October 19, 2024

Odia Express

Leading Odia News Portal of Odisha

କ୍ୟାପଟେନ୍ ବିକ୍ରମ ବତ୍ରା ଆଜି ବି କରନ୍ତି ଅପେକ୍ଷା, ଜାଣନ୍ତୁ ଡିମ୍ପଲ୍ ଚିମ୍ପାଙ୍କର Real Life ବିଷୟରେ

ଏହି ଦିନ କାରଗିଲ୍ ଯୁଦ୍ଧରେ ହିରୋ ରହିଥିବା ବିକ୍ରମ ବତ୍ରାଙ୍କ ନାଁ ସୋସିଆଲ୍ ମିଡିଆରେ ବେଶୀ ଚର୍ଚ୍ଚା ହେଉଛି, ଏହାର କାରଣ ହେଲା ଏବେ କିଛି ଦିନ ହେବ ବଲିଉଡ୍ ଫିଲ୍ମ ଶେରଶାହ ରିଲିଜ୍ ହୋଇଛି । କହିଦେବୁ କି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀ ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି, ଏଥିରେ ସିଦ୍ଧାର୍ଥ ଯେଉଁଠି କ୍ୟାପଟେନ୍ ବତ୍ରାଙ୍କ ଭୁମିକା ନିଭାଉଛନ୍ତି,  ତେବେ ସେମିତି କିୟାରା ତାଙ୍କ ମଙ୍ଗେତର ଡିମ୍ପଲ୍ ଚିମାଙ୍କ ଭୁମିକା ନିଭାଉଛନ୍ତି, ଏହି ଫିଲ୍ମ ଅମାଜନ୍ ପ୍ରାଇମ୍ ରେ ଏବେ ରିଲିଜ୍ ହୋଇଛି, ଯାହାକି ବକ୍ସ ଅଫିସ୍ ରେ ହିଟ୍ ହୋଇଛି, ଏଥିରେ କ୍ୟାପଟେନ୍ ସାହେବଙ୍କ ପରିବାର ତାଙ୍କର ପ୍ରେମିକା ଡିମ୍ପଲ୍ ଚିମାଙ୍କ କାହାଣୀକୁ ଭଲ ଭାବରେ ଦେଖାଯାଇଛି, ଖବରରୁ ଜଣାଯାଏ ଯେ ଫିଲ୍ମର ସ୍କ୍ରିନିଙ୍ଗ୍ ରେ ବିକ୍ରମ ବତ୍ରାଙ୍କ ପରିବାର ବାଲାଙ୍କୁ ସାମିଲ୍ କରାଯାଇଥିଲା

କିନ୍ତୁ କଣ ଆପଣ ରିୟଲ୍ ଲାଇଫ୍ କ୍ୟାପଟେନ୍ ବତ୍ରା ଓ ଡିମ୍ପଲ୍ ଚିମାଙ୍କୁ ଜାଣିଛନ୍ତି, ଯଦି ଜାଣିନାହାଣ୍ତି ଆସନ୍ତୁ ଆମେ ତାଙ୍କ ବିଷୟରେ ଜଣାଇବୁ । କହିଦେବୁ କି ବିକ୍ରମ ବତ୍ରାଙ୍କୁ ୧୯୯୭ ର ୧୩ ତମ ବାଟାଲିୟ ଜମ୍ମୁ କାଶ୍ମୀର ରାଇଫଲ୍ସରେ ଜଣେ ଲେଫ୍ଟିନାଣ୍ଟ ଭାବେ ବଛାଯାଈଥିଲା, ଏହାପରେ ଯୁଦ୍ଧର ସମୟରେ ତାଙ୍କୁ କ୍ୟାପଟେନ୍ ପଦ ମିଳିଥିଲା, ବିକ୍ରମ୍ ବତ୍ରା ନିଜ ଲାଇଫ୍ କଥା କହିଲେ ଚଣ୍ତିଗଡରେ ପାଠପଢିବାପରେ ତାଙ୍କ ସାକ୍ଷାତ ଡିମ୍ପଲ୍ ଚିମାଙ୍କ ସହ ହୋଇଥିଲା, ଦୁହେଁ ବନ୍ଧୁତା କଲେ ଓ ତାପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଗଲେ, ବିକ୍ରମ ଜଲଦି ହିଁ ପରିବାରକୁ ଡିମ୍ପଲଙ୍କ ବିଷୟରେ କହିଦେଲେ, ସେମିତି ଡିମ୍ପଲ୍ ନିଜ ଫ୍ୟାମିଲିଙ୍କୁ ବିକ୍ରମ ସହ ଦେଖାକରାଇଦେଲେ, ଦୁହେଁ ପରିବାରର ବିବାହରେ କିଛି ବି ଆପତ୍ତି ନାହିଁ, ଏଥିପାଇଁ ଦୁହେଁଙ୍କ ନିର୍ବନ୍ଧ ବି ହୋଇଗଲା ।

