟର ସହ ଜଣାପଡିବ, ଏହି ସମୟରେ ସେ ଭାଇ ଅମିର୍ ଖାନ୍ ଓ କିରନ୍ ରାଓଙ୍କ ଛାଡପତ୍ର ଉପରେ କହିଲେ କି କାହାକୁ କିଛି କହିପାରିବି ନାହିଁ, କାରଣ ମୁଁନ୍ ଇଜେ ବିବାହ କରିନି କାହାର ଜ୍ବନ ବିଷୟରେ କେମିତି କହିପାରିବି, ଫୈସଲ୍ ଖାନ୍ କହିଲେ କି ତାଙ୍କ ମା ଓ ଭାଇ ଅମିର୍ ତାଙ୍କ ଫିଲ୍ମ ଫ୍ୟାକ୍ଟ୍ରିର ପ୍ରଶଂସା କରୁଛନ୍ତି ଅଭିନେତା ଫୈସଲ ଖାନ୍ ୧୯୯୪ ରେ ଫିଲ୍ମ ମଦହୋସ୍ ରେ ବଲିଉଡ୍ ରେ ଏଣ୍ଟ୍ରି ନେଇଥିଲେ, ଏହାପରେ ସେ ନିଜ ଭାଇ ଅମୀର୍ ସହ ଫିଲ୍ମ ମେଲାରେ ନଜର ଆସିଥିଲେ

ଏହି ଫିଲ୍ମରେ ଟ୍ୱିଙ୍କଲ୍ ଖାନ୍ନା ବି ଥିଲେ ,ଏହି ଫିଲ୍ମପରେ ଫୈସଲ୍ ନିଜର କିଛି ବି ପରିଚୟ ବନାଇପାରିଲେ ନାହିଁ । ମେଲା ଫିଲ୍ମ ପରେ କିଛି ବି ଗ୍ରେଡ୍ ଫିଲ୍ମରେ ସେ ନଜର ଆସିଥିଲେ, ଧୀରେ ଧିରେ ସେ ବଲିଉଡ୍ ରୁ ଗାୟବ ହୋଇଗଲେ, ବଲିଉଡ୍ ରେ ଅସଫଳ ହେବାପରେ ଫୈସଲ୍ ନିଜ ମାନସିକ ସନ୍ତୁଳନ ହରାଇ ବସିଲେ, ଓ କାହାକୁ ନ କହି ଘରୁ ପଳାଇଲେ, ଫେରିବାଅରେ ସେ ନିଜ ବଡ ଭାଇ ଅମୀର୍ ଖାନ୍ ଙ୍କ ଉପରେ ଗଂମ୍ଭିର ଆରୋପ ଲଗାଇଥିଲେ, ଫୈସଲ୍ କହିଲେ କି ଅମିର୍ ତାଙ୍କୁ ଘରେ ଲୁଚାଇକରି ରଖିଥିଲେ , ଓ ତାଙ୍କୁ ମାନସିକ ରୁପରେ ରୋଗୀ କହିକରି ମେଡିସିନ୍ ନେବାକୁ ବାଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *