October 19, 2024

Odia Express

Leading Odia News Portal of Odisha

କରିନା କାପୁର୍ ଏବେ Arjun କାପୁର୍ ଙ୍କ ଉପରେ ହେଲେ ଫିଦା, କହିଲେ ମନ କରୁଛି କି ଏବେ ସୈଫ୍ ଙ୍କୁ ଛାଡିଦେବି

ବଲିଉଡ୍ ର ଆଇଡଲ୍ କପଲ୍ କରିନା କାପୁର ଓ ସୈଫ୍ ଅଲ୍ଲୀ ଖାନ୍ ଙ୍କୁ ଜଣାଯାଏ , ଯେବେ ବି ଆଇଡଲ୍ କପଲ୍ ଙ୍କ କଥା ଆସେ , ତେବେ ସେଥିରୁ ଆମର ନବାବ୍ ଖାନ୍ ଓ ତାଙ୍କ ବେଗମ୍ ମାନେ କରିନା କାପୁର ନାଁ ନିଶ୍ଚିତ ସାମିଲ୍ କରାଯାଇଥିଲା , ଏହି ଯୋଡି ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ବହୁତ ବର୍ଷରୁ ଜାଗା ବନାଇଛନ୍ତି, ଇଣ୍ତଷ୍ଟ୍ରିରେ ଏତେ ସମୟ ରହିଥିବା ଦୁହେଁ ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟଙ୍କୁ ପ୍ରେମକୁ ନିବେଦନ କରିବାରେ କେଉଁ ମଉକା ହରାନ୍ତି ନାହିଁ , ବହୁତଥର ଦେଖାଯାଏ କି କରିନା କାପୁର ଓ ସୈଫ୍ ଅଲ୍ଲୀ ଖାନ୍ ନିଜ ସଂମ୍ପର୍କ ବିଷୟରେ ଖୋଲିକରି କଥା ହେବା ବହୁତ ପସନ୍ଦ କରନ୍ତି, ଏମିତିରେ କରିନା କାପୁର ଖାନ୍ ଏକ ଇଣ୍ଟରଭ୍ୟୁରେ ସମୟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିଲା, ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଊଛୁ ।

କହିଦେବୁ କି କରିନା କାପୁର ଏକ ଇଣ୍ଟରଭ୍ୟୁ ସମୟରେ ଏମିତି କଥା କହିଲେ ଯାହାକୁଶୁଣିକରି ସମସ୍ତେ ଚକିତ୍ ହୋଇଛନ୍ତି, କରିନା କହିଲେ କି ମନ କରୁଛି କି ସୈଫଙ୍କୁ ଛାଡିଦେବି, ଏହି କଥା ସେହି ସମୟର ଅଟେ ଯେବେ କରିନା କାପୁର ଅର୍ଜୁନଙ୍କ ମୁଭି କି ଆଣ୍ତ କା ର ସୁଟିଙ୍ଗ୍ କରୁଥିଲେ, ଏହି ମୁଭି ରେ ଦୁହେଁ ସ୍ୱାମୀ ଓ ସ୍ତ୍ରୀର୍ ଭୁମିକା ନିଭାଉଥିଲେ, ଫିଲ୍ମରେ କରିନା ବାହାରର କାମ କରୁଥିଲେ ଓ ଅର୍ଜୁନଙ୍କ ହାଉସ୍ ହଜବ୍ୟାଣ୍ତ ହିସାବରେ ଦେଖାଯାଇଥିଲା, କରିନା କାପୁର ଇଣ୍ଟରଭ୍ୟୁରେ ମଜାକ୍ କରିକହିଥିଲେ କି ଅର୍ଜୁନଙ୍କୁ ଏତେ କାମ କରୁଥିବାର ଦେଖିକରି ଲାଗୁଛି କି ସୈଫଙ୍କୁ ଛାଡିଦେବି ଓ ଅର୍ଜୁନଙ୍କୁ ବିବାହ କରିଦେବି, ଏହା ନୁହେଁ କରିନା କାପୁର ପତ୍ରକାର ଏହା ବି କହିଲେ କି ସୈଫ୍ ଅଲ୍ଲୀ ଖାନ୍ ଓ ଅର୍ଜୁନଙ୍କ କିଛି ବି ତୁଳନା ନାହିଁ କାରଣ ଏହି ଦୁହେଁ ତୁଳନାକୁ କେହି କରିପାରିବେ ନାହିଁ ।

ଏହା ନୁହେଁ ଯେବେ କରିନାଙ୍କୁ ପଚାରାଗଲା କି କଣ ବିବାହ ପରେ ସ୍ୱାମୀ ସ୍ତ୍ରୀ ଅନ୍ ସ୍କ୍ରିନ୍ ରେ କିସ୍ କରିବ୍ ପଲିସିକୁ ଆପାଣାଇଥିଲେ, କାରଣ୍ କରିନାଙ୍କୁ ବିବାହ କରିବାପରେ ସୈଫ୍ ଅଲ୍ଲୀ ଖାନ୍ ବହୁତ ପିଲ୍ମରେ ଅଭିନେତ୍ରୀଙ୍କ ସହ୍ ଅନ୍ ସ୍କ୍ରିନ୍ କିସ୍ କରିଥିଲେ, ଏହି ପ୍ରଶ୍ନ ଉପରେ କରିନା ନିଜର ଜବାବ୍ ଖୋଲାଖୋଲି ଦେଇଥିଲେ, କରିନା କହିଥିଲେ କି ଆମେ ସେ ପଲିସି ଅଫ୍ ସ୍କ୍ରିନ୍ ଆପାଣାଇଥିଲୁ, ସୈଫ୍ ଯଦି ଫିଲ୍ମରେ କିସିଙ୍ଗ୍ ସିନ୍ କରନ୍ତି ତେବେ ମୋତେ କିଛି ଅସୁବିଧା ନାହିଁ, କାରଣ୍ ଯଦି ଫିଲ୍ମରେ ଡିମାଣ୍ତ ଅଛି ତେବେ ପୁରା କରିବାକୁ ହେବ ।

କରିନା ଆଗକୁ କହିଲେ କି ମୁଁ ଫିଲ୍ମ କି ଆଣ୍ତ କା ଅର୍ଜୁନ କାପୁରଙ୍କ ସହ କିସିଙ୍ଗ୍ ସିନ୍ ଦେଇଥିଲେ, କାରଣ ଫିଲ୍ମ ସେମିତି ଡିମାଣ୍ତ ଥିଲା, ସେ ଫିଲ୍ମରେ ମ୍ୟାରେଡ୍ ଲାଇଫ୍ ଓ ସ୍ୱାମୀ ସ୍ତ୍ରୀ ଉପରେ ଆଧାରିତ ଥିଲା, ଏଥିପାଇଁ କିସିଙ୍ଗ୍ ସିନ୍ ମନା କରିପାରିଲେ ନାହିଁ, ସୈଫ୍ ଙ୍କୁ ଏଥିରେ କୌଣସି ଅସୁବିଧା ନାହିଁ ।

Leave a Reply

Your email address will not be published. Required fields are marked *