ଯେବେ କାରଗିଲ୍ ଯୁଦ୍ଧ ସମୟରେ ବିକ୍ରମ ବତ୍ରା ସହିଦ୍ ହୋଇଥିଲେ ତେବେ ନା କେବଳ ତାଙ୍କ ପରିବାର ଲୋକେ ବରଂ ଡିମ୍ପଲ୍ ଚିମାଙ୍କ ଉପରେ ଦୁଃଖର ପାହାଡ ପଡିଥିଲା, ଡିମ୍ପଲ୍ ବିକ୍ରମଙ୍କୁ ବହୁତ ଭଲ ପାଉଥିଲେ, କାରଗିଲ୍ ଯିବା ପୁର୍ବରୁ ବତ୍ରା ସାହେବ୍ ଡିମ୍ପଲ୍ ଙ୍କୁ ବିବାହ କରିଦେଇଥିଲେ, ଏହା ବିଷୟରେ ଦୁହେଁ ପରିବାରକୁ କିଛି ବି ଜଣାନଥିଲା, ଏମିତିରେ ତାଙ୍କର ସହିଦ୍ ହେବା କଥା ଯୋଗୁଁ ଦୁହେଁ ପରିବାରକୁ ସଦମା ଲାଗିଲା, ଏହା ସହ ଡିମ୍ପଲ୍ ଙ୍କୁ ଏହି କଥାର ଗଭୀର ସଦମା ଲାଗିଲା,  ବିକ୍ରମ ବତ୍ରାଙ୍କ ପରିବାର ଲୋକେ ଡିମ୍ପଲ୍ ଙ୍କ ବିବାହ କରାଇବା ପାଇଁ ଜୋର୍ ଦେଲେ କିନ୍ତୁ ଡିମ୍ପଲ୍ କିଛି ଏମିତି ଜବାବ୍ ଦେଲେ ଯାହା ତାଙ୍କ ସଚ୍ଚା ପ୍ରେମର ଏକ ବାକ୍ୟ ପ୍ରମାଣିତ କରିଥାଏ ।

ଡିମ୍ପଲ୍ କହିଲେ କି ସେ ଆଉଥରେ ବାହା ହେବେ ନାହିଁ, କାରଣ୍ ତାଙ୍କୁ ଆଜି ବି ଲାଗୁଛି କି ବିକ୍ରମ ବତ୍ରା କେଉଁଠି ନା କେଉଁଠି ତାଙ୍କ ସହ ଅଛନ୍ତି, ସେମିତି ବତ୍ରା ସାହେବଙ୍କ ବାପା ଜିଏଲ୍ ବତ୍ରା କହିଲେ କି ସେ ବିକ୍ରମ ଓ ଡିମ୍ପଲ୍ ଙ୍କ ବାହାଘର ପାଇଁ ରାଜି ଥିଲେ, ବିକ୍ରମ ତାଙ୍କୁ ପୁର୍ବରୁ ଏହି ସଂମ୍ପର୍କ ବିଷୟରେ ଜଣାଇଥିଲେ, ସେ ଆଗକୁ କହିଲେ କି କାରଗିଲ୍ ଯୁଦ୍ଧରେ ବିକ୍ରମ ସହିଦ୍ ହେବା ପରେ ତାଙ୍କୁ ବିବାହ କରିବାର ପାଇଁ ବହୁତ ଥର କହିଲେ କିନ୍ତୁ ସେ ବିବାହ କଲେ ନାହିଁ , ସେ କହିଲେ କି ସେ ନିଜ ଜୀବନ ବିକ୍ରମ ବତ୍ରାଙ୍କ ସ୍ମୃତିରେ କଟାଇନେବେ ।

Leave a Reply

Your email address will not be published. Required fields are marked *