ମା ଙ୍କ 50 ତମ ଜନ୍ମଦିନ ଉପରେ ଏହି ପୁଅ ଦେଇଥିଲେ ସବୁଠାରୁ ବଡ ଖୁସି, ଦେଇଥିଲା ଏମିତି Gift ଦେଖିକରି ଅଟକାଇ ପାରିଲେ ନିଜ ଆଖିର ଲୁହ
କୁହନ୍ତି କି ପ୍ୟାରେଣ୍ଟସ୍ ଙ୍କ ଛଡା କେଉଁ ନିଜ ଛୁଆଙ୍କୁ ବୁଝାଇପାରିବ ନାହିଁ, ଏକ ଛୁଆ ସବୁଠାରୁ ଅଧିକା ସଂମ୍ପର୍କ ତାଙ୍କ ପ୍ୟାରେଣ୍ଟସ୍ ହୋଇଥାଏ, ସେମିତି ମା ବାପାଙ୍କୁ ବି ନିଜ ଛୁଆଙ୍କ ସ୍ୱପ୍ନକୁ ପୁରା କରିବାରେ କିଛି ବି ପ୍ରଚେଷ୍ଟା ଛାଡିନଥିଲେ, ସେମିତି ପରିଶ୍ରମ କରନ୍ତି ଯାହାଦ୍ୱାରା ତାଙ୍କ ଛୁଆ କେଉଁ ସ୍ୱପନ୍ ଅଧୁରା ନ ରହୁ, ତାପରେ ସେ ନିଜକୁ ସ୍ୱପ୍ନକୁ ଜଳାଞ୍ଜଳୀ କରିବାକୁ ନପଡେ, ସେମିତି କିଛି ଛୁଆ ଏମିତି ହୋଇଥାଏ ଯାହା ନିଜ ବାପା ମା ସ୍ୱପ୍ନକୁ ପୁରା କରିବାପାଇଁ ବହୁତ ପରିଶ୍ରମ୍ କରନ୍ତି । ମହାରାଷ୍ଟ୍ର ଏକ ପୁଅ ଏମିତି ହିଁ ନିଜ ମାଙ୍କ ସ୍ୱପ୍ନକୁ ପୁରା କରିଦେଖାଇଥିଲେ, ଏହି ପୁଅ ନିଜ ମାଙ୍କର ୫୦ ତମ ଜନ୍ମଦିନରେ କିଛି ଏମିତି ଉପହାର ଦେଇଥିଲେ, ଯାହାର ଆଶା କରାଯାଇନଥିଲା, ପୁଅ ନିଜ ହେଲିକାଫ୍ଟରରେ ବୁଲାଇଦେଲେ, ଥାନେ ଜିଲ୍ଲାର ଉଲ୍ଲାସନଗରରେ ରହୁଥିବା ଏହି ପୁଅ ନିଜ ମାଙ୍କୁ ସରପ୍ରାଇଜ୍ ଗିଫ୍ଟ କରିଥିଲେ ତାଙ୍କ ଆଖିରୁ ଲୁହ ଚାଲିଯାଇଥିଲା, ସେ କହିଲେ କି ଭଗବାନ ସମସ୍ତଙ୍କୁ ଏମିତି ପୁଅ ଦିଅନ୍ତୁ ।
କହିଦେବୁ କି ଏହି କଥା ଏବେ ଆଖପାଖ ଇଲାକାରେ ଚର୍ଚ୍ଚାର ବିଷୟରେ ହୋଇଥିଲା, ରେଖା ଦିଲ୍ଲୀପ ଗରଡ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବର୍ସି ବାସିନ୍ଦା ଅଟନ୍ତି, ବିବାହ ପରେ ନିଜ ସ୍ୱାମୀଙ୍କ ସହ ଉଲ୍ଲାସନଗରର ବାସିନ୍ଦା ଅଟନ୍ତି, କିନ୍ତୁ ଯେବେ ତାଙ୍କ ଛୁଆ ବହୁତ ଛୋଟ ଥିଲେ ତେବେ ତାଙ୍କ ସ୍ୱାମୀଙ୍କ ନିଧନ ହୋଇଥିଲା, ତାଙ୍କ ବଡ ପୁଅ ପ୍ରଦୀପ ସେହି ସମୟରେ ସପ୍ତମ କ୍ଲାସରେ ପଢୁଥିଲେ, ରେଖା ଲୋକଙ୍କର ଘରରେ କାମକରି ଯେପରି ଛୁଆଙ୍କ ଯତ୍ନ ନେଇଥିଲେ, ପ୍ରଦୀପ ନିଜ ପାଠପଢା ଆଶ୍ରମ ସ୍କୁଲରୁ ପୁରା କରିଥିଲେ ।
ଯେବେ +୨ କ୍ଲାସରେ ଥିଲେ ତାଙ୍କ ଘରର ଛାତ ଉପରେ ଏକ ହେଲିକାପ୍ଟର ଗଲା ଯାହାକୁ ଦେଖିକରି ତାଙ୍କ ମା କହିଲେ କି କଣ ଆମେ କେବେ ହେଲିକାପ୍ଟରରେ ଯାତ୍ରା କରିପାରିବେ , ଏହି କଥା ପ୍ରଦୀପ ମନରେ ଘର କରିଦେଲା, ପ୍ରଦୀପ ଚାକିରି କରିବାକୁ ଲାଗିଲା ଓ ଚାକିରିରେ ସେ ଉନ୍ନତି ହେବାକୁ ଲାଗିଲା, ଯାହାପରେ ସେ ବାହାରିକରି ଫ୍ଲାଟରେ ସିଫ୍ଟ ହୋଇଗଲ୍, ପ୍ରଦୀପ ବିବାହ ହୋଇଗଲା, ଓ ଛୁଆ ବି ହୋଇଗଲେ କିନ୍ତୁ ମା ଙ୍କୁ ହେଲିକାପ୍ଟର ବୁଲାଇବା କଥା ସେ ଭୁଲିପାରିଲେ ନାହିଁ
ଦିନେ ପ୍ରଦୀପ ଭାବିଲେ କି ଯେପରି ହେଉ ତାଙ୍କ ମାଙ୍କ ୫୦ ଦିନ ଜନ୍ମଦିନରେ ସରପ୍ରାଇଜ୍ ଗିଫ୍ଟ ଦେବେ, ଓ ତାଙ୍କୁ ହେଲିକାପ୍ଟର ଆକାଶରେ ଉଡାଇଲେ, ପ୍ରଦିପ ଏହି ସରପ୍ରାଇଜ୍ ପ୍ରସ୍ତୁତି କରିଥିଲେ, ସେମିତି ମାଙ୍କୁ ସିଦ୍ଧିବିନାୟକ ମନ୍ଦିରକୁ କହିକରି ଜୁହି ଏୟାରବେସ୍ ନେଇଗଲେ, ଏୟାରବେସ୍ ପହଞ୍ଚିକରି ଯେବେ ମାଙ୍କୁ ପୁଅର ସରପ୍ରାଇଜ୍ ଗିଫ୍ଟ ଜଣାପଡିଲା ତେବେ ସେ ଭାବୁକ ହୋଇଯାଇଥିଲା,
ନିଜ ଆଖିର ଲୁହ ଅଟକାଇପାରିଲେ ନାହିଁ , କାନ୍ଦି କାନ୍ଦି କହିଲେ କି ଏମିତି ସେ କେବେ ସ୍ୱପ୍ନରେ ଭାବିନଥିଲେ, ସେ କହିଲେ ଏମିତି ପୁଅ ସମସ୍ତଙ୍କୁ ଦିଅନ୍ତୁ, ଏହାପରେ ସେ ପୁରା ପରିବାରକୁ ହେଲିକାପ୍ଟରରେ ବୁଲାଇଲେ, କହିଦେବୁ କି ଏକ ପୁଅ ଦ୍ୱାରା ମାଙ୍କୁ ଦେଇଥିଲେ ଏମିତି ଉପହାର ପୁରା ସହରରେ ଚର୍ଚ୍ଚାର ବିଷୟରେ ବନାଇଥିଲେ ।