October 19, 2024

Odia Express

Leading Odia News Portal of Odisha

ସ୍ୱାମୀକୁ ଭାବିନେଇଥିଲେ ମୃତ ବୋଲି, 22 ବର୍ଷ ପର୍ଯ୍ୟନ୍ତ ବିଧବା ହୋଇକରି କାଟୁଥିଲେ ଜୀବନ , ଏବେ ଅଚାନକ ଫେରିଆସିଲା ସ୍ୱାମୀ ତାପରେ Stree ଯାହା କରିଲେ

ଜୀବନରେ ଆମେ ବହୁତଥର ଏମିତି କିଛି କାହାଣୀ ଶୁଣିବାକୁ କିମ୍ବା ଦେଖିବାକୁ ମିଳିଥାଏ , ଯାହା ଆମକୁ ଚକିତ କରିଦିଏ, ସେମିତି ଆଜିର ଏହି ଖାସ୍ ପୋଷ୍ଟରେ ଆମେ ଏମିତି ଏକ ଆଶ୍ଚର୍ଯ୍ୟକର ମାମଲା ବିଷୟରେ କହିବାକୁ ଯାଊଛୁ, ଯାହାକୁ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଏହି ମାମଲା ଏକ ଏମିତି ବ୍ୟକ୍ତି ଅଛନ୍ତି ଯିଏ ୨୨ ବର୍ଷ ପୁର୍ବରୁ ନିଜ ଘର ପରିବାର ଛାଡି ଦେଇଥିଲା, ଓ ତାର ଘର ଲୋକେ ତାକୁ ମୃତ ଘୋଷିତ କରିଦେଇଥିଲା, କିନ୍ତୁ ଏବେ ଆଶ୍ଚର୍ଯ୍ୟର କଥା ଏହା କି ୨୨ ବର୍ଷର ଲମ୍ବା ଅନ୍ତରାଳର ପରେ ସେ ଏବେ ବ୍ୟକ୍ତି ଅଚାନକ ଘରକୁ ଫେରି ଆସିଲା, ଯାହାକୁ ଦେଖିକରି ପରିବାରଲୋକ ନୁହେଁ ବରଂ ପୁରା ଗାଁ ସ୍ତବ୍ଧ ହୋଇଯାଇଛି ।

ଆପଣଙ୍କୁ ଜଣେଇଦେବୁ କି ଏହି ପୁରା ମାମଲା ଝାରଖଣ୍ତର ଗଢବା ଜିଲ୍ଲାର୍ କାଣ୍ତି ପ୍ରଖଣ୍ତର ଅଟେ, ଏହି ଗାଁରେ ଉଦୟ ସାବ ନାମକ ଏକ ବ୍ୟକ୍ତି ରହୁଥିଲା, ଯାହାର ବାହାଘର ବହୁତ ଧୁମ୍ ଧାମ୍ ରେ ହେଉଥିଲା, ଉଦୟ ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ରହୁଥିଲା, କିନ୍ତୁ ଅଚାନକ ତାର ସାଂସରିକ ଜୀବନରୁ ମନ ଉଠିଗଲା, ଓ ସେ ବିନା କାହାକୁ କହି ଘର ଛାଡି ଚାଲିଗଲା, ଉଦୟ ଯିବାପରେ ଘର ଲୋକେ ତାକୁ ଖୋଜିବାଉ ଲାଗିଲେ କିନ୍ତୁ ବହୁତ୍ ଚେଷ୍ଟା କରିବାପରେ ବି ସବୁ ଚେଷ୍ଟା ଫେଲ୍ ମାରିଲା, ଏମିତିରେ ଘର ଲୋକେ ଏହା ଅନ୍ଦାଜା ଲଗାଇଲେ କି ଏବେ ସେ ଦୁନିଆଁରେ ନାହାନ୍ତି ।

