October 20, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁର ପ୍ରଶ୍ନ : ଏମିତି କେଉଁ ଦେଶ ଅଛି ଯେଉଁଠି ମା ବାପାକୁ ନିଜ ଛୁଆର ନାଁ ରଖିବାର ଅଧିକାର ନାହିଁ ?ସଠିକ Answer ଏବେ ଜାଣିରଖନ୍ତୁ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କେଉଁ ଭାରତୀୟ ସ୍ୱତନ୍ତ୍ର ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଥିଲେ ? ଉତ୍ତର- ସି, ରାଜଗୋପାଳଚାରୀ ।

୨) ସର୍ବପ୍ରଥମ କିଏ କହିଥିଲେ କି ସ୍ୱତନ୍ତ୍ରତା ମୋର ଜନ୍ମସିଦ୍ଧ ଅଧିକାର ଅଟେ । ଉତ୍ତର- ବାଳ ଗଙ୍ଗାଧର ତିଲକ ।

୩) କେଉଁ ସବିଧାନିକ ସଂଶୋଧନର ଅଧିନିୟମ ଦ୍ୱାରା ସଂବିଧାନରେ ମୁଳ କର୍ତ୍ତବ୍ୟକୁ ସମ୍ମିଳିତକରାଯାଇଛି ? ଉତ୍ତର- ୪୩ ତମ ସଂବିଧାନିକ ସଂଶୋଧନ ଅଧିନିୟମ ୧୯୭୭

୪) ଭାରତୀୟ ସଂବିଧାନର କେଉଁ ଅନୁଚ୍ଛେଦ ଅସ୍ପୃଶ୍ୟତା ଉନମୁଳନ କରିଥାଏ ଓ କେଉଁ ରୁପରେ ଏହାର ବ୍ୟବହାର ନିଷେଧ କରିଥାଏ ? ଉତ୍ତର- ଅନୁଚ୍ଛେଦ ୧୭

୫) କେଉଁ ପଶୁର ହାର୍ଟ ବିଟ୍ ଦୁଇ ମିଲ୍ ଦୁରରୁ ଶୁଣାଯାଇପାରେ ? ଉତ୍ତର- ବ୍ଲୁ ହ୍ୱେଲ୍

୬) କେଉଁ ଦେଶରେ ଗୁଣ୍ତୁଚିମୁଷା ବାହାରିବା ପାଇଁ ବ୍ରିଜ୍ କରାଯାଇଛି ? ଉତ୍ତର-ନେଦରଲ୍ୟାଣ୍ତ

୭) କେଉଁ ଦେଶରେ କୈଦୀଙ୍କୁ ଆୟାତକରାଯାଏ ? ଉତ୍ତର- ନେଦରଲ୍ୟାଣ୍ତ

୮) ୱାଟର ବୋଟଲ ରେ ଲେଖାହୋଇଥିବା ଏକ୍ସପାରୀ ଡେଟ୍ ବୋତଲ କିମ୍ବା ପାଣିର କାହାପାଈଁ ହୋଇଥାଏ ? ଉତ୍ତର- ବୋତଲ

୯) କେଉଁ ଆଷ୍ଟ୍ରୋନୋଟ୍ ଚନ୍ଦ୍ରରେ ଗୋଲଫ୍ ଖେଳିଥିଲେ ? ଉତ୍ତର- ଏଲନ୍ ଶେପାର୍ଡ

୧୦) ଜାହାଙ୍ଗୀର କାଳରେ ମୁଗଲ ଦରବାର ଆସୁଥିବା ପ୍ରଥମ ଇଂରେଜ କିଏ ଥିଲେ ? ଉତ୍ତର- କ୍ୟାପଟେନ୍ ୱିଲିୟମ୍ ହକିଂଙ୍ଗ୍ସ

୧୧) ତେନ୍ଦୁଲକର ସମିତିର ଗଠନ କାହାପାଈଁ କରାଯାଇଥିଲା? ଉତ୍ତର- କୃଷି ଉତ୍ପାଦନ ପାଇଁ

୧୨) କିଏ ଗୁରିଲା ଯୁଦ୍ଧର ତରିକା ଆରମ୍ଭ କରିଥିଲେ ? ଉତ୍ତର- ଶିବାଜୀ

୧୩) ଭାରତରେ ପ୍ରଥମଥର ରାଷ୍ଟ୍ରିୟ ଆପତକାଳ କେବେ ଘୋଷିତ ହୋଇଥିଲା ? ଉତ୍ତର- ୧୯୬୨ ରେ

୧୪) ଆମେ ବିଶ୍ୱର କେଉଁ ରାଷ୍ଟ୍ରର ସଂବିଧାନରୁ ନିଜ ମୁଳ ଅଧିକାରକୁ ସଂକଳ୍ପନା ଗ୍ରହଣ କରିଛନ୍ତି ? ଉତ୍ତର- ୟୁଏସ୍ ଏ

୧୫) ଯଦି ରାଷ୍ଟ୍ରପତି ପଦ ଖାଲି ଅଛି, ତେବେ ତାହାକୁ କେତେ ଦିନ ଅବଧି ଭିତରେ ଭରିବାକୁ ଆବଶ୍ୟକ ଅଛି ? ଉତ୍ତର- ୬ ମାସ

୧୬) ଭାରତୀୟ ସଂବିଧାନ କେଉଁ ଅନୁଚ୍ଛେଦ ଜମୁ କାଶ୍ମୀର ରାଜ୍ୟକୁ ବିଶେଷ ଦର୍ଜା ଦେଇଥାଏ ? ଉତ୍ତର- ୩୭୦ ଧାରା

୧୭) ଭାରତୀୟ ସଂବିଧାନର ଅନୁଚ୍ଚେଦ କେଉଁ ଅନୁଚ୍ଛେଦ ରେ କୁହାଯାଇଛି କି ଭାରତ ରାଜ୍ୟର ସଂଘ ଅଟେ ସେ ଫେଡେରେସନ୍ ନୁହେଁ ? ଉତ୍ତର- ୧ ଅନୁଚ୍ଛେଦ

୧୮) କିଶୋର ନ୍ୟାୟ ଅଧିନିୟମ ଅନୁସାରେ ଜଘନ୍ୟ ଅପରାଧ ମାମଲାରେ ନ୍ୟୁନତମ ଦଣ୍ତ କେତେ ବର୍ଷର ଅଟେ ? ଉତର- ନ୍ୟୁନତମ ୭ ବର୍ଷର

୧୯) ଭାରତର ରାଷ୍ଟ୍ରିୟ ଗୀତ ବନ୍ଦେ ମାତରମ୍ ସର୍ବପ୍ରଥମେ କେଉଁଠି ପ୍ରକାଶିତ ହୋଇଥିଲା ? ଉତ୍ତର- ଏହା ବଙ୍ଗାଳୀ କଥା ଉପନ୍ୟାସ ଆନନ୍ଦମଠରେ ପ୍ରକାଶିତ ହୋଇଥିଲା ।

୨୦) ମଙ୍ଗଳରେ ନାଶାର ପରସରଭେନ୍ସ ରୋଭର୍ କେବେ ଓହ୍ଲାଇଲା ? ଉତ୍ତର- ୧୮ ଫେବୃୟାରୀ ୨୦୨୧ କୁ ମଙ୍ଗଳ ଗ୍ରହର ଜେଜେରୋ କ୍ରେଟର୍ ରେ ଏହା ପରସରଭାନ୍ସ ରୋଭର୍ ସଫଳତାପୁର୍ବକ ଓହ୍ଲାଇଥିଲା ।

୨୧) ଭାରତର କେଉଁ ରାଜ୍ୟର ରାଜ୍ୟପାଳ ହୋଇଥିବା ପ୍ରଥମ ମହିଳା କିଏ ଥିଲେ ? ଉତ୍ତର- ସରୋଜିନି ନାଇଡୁ

୨୨) ସଂବିଧାନ ସଭା ଭାରତ ସଂବିଧାନକୁ କେବେ ସିକୃତ କରାଯାଇଥିଲା ? ଉତ୍ତର- ୨୬ ନଭେମ୍ବର ୧୯୪୭

୨୩) ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିବାଦ ମାମଲାରେ କାହାକୁ ପ୍ରସ୍ତୁତ କରାଯାଏ ? ଉତ୍ତର- ଭାରତର ଉଚ୍ଚତମ ନ୍ୟାୟାଳୟ

୨୪) ଏମିତି କେଉଁ ଦେଶ ଅଛି ଯେଉଁଟି ମା ବାପାଙ୍କୁ ନାଁ ରଖିବାରେ ଅଧିକାର ନାହିଁ ? ଉତ୍ତର- ବିଶ୍ୱରେ କେବଳ ଡେନମାର୍କ ଏମିତି ଏକ ଦେଶ ଅଟେ ଯେଉଁଠି ମା ବାପାଙ୍କୁ ନିଜ ଛୁଆଙ୍କ ନାଁ ରଖିବାର ଅଧିକାର ନାହିଁ, ବରଂ ଛୁଆ ଜନ୍ମ ହେବାର ସୁଚନା ମା ବାପାଙ୍କ ପୁର୍ବରୁ ସରକାରଙ୍କୁ ଦିଆଯାଏ , ତାପରେ ସରକାରଙ୍କ ତରଫରୁ ଏକ ଲିଷ୍ଟ ଦିଆଯାଏ , ଯେଉଁଥିରେ ଛୋଟ ଛୋଟ ଛୁଆଙ୍କ ନାଁ ଦର୍ଜ ହୋଇଥାଏ , ଆପଣଙ୍କ ସରକାର ସେହି ଲିଷ୍ଟର ଅନୁସାରେ ନିଜ ଛୁଆଙ୍କ ନାଁ ନିର୍ବାଚିତ କରିଥାଏ ।

Leave a Reply

Your email address will not be published. Required fields are marked *