October 19, 2024

Odia Express

Leading Odia News Portal of Odisha

Deepika ଓ ରଣବୀର ଜଲଦି ହିଁ ହେବେ ମା ବାପା, ସ୍ୱାମୀଙ୍କ ସାଙ୍ଗରେ ଅଭିନେତ୍ରୀ ହିନ୍ଦୁଜା ମେଡିକାଲ୍ ବାହାରେ ହେଲେ ସ୍ପଟ୍

ବଲିଉଡ୍ ଇଣ୍ତଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀମାନେ ଅଛନ୍ତି ଯିଏକି ନିଜ ଭଲ ଅଭିନୟ ଓ ପରିଶ୍ରମ ବଳରେ ଇଣ୍ତଷ୍ଟ୍ରିରେ ଭଲ ନାଁ କମାଇପାରିଛନ୍ତି, ସେହି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ହେଲେ ଦୀପିକା ପାଦୁକୋଣ, ଦୀପିକା ପାଦୁକୋଣ ଭାରତୀୟ ସେଲିବ୍ରେଟିଜ୍ ଙ୍କ ମଧ୍ୟରୁ ସବୁଠାରୁ ଅଧିକା ଚର୍ଚ୍ଚିତ ଓ ଆକର୍ଷକ ସେଲିବ୍ରେଟିରୁ ଜଣେ ଅଟନ୍ତି, ଦୀପିକା ପାଦୁକୋଣ ନିଜ ପ୍ରଥମ ଫିଲ୍ମ ଓଁ ଶାନ୍ତି ଓମ୍ ରୁ ଭଲ ପରିଚୟ ବନାଇଦେଇଥିଲେ, ତାଙ୍କର ଡେବ୍ୟୁ ଫିଲ୍ମ ବ୍ଲକବଷ୍ଟର୍ ଫିଲ୍ମ ହୋଇଥିଲା, ଯେଉଁଥିରେ ହିରୋ ସାହାରୁଖ୍ ଖାନ୍ ଥିଲେ, ଏହି ଫିଲ୍ମ ବକ୍ସ ଅଫିସରେ କମାଲ୍ କରିଦେଖାଇଥିଲା, ଫିଲ୍ମ ସୁପରହିଟ୍ ବି ହୋଇଥିଲା ।

ଦୀପିକା ପାଦୁକୋଣ କେବଳ ଭାରତରେ ନୁହେଁ ବିଦେଶରେ ବି ନାଁ କମାଇଛନ୍ତି, ଯେପରି ଆମେ ଜାଣିଛେ କି ଦୀପିକା ପାଦୁକୋଣଙ୍କ ବାହାଘର ଅଭିନେତା ରଣବୀର ସିଂଙ୍କ ସହ ହୋଇଥିଲା । ବଡ ପର୍ଦାର ସହ ରିୟଲ୍ ଲାଇଫ୍ ରେ ବି ଦୁହେଁଙ୍କ ମଧ୍ୟରେ ଭଲ ବଣ୍ତିଙ୍ଗ୍ ଅଛି, ଏହି ମଧ୍ୟରେ ରଣବୀର ସିଂ ଓ ଦୀପିକା ପାଦୁକୋଣଙ୍କ କିଛି ଫଟୋ ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଲ୍ ହୋଇଛି ।  ଯାହାକୁ ଦେଖିବାପରେ ଫ୍ୟାନ୍ସ ବହୁତ ଅଧିକା ଖୁସି ନଜର ଆସୁଛନ୍ତି, ଏତିକି ନୁହେଁ ସୋସିଆଲ୍ ମିଡିଆରେ ଦୀପିକା ପାଦୁକୋଣ ଓ ରଣବୀର ସିଂ  ତାଙ୍କ ଫ୍ୟାନ୍ସ ବହୁତ ଅଧିକା ବଧାଇଦେଉଛନ୍ତି ।

ଆପଣଙ୍କୁ କହିଦେବୁ କି ରଣବୀର ସିଂ ଓ ଦୀପିକା ପାଦୁକୋଣଙ୍କ ଯୋଡି ବହୁତ ଲମ୍ବା ସମୟରୁ ଫିଲ୍ମରୁ ଦୁରେଇକରି ଅଛନ୍ତି, କିନ୍ତୁ ଏହି ଦୁହେଁ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି, ଓ ଏହି ମାଧ୍ୟମରେ ଫ୍ୟାନ୍ସଙ୍କ ସହ ଯୋଡି ହୋଇଯାଇଛନ୍ତି, ଏହି ଦୁହେଁଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି କହିଦେବୁ କି ଏହି ଦିନରେ ଦିପିକା ପାଦୁକୋଣ ଓ ରଣବୀର ସିଂଙ୍କୁ ଏକା ସାଙ୍ଗରେ ହିନ୍ଦୁଜା ମେଡିକାଲ୍ ବାହାରେ ଦେଖାଯାଇଥିଲା, ଏହି ଫଟୋରେ ଦେଖାଯାଇପାରିବ କି ଦୀପିକା ପାଦୁକୋଣ ରଣବୀର ସିଂ ଗାଡିରେ ବସିଥିବାର ନଜର ଆସିଛନ୍ତି ।

ଏହି ଫଟୋରେ ରଣବୀର ସିଂ ଲାଲ୍ ଓ ଦିପିକା ପାଦୁକୋଣ ଧଳା ରଙ୍ଗର ମାସ୍କ ପିନ୍ଧିଛନ୍ତି, ଏହା ସହ ଦୁହେଂ କଳା ରଙ୍ଗର ଚଷମା ଲଗାଇଛନ୍ତି, ଏହି ଫଟୋ ସାମ୍ନାରେ ଆସିବା ପରେ ସୋସିଆଲ୍ ମିଡିଆରେ ଦିପିକାଙ୍କ ପ୍ରେଗନେନ୍ସି କୁ ନେଇକରି ଫ୍ୟାନ୍ସ ଆଶା ଲଗାଇଛନ୍ତି, ଫ୍ୟାନ୍ସଙ୍କ ଏମିତି ମାନିବା କଥା କି ବହୁତ ଜଲଦି ଦୀପିକା ପାଦୁକୋଣ ଓ ରଣବୀର ସିଂ ଖୁସିଖବର ଦେଇପାରନ୍ତି ।

ସୋସିଆଲ୍ ମିଡିଆରେ ଦୀପିକା ପାଦୁକୋଣ ଓ ରଣବିର ସିଂ ଙ୍କ ଏହି ଫଟୋ ଦେଖିବାପରେ ଫ୍ୟାନ୍ସ ଲଗାତାର୍ ନିଜ ପ୍ରତିକ୍ରିୟା ଦେଉଛନ୍ତି, ଏକ ଫ୍ୟାନ୍ କମେଣ୍ଟରେ ଲେଖିଥିଲେ କି ଏକ ଛୋଟ ଅତିଥି ଆସିବାର ଅଛି, ସେମିତି ଆଉଜଣେ ଫ୍ୟାନ୍ ଲେଖିଛନ୍ତି କି ଦୀପିକା ପ୍ରେଗନେଣ୍ଟ ଅଛନ୍ତି । ସେମିତି ଆଉ ଜଣେ ଫ୍ୟାନ୍ ଲେଖିଥିଲେ କି ପୁଅ ସବୁ ଠିକ୍ ହିଁ ଅଛି, ନୁଆ ସିଂ ଆସିବାକୁ ଯାଉଛି ପ୍ରସ୍ତୁତି କର, ସୋସିଆଲ୍ ମିଡୀଆରେ ଦୀପିକା ପାଦୁକୋଣ ପ୍ରେଗନେନ୍ସିକୁ ନେଇକରି ବହୁତ ଅଧିକା ଭାଇରାଲ୍ ହେଉଛି, ଓ ଲଗାତାର ଫ୍ୟାନ୍ସ କମେଣ୍ଟ କରୁଛନ୍ତି  ।

ଦୀପିକା ରଣବୀର ଏକା ସାଙ୍ଗରେ ବହୁତ ଗୁଡିଏ ଫିଲ୍ମରେ କାମ କରିସାରିଛନ୍ତି, ଓ ଏହି ଦିନରେ ଯୋଡି ବହୁତ ପସନ୍ଦ କରାଯାଉଛି, ସେମିତି ଲମ୍ବା ସମୟରୁ ଦୁହେଁ ଯୋଡି ଫିଲ୍ମରୁ ଦୁରେଇକରି ଅଛନ୍ତି କିନ୍ତୁ ଆଉଥରେ ରଣବୀର୍ ଓ ଦୀପିକା ଏକାସାଙ୍ଗେ ଫିଲ୍ମ ୮୩ ରେ ଦେଖାଯିବ,  ଏହି ଫିଲ୍ମରେ ରଣବୀର ପୁର୍ବତନ କ୍ରିକେଟିୟର୍ କପିଲ ଦେବଙ୍କ ଭୁମିକା ନିଭାଉଛନ୍ତି, ଓ ଦିପିକା ପାଦୁକୋଣ ତାଙ୍କ ସ୍ତ୍ରୀ ରୋମି ଭାଟିଆ ଭୁମିକାରେ ନଜର ଆସିବେ , ଏହା ଛଡା ଆକ୍ସନ୍ ଫିଲ୍ମ ପଠାନ୍ କୁ ନେଇକରି ଦିପିକା ଚର୍ଚ୍ଚାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *