October 20, 2024

Odia Express

Leading Odia News Portal of Odisha

ଏହା ହେଲା ଦୁନିଆଁର ସବୁଠାରୁ ଧନୀ Village, ଏଠାରେ ୧୭ ଟି Bank ରେ ଜମା ଅଛି ୫ ହଜାର କୋଟି ଟଙ୍କା

ଆଜିକାଲିର ଏହି ଆଧୁନିକ ଯୁଗରେ ସବୁ ବ୍ୟକ୍ତି ଧନୀ ହେବାର ସ୍ୱପ୍ନ ଦେଖିଥାଏ, ଗୋଟେ ସମୟର ରୁଟି, କପଡା ଓ ଘରକୁ ଗୁରୁତ୍ୱ ଦିଆଯାଏ, କିନ୍ତୁ ଏବେ ସମୟ ବଦଳିଯାଇଛି, ଯଦି ଆପଣଙ୍କୁ ଏମିତି ଆରାମଦାୟକ ଜୀବନ ଅତିବାହିତ କରିବାର ଅଛି ତେବେ ଆପଣଙ୍କ ପାଖରେ କେତେ ପଇସା ଥିଲେ କଣ ହେବ ଆପଣଙ୍କୁ କମ୍ ହିଁ ଲାଗିବ, ସେମିତି ପଇସା କମାଇବାର ବ୍ୟସ୍ତବହୁଳତାରେ ସମସ୍ତେ ନିଜକୁ ଆଗୁଆ ରଖିବାକୁ ଚାହଁନ୍ତି, ଏବେ ସମୟ ଆସିଯାଇଛି କି ସମସ୍ତେ ପଇସାର ତୁଳନାରେ ସମସ୍ତଙ୍କୁ ଜର୍ଜ କରାଯାଉଛି, ସେମିତି ଆଜି ଆମେ ଏହି ଖାସ୍ ପୋଷ୍ଟରେ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯାହା ଦୁନିଆଁର ସବୁଠାରୁ ଧନୀ ଗାଁ ଭାବେ ଜଣାଯାଏ , ଏବେ ଆପଣ ଭାବୁଥିବେ କି ଏହି ଗାଁ ଏମିତି କେଉଁ ସୁନାର ଖାଦାନ୍ ଅଛି ଯାହା ଏହି ଗାଁକୁ ଏତେ ଧନୀ କରିଦେଉଛି, ତେବେ ଆସନ୍ତୁ ଜାଣିବା ଏହି ଗାଁର ଅସଲ ଖାସିୟତ୍ ବିଷୟରେ ।

ଆପଣଙ୍କୁ କହିଦେବୁ କି ଏହି ଗାଁ କେଉଁ ଅନ୍ୟ ଦେଶରେ ନୁହେଁ ବରଂ ଆମ ଭାରତ ଦେଶରେ ଅଛି, ହଁ ଆଜ୍ଞା ଏହି ଗାଁ ଗୁଜୁରାଟର କଛ ଜିଲ୍ଲାରେ ମହଜୁଦ୍ ମଧାପାର ନାଁରେ ଜଣାଯାଏ , ଏହି ଗାଁର ଦୁନିଆଁ ଦେଶର ଅନ୍ୟ ଗାଁର ତୁଳନା ବିଲକୁଲ୍ ଅଲଗା ଅଟେ ଖାସ୍ କରି ଦେଖିଲେ ଭାରତୀୟ ଗାଁରେ ଅଧିକ ସଂଖ୍ୟାରେ ହୋଇନଥାଏ, କିତୁ ସେମିତି କଥା ମଧାପାରର କରିଲେ ଏଠାରେ ୧୭ ଟି ବ୍ୟାଙ୍କ୍ ଅଛି, ଜନସଂଖ୍ୟା କଥା କହିଲେ ଏଠାରେ ୭୬୦୦ ଘରରେ ପ୍ରାୟ ୯୨ ହଜାର ଲୋକ ରୁହନ୍ତି, ଖାସ୍ କଥା ଏହା କି ଏହି ସବୁ ବ୍ୟାଙ୍କରେ ଗାଁରେ ପ୍ରାୟ ୫ ହଜାର କୋଟି ଟଙ୍କା ଜମା ଅଛି

ଗାଁର ଧନୀତ୍ୱ ଏହି କଥାରୁ ଅନ୍ଦାଜା ଲଗାଇପାରିବେ, ଖବରରୁ ଜଣାଯାଏ କି ଏହି ଗାଁରେ ଅଧିକାଂଶ ଲୋକ ଲଣ୍ତନରୁ ଅଛନ୍ତି, କିନ୍ତୁ ସବୁଠାରୁ ଯୋଡି ହୋଇଥିବା କଥା ଏହା ହେଲା ଏହି ଗାଁ ରେ ୧୯୬୮ ରେ ଲଣ୍ତନର ଲୋକ ଏଠାରେ ମଧାପାର ଗାଁର ଆସୋସିଏସନ୍ ନାମକ ଏକ ସଂଗଠନ ଗଢିଲେ, ଏମିତି ଦରକାର ପଡିଲେ ଏହି ଲୋକ ଜଣେ ଅନ୍ୟଙ୍କ ସହ ସଂମ୍ପର୍କରେ ରୁହନ୍ତି, ଓ ଗାଁରେ ଥିବା ବ୍ୟାଙ୍କ୍ ରେ ଆସିବା ଦିନରୁ ନିଜ ପଇସା ଜମା କରନ୍ତି, ଆଶ୍ଚର୍ଯ୍ୟର କଥା ସେମିତି ଏହି ଲୋକ ବିଦେଶରେ ରୁହନ୍ତି , କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଲୋକ ନିଜ ଗାଁର ଜମିକୁ ବିକ୍ରି କରିନାହାନ୍ତି ।

ଯେଉଁ ଲୋକ ଏହି ଗାଁରେରୁହନ୍ତି, ସେ ନିଜକୁ କ୍ଷେତର ଦେଖାଶୁଣା କରିବାକୁ ଆସନ୍ତି, ଓ ଏଠାରେ ଜମିବାଡି କାମ କରି ନିଜ ଗୁଜୁରାଣ ମେଣ୍ଟାନ୍ତି, ସେମିତି ଗାଁରେ ସ୍କୁଲ, କଲେଜ୍, ଗୌଶାଳା, ହେଲଥ୍ ସେଣ୍ଟର୍, କମ୍ୟୁନିଟି ହଲ୍, ଓ ପୋଷ୍ଟ ଅଫିସ୍ ର କିଛି ବି କମି ନାହିଁ, ସବୁ ମିଶାଇଲେ ଏହି ଗାଁ ଦେଖିବାକୁ ଏକ ଚଳନ୍ତା ସହର ପରି ଅଟେ ଏଠାରେ ହ୍ରଦ,କୁଅ, ବି ଅଛି, ଯାହା ଦେଖିଲା ପରି ଲାଗେ, ଖାସ୍ କରି ଏହି ଗାଁରେ ମହଜୁଦ୍ ସୁନ୍ଦର ହ୍ରଦ ପର୍ଯ୍ୟଟକ ଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ।

ମଧାପୁର ଗାଁର ଲୋକେ ବହୁତ ପରିଶ୍ରମ କରିଥାନ୍ତି, ଯିଏ ବି ଏହି ଗାଁକୁ ଆସିଥାଏ ସେ ଏଠାରେ ଖୁସି ହୋଇ ଫେରିଯାଏ ,ଗାଁର ଧନିତ୍ୱ ଦେଖିକରି ବହୁତ୍ ବିଦେଶୀ ପର୍ଯ୍ୟଟକ ଭାବିବସନ୍ତି, ଏହି ଗାଁର ଭାରତରେ ସବୁଠାରୁ ସୁନ୍ଦର ଓବିକାଶିତ ଗାଁରୁ ଗୋଟେ ବୋଲି ଜଣାଯାଏ ॥ ଯଦି ଆପଣ କେବେ ଛୁଟିର୍ ପ୍ଲାନ୍ କରିବେ ତେବେ ଥରେ ଏହି ଗାଁ କୁ ନିଶ୍ଚିତଭାବେ ଆସନ୍ତୁ ଯିବାକୁ ମନ କରିବେ ନାହିଁ ।

Leave a Reply

Your email address will not be published. Required fields are marked *