ଗାଁ ଲୋକଙ୍କ ମାନିଲେ ଉଦୟଙ୍କ ସ୍ତ୍ରୀ ତାଙ୍କୁ ମୃତ ଭାବିକରି ବିଧବାଙ୍କ ପରି ବଞ୍ଚିବା ଆରମ୍ଭ କରିଦେଲେ, ସେମିତି ଉଦୟଙ୍କ ଛୁଆ ବି ଅନାଥ ପରି ବଞ୍ଚିଥିଲେ, କିନ୍ତୁ ୨୨ ବର୍ଷ ପରେ ଅଚାନକ ଉଦୟ ଫେରିବାରୁ ପୁରା ଗାଁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା, କୁହାଯାଉଛି କି ଉଦୟ ଏକ ଯୋଗି ଭେଶରେ ଭିକ୍ଷା ମାଗିକରି ସେହି ଗାଁକୁ ଫେରିଲା, ଓ ନିଜ ସ୍ତ୍ରୀକୁ ଯାଇକରି ଭିକ୍ଷା ମାଗିଲା, କିନ୍ତୁ ସ୍ତ୍ରୀ ତାକୁ ଦେଖିକରି ଚିହ୍ନିଦେଲା , ଉଦୟ ମନା କରିଦେଲା କି ସେ ତାର ସ୍ୱାମୀ ନୁହେଁ , କିନ୍ତୁ ସ୍ତ୍ରୀକୁ ପୁର୍ଣ୍ଣ ବିଶ୍ୱାସ ଥିଲ୍ କି ସେ ଉଦୟ ହିଁ ଅଟେ, ଏମିତିରେ ଏହି କଥାକୁ ଗାଁରେ ବ୍ୟାପିବା ପାଇଁ ଆଉ ଡେରି ହୋଇନଥିଲା, ଓ ସବୁ ଗାଁ ଲୋକ ତୁରନ୍ତ ପହଞ୍ଚିଯାଇଥିଲେ ।

ଭିକ୍ଷା ମାଗିବା ବାଲା ଯୋଗୀଙ୍କୁ ଦେଖିକରି ସବୁ ତାଙ୍କୁ ଉଦୟ ରୁପରେ ଚିହ୍ନିପାରିଥିଲେ । ମିଳିଥିବା ସୁଚନା ଅନୁସାରେ ଉଦୟ ଏକ ସନ୍ୟାସୀ ଭେଷରେ ସାରଙ୍ଗି ବଜାଉଥିଲା, ଓ ଭିକ ମାଗୁଥିଲା, ଯେବେ ଘର ଲୋକେ ୨୨ ବର୍ଷ ପୁର୍ବର କଥା ପଚାରିଲେ ତେବେ ସେ କହିଲେ କି ସେ କେଉଁ ପ୍ରକାର ଘର ପରିବାର ଛାଡିକରି ସନ୍ୟାସ ଆପଣାଇନେଇଥିଲେ

ଉଦୟ କହିଲେ କି ତାଙ୍କର ଏହା ମାନିବା କଥା କି ନିଜ ସ୍ତ୍ରୀକୁ ଭିକ୍ଷା ବିନା ତାର ଜୀବନ ସାର୍ଥକ ହୋଇପାରିବ ନାହିଁ, ଏଥିପାଈଁ ସେ ଭିକ୍ଷା ମାଗିବାକୁ ଗାଁକୁ ଫେରି ଆସିଲା, ସେମିତି ସ୍ତ୍ରୀ ଉଦୟଙ୍କୁ ଫେରିବାର ଦେଖି ସେ ଘରେ ରହିବାକୁ କହିଥିଲା, କିନ୍ତୁ ଉଦୟ କାହାର ବି ଶୁଣିନଥିଲା, ଓ ରହିବାକୁ ମନା କରିଦେଲା ଏବେ ଉଦୟ ଭିକ୍ଷା ନେଇକରି ଗାଁର ବାହାର ହିଁ ୧ ଡିଗ୍ରୀ କଲେଜ୍ ରେ ଅଟକିଛନ୍ତି, ଉଦୟଙ୍କ ସ୍ତ୍ରୀ କଥା କହିଲେ ତେବେ ସେ ନିଜ ସ୍ୱାମୀଙ୍କ ଥିବା ସତ୍ତ୍ୱେ ବି ଏକ୍ଲା ଜୀବନ